ହ୍ୟୁମାନ ରାଇଟ ଫ୍ରଣ୍ଟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ: ଲୋକଙ୍କୁ ଆମେ ନ୍ୟାୟ ଦେବୁ

ଅନୁଗୁଳ: ମାନବାଧିକାର ଅନୁଷ୍ଠାନ ଭାବେ ହ୍ୟୁମାନ ରାଇଟ ଫ୍ରଣ୍ଟ ରାଜ୍ୟରେ ଶତାଧିକ ଲୋକଙ୍କ ସ୍ବାର୍ଥ ପାଇଁ କାର୍ଯ୍ୟ କରି ଆସିଛି।ଯେତେବେଳେ ଲୋକଙ୍କ ମୌଳିକ ଅଧିକାର ବାଧା ପ୍ରାପ୍ତ ହୋଇଚି ଏବଂ ଏହି ଘଟଣା ଆମ ଅନୁଷ୍ଠାନର ଦୃଷ୍ଟିକୁ ଆସିଛି ଆମେ ତତକ୍ଷଣାତ୍…

Continue Readingହ୍ୟୁମାନ ରାଇଟ ଫ୍ରଣ୍ଟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ: ଲୋକଙ୍କୁ ଆମେ ନ୍ୟାୟ ଦେବୁ

ଆଖି ଡାକ୍ତରଙ୍କ ବିରୁଦ୍ଧରେ ସାନି ଅଭିଯୋଗ କଲେ ପୀଡ଼ିତଙ୍କ ପରିବାର

ଅନୁଗୁଳ: ଗତ ୨୦.୬.୨୦୨୪ ଦିନ ଅନୁଗୁଳ ଅମଲାପଡ଼ା ପ୍ରଧାନ ଆଇ କେୟାର ମୋତିଆବିନ୍ଦୁ ଅସ୍ତ୍ରୋପଚାର ଶିବିରରେ ସଂକ୍ରମଣ ଘଟି ୧୩ ଜଣ ରୋଗୀ ଦୃଷ୍ଟି ଶକ୍ତି ହରାଇବା ଘଟଣାରେ ଆଜି ପୀଡ଼ିତଙ୍କ ପରିବାର ପକ୍ଷରୁ ସିଡିଏମଓଙ୍କ ନିକଟରେ ପୁଣି ଅଭିଯୋଗ କରାଯାଇଛି।…

Continue Readingଆଖି ଡାକ୍ତରଙ୍କ ବିରୁଦ୍ଧରେ ସାନି ଅଭିଯୋଗ କଲେ ପୀଡ଼ିତଙ୍କ ପରିବାର

୭୦ ତମ ରାଜ୍ୟସ୍ତରୀୟ ଦୌଡ଼ କୁଦ ପ୍ରତିଯୋଗିତାରେ: ଅନୁଗୁଳକୁ ୬ ପଦକ

ଅନୁଗୁଳ: ଗତ ୧୮ ତାରିଖରୁ ୨୦ ତାରିଖ ଯାଏଁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ୭୦ ତମ ରାଜ୍ୟ ସ୍ତରୀୟ ଦୌଡ଼ କୁଦ ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି।ଏହି ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାରୁ ଅଲଗା ୨୦ ଜଣ ଖେଳାଳି ଅଂଶଗ୍ରହଣ କରିଥିବାବେଳେ ୬ ଜଣ…

Continue Reading୭୦ ତମ ରାଜ୍ୟସ୍ତରୀୟ ଦୌଡ଼ କୁଦ ପ୍ରତିଯୋଗିତାରେ: ଅନୁଗୁଳକୁ ୬ ପଦକ

ଡାକ୍ତର,ନର୍ସ ଏବଂ ପାରା ମେଡ଼ିକାଲ କର୍ମଚାରୀଙ୍କ ସୁରକ୍ଷା ପାଇଁ ଗାଇଡଲାଇନ୍ ଜାରି

ଅନୁଗୁଳ: ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଡାକ୍ତର,ନର୍ସ ଏବଂ ପାରା ମେଡ଼ିକାଲ କର୍ମଚାରୀଙ୍କ ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି। ସରକାରଙ୍କ ଚିଠି ସଂଖ୍ୟା ୨୪୧୭୫ ତା ୧୮.୯.୨୦୨୪ ଅନୁଯାୟୀ ପ୍ରତ୍ୟେକ ମେଡ଼ିକାଲ…

Continue Readingଡାକ୍ତର,ନର୍ସ ଏବଂ ପାରା ମେଡ଼ିକାଲ କର୍ମଚାରୀଙ୍କ ସୁରକ୍ଷା ପାଇଁ ଗାଇଡଲାଇନ୍ ଜାରି

ନାଲକୋ ବିଶ୍ୱକର୍ମା ପୂଜାରେ ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ଉ, ମାନ ଯାଞ୍ଚ କରିବା ସହ ଜଣକୁ ଫାଇନ୍ ଲାଗୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବିଶ୍ୱ ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ଅଞ୍ଚଳରେ ଖାଦ୍ୟର ମାନ ଯାଞ୍ଚ କରାଯାଇଛି। ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରିଣୀ ହରିପ୍ରିୟ ବେହେରା ଓ ସହକାରୀ ଖାଦ୍ୟ ସୁରକ୍ଷା ଅଧିକାରୀ ନୀଳାମ୍ବର ପ୍ରଧାନ ପ୍ରତ୍ୟେକ…

Continue Readingନାଲକୋ ବିଶ୍ୱକର୍ମା ପୂଜାରେ ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ଉ, ମାନ ଯାଞ୍ଚ କରିବା ସହ ଜଣକୁ ଫାଇନ୍ ଲାଗୁ

ଭାରତ ବିକାଶ ପରିଷଦ ପକ୍ଷରୁ ଜଣା ଅଜଣା ଓ ସମୂହ ଗାନ ପ୍ରତିଯୋଗିତା

ଅନୁଗୁଳ: ଅନୁଗୁଳ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଭାରତ ବିକାଶ ପରିଷଦ ଅନୁଗୁଳ ଶାଖା ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜଣା ଅଜଣା ଓ ସମୂହ ରାଷ୍ଟ୍ରୀୟ ଗାନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।ଅନୁଗୁଳ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ନୀଳାଞ୍ଚଳ ପଟେଲ ମୁଖ୍ୟ ଅତିଥି…

Continue Readingଭାରତ ବିକାଶ ପରିଷଦ ପକ୍ଷରୁ ଜଣା ଅଜଣା ଓ ସମୂହ ଗାନ ପ୍ରତିଯୋଗିତା

ଅନୁଗୁଳ ଜିଲ୍ଲା ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନ ପକ୍ଷରୁ ବିଶାଳ ରକ୍ତ ଦାନ ଶିବିର

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନ ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।ଏହି ମେଗା ଶିବିରକୁ ଅତିଥି ରୂପେ ଉଦଘାଟନ କରିଥିଲେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ,ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ।…

Continue Readingଅନୁଗୁଳ ଜିଲ୍ଲା ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନ ପକ୍ଷରୁ ବିଶାଳ ରକ୍ତ ଦାନ ଶିବିର

ନାବାଳିକାଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ହେବା ସହ ୫୦ ହଜାର ଟଙ୍କା ଜରିମାନା

ଅନୁଗୁଳ: ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍‌ ତୁଳସୀପାଳ ଗାଁର ତପନ ଜେନା(୩୧)କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଅଦାଲତ। ତାକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ହେବା ସହ ୫୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ…

Continue Readingନାବାଳିକାଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ହେବା ସହ ୫୦ ହଜାର ଟଙ୍କା ଜରିମାନା

ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟ, ୨୧ ରୁ ନାଲ୍‌କୋରେ ଆୟୋଜିତ ହେବ ବିକାଶ ମେଳା

ଅନୁଗୁଳ: ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ଅନୁଗୁଳରେ ଆୟୋଜିତ ହେବ ସୂଚନା-ଶିକ୍ଷା-ସଂଚାର କାର୍ଯ୍ୟକ୍ରମ। ଅନୁଗୁଳ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଚଳିତ ମାସ ୨୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ନାଲ୍‌କୋ ଠାରେ ବିକାଶ ମେଳା…

Continue Readingରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟ, ୨୧ ରୁ ନାଲ୍‌କୋରେ ଆୟୋଜିତ ହେବ ବିକାଶ ମେଳା

ଅନୁଗୁଳରେ ଜନ ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ: ୩୫ଟି ଅଭିଯୋଗ ଦାଖଲ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟଠାରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶିବିରରେ ସମୁଦାୟ ୩୫ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିରୁ ୨୪ଟି ବ୍ୟକ୍ତିଗତ ଓ ୧୧ଟି ଗ୍ରାମ୍ୟ ଭିତ୍ତିକ ଅଭିଯୋଗ…

Continue Readingଅନୁଗୁଳରେ ଜନ ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ: ୩୫ଟି ଅଭିଯୋଗ ଦାଖଲ