ଅନୁଗୁଳ ଜିଲ୍ଲାରେ ଭାରତ ବନ୍ଦ ସଫଳ, ସକାଳୁ ସନ୍ଧ୍ୟା ଯାଏଁ ଅଖଚକ ଠପ୍

ଅନୁଗୁଳ: ଭାରତୀୟ ଅନୁସୂଚିତ ଜାତି ଜନଜାତି ସମନ୍ୱୟ ସମିତି ଦ୍ଵାରା ଦିଆଯାଇଥିବା ଭାରତ ବନ୍ଦ ଡାକରା ଅନୁଗୁଳ ଜିଲ୍ଲାରେ ସଫଳ ହୋଇଛି। ବୁଧବାର ସକାଳ ୬ଟାରୁ ସଂଧ୍ୟା ଯାଏଁ ଅନୁଗୁଳରେ ବିଭିନ୍ନ ଦୋକାନ ବଜାର ବନ୍ଦ ଥିଲା। ଏଥିସହ ସରକାରୀ, ବେସରକାରୀ…

Continue Readingଅନୁଗୁଳ ଜିଲ୍ଲାରେ ଭାରତ ବନ୍ଦ ସଫଳ, ସକାଳୁ ସନ୍ଧ୍ୟା ଯାଏଁ ଅଖଚକ ଠପ୍

ଅନୁଗୁଳ ଜିଲ୍ଲାପାଳଙ୍କ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ, ଗ୍ରହଣ ହେଲା ୩୫ଟି ଅଭିଯୋଗ

ଅନୁଗୁଳ: ମଙ୍ଗଳବାର ଜିଲ୍ଲାପାଳ ଅଦ୍ଦାଲ୍ ମ. ଅଖତରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶିବିରରେ ସମୁଦାୟ ୩୫ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ସେଥିମଧ୍ୟରୁ ୨୫ଟି ବ୍ୟକ୍ତିଗତ ଓ ୧୦ଟି ଗ୍ରାମ୍ୟ…

Continue Readingଅନୁଗୁଳ ଜିଲ୍ଲାପାଳଙ୍କ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ, ଗ୍ରହଣ ହେଲା ୩୫ଟି ଅଭିଯୋଗ

ଆଜି ପୁଣ୍ୟ ତିଥି: ଛାଇ ଆଲୁଅ ଖେଳର ରାଜା: ଛାୟା ରାଜୁ

ଅନୁଗୁଳ: ନବେ ଦଶକର ଆରମ୍ଭ ବେଳକୁ ଅନୁଗୁଳରେ ଦୁଇଟି ପ୍ରିଣ୍ଟ ମିଡ଼ିଆ ବିଶେଷ ଚର୍ଚ୍ଚାରେ ରହିଥିଲା। ସମାଜ ଏବଂ ପ୍ରଜାତନ୍ତ୍ର।ସେତେବେଳେ ପ୍ରଜାତନ୍ତ୍ର କେବଳ ଅନୁଗୁଳ କାହିଁକି ସମଗ୍ର ରାଜ୍ୟରେ ତାହାର ସ୍ଵତନ୍ତ୍ର ଖବର ପରିବେଷଣ ଶୈଳୀ ବ୍ୟତୀତ ଫଟୋଗ୍ରାଫି ପାଇଁ ପ୍ରସିଦ୍ଧି…

Continue Readingଆଜି ପୁଣ୍ୟ ତିଥି: ଛାଇ ଆଲୁଅ ଖେଳର ରାଜା: ଛାୟା ରାଜୁ

ମଶା ଦମନ ପାଇଁ ପୌରପାଳିକା ପକ୍ଷରୁ ମାଲାଥିୟନ୍ ସିଞ୍ଚନ

ଅନୁଗୁଳ: ବିଶ୍ଵ ମଶା ଦିବସ ଅବସରରେ ଅନୁଗୁଳ ପୌରପାଳିକା ପକ୍ଷରୁ ୧୦ ଗୋଟି ୱାର୍ଡର ଡ୍ରେନ, ଜମିଥିବା ପାଣି ଏବଂ ଅପରିଷ୍କାର ଅଞ୍ଚଳରେ ମାଲାଥିୟାନ୍ ଏବଂ ଅନ୍ୟାନ୍ୟ କୀଟ ନାଶକ ସିଞ୍ଚନ କରାଯାଇଛି।ଅନୁଗୁଳର ମାଛ ମାର୍କେଟ, ମେଡ଼ିକାଲ ଆଖପାଖ ଏବଂ କେତେକ…

Continue Readingମଶା ଦମନ ପାଇଁ ପୌରପାଳିକା ପକ୍ଷରୁ ମାଲାଥିୟନ୍ ସିଞ୍ଚନ
Read more about the article ସଞ୍ଜ ନଇଁଲେ ଖୋଲା ପଡିଆ ଅସାମାଜିକଙ୍କ ଆଡ୍ଡା
Addictive substances, including alcohol, cigarettes and drugs.

ସଞ୍ଜ ନଇଁଲେ ଖୋଲା ପଡିଆ ଅସାମାଜିକଙ୍କ ଆଡ୍ଡା

ଅନୁଗୁଳ: ଅନୁଗୁଳରେ ଏବେ ନିଶା କବଳରେ ଯୁବଗୋଷ୍ଠୀ। ସହର ଭିତରେ ଯେତେ ଖୋଲା ପଡିଆ ଅଛି ସେଠି ସଞ୍ଜ ଗଡିଆଗଲେ ନିଶାଡିଙ୍କ ଆସର ଦେଖିବାକୁ ମିଳୁଛି। ବୟସ ଏବଂ ଦୋସ୍ତି ଅନୁସାରେ ଗୋଷ୍ଠୀ ରହିଛି।ବିଶେଷ କରି ଅନ୍ଧାରୁଆ ସ୍ଥାନ ଏବଂ ନିଛାଟିଆ…

Continue Readingସଞ୍ଜ ନଇଁଲେ ଖୋଲା ପଡିଆ ଅସାମାଜିକଙ୍କ ଆଡ୍ଡା

ବିଶ୍ୱ ଫଟୋଗ୍ରାଫି ଦିବସ: ଅନୁଗୁଳ ଫଟୋଗ୍ରାଫର ଆସୋସିଏସନ “ପା”ର ୧୧ ତମ ବାର୍ଷିକ ଉତ୍ସବ ଆୟୋଜିତ

ଅନୁଗୁଳ: ଆଜି ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ଅନୁଗୁଳ ଫଟୋଗ୍ରାଫର ଆସୋସିଏସନ "ପା"ର ୧୧ ତମ ବାର୍ଷିକ ଉତ୍ସବ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ମୁଖ୍ୟ ବକ୍ତା ଭାବେ ସାତକୋଶିଆ ବନ୍ୟପ୍ରାଣୀ…

Continue Readingବିଶ୍ୱ ଫଟୋଗ୍ରାଫି ଦିବସ: ଅନୁଗୁଳ ଫଟୋଗ୍ରାଫର ଆସୋସିଏସନ “ପା”ର ୧୧ ତମ ବାର୍ଷିକ ଉତ୍ସବ ଆୟୋଜିତ

ଅନୁଗୁଳ ଟାଇକୁଣ୍ଡୁ ଆସୋସିଏସନ୍ ପକ୍ଷରୁ ରକ୍ଷାବନ୍ଧନ

  ଅନୁଗୁଳ: ସ୍ଥାନୀୟ ଅମଲାପଡ଼ା ବାସନ୍ତୀ ପାଠାଗାର ପରିସରରେ ଅନୁଗୁଳ ଟାଇକୁଣ୍ଡୁ ଆସୋସିଏସନ୍ ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଏହି ସମାରୋହକୁ ପୂର୍ବତନ ଟାମଡ଼ା ଅଧ୍ୟକ୍ଷ ତଥା ଆସୋସିଏସନ୍ ର ଉପସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକ ଉଦ୍ଘାଟନ କରିଥିଲେ। ଶ୍ରୀ…

Continue Readingଅନୁଗୁଳ ଟାଇକୁଣ୍ଡୁ ଆସୋସିଏସନ୍ ପକ୍ଷରୁ ରକ୍ଷାବନ୍ଧନ

ରାଜ୍ୟରେ ବଜ୍ରପାତ ଜନିତ ମୃତ୍ୟୁସଂଖ୍ୟା ବଢୁଛି

ଅନୁଗୁଳ: ଗତ କିଛି ବର୍ଷ ହେଲା ଦେଶରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ବଢୁଛି।ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶଗତ ଅବକ୍ଷୟ ହେତୁ ଏଭଳି ଘଟୁଥିବା ବିଶେଷଜ୍ଞ ମାନେ ପ୍ରକାଶ କରିଛନ୍ତି। ଏହି ରିପୋର୍ଟ ଅନୁସାରେ ଦେଶରେ ୧୯୬୭ ମସିହାରୁ ୨୦୨୦ ମସିହା…

Continue Readingରାଜ୍ୟରେ ବଜ୍ରପାତ ଜନିତ ମୃତ୍ୟୁସଂଖ୍ୟା ବଢୁଛି

ଓପି ଜିନ୍ଦଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ୨୦୨୪ ଉଦଯାପିତ: ଝାରସୁଗୁଡ଼ାକୁ ହରାଇ ଭୁବନେଶ୍ବର ଚମ୍ପିୟାନ

ଅନୁଗୁଳ: ଗତ ୭ ତାରିଖରୁ ଆରମ୍ଭ ହୋଇଥିବା ଓପି ଜିନ୍ଦଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ୨୦୨୪ ଆଜି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ପିଟିଶି ପଡିଆରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ଫାଇନାଲରେ ଜଗା ୟୁନାଇଟେଡ କ୍ଳବ୍ ଭୁବନେଶ୍ୱର ଝାଡେଶ୍ୱର୍ କ୍ଳବ୍ ଝାରସୁଗୁଡ଼ାକୁ ଟାଇବ୍ରେକରରେ ୪-୩…

Continue Readingଓପି ଜିନ୍ଦଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ୨୦୨୪ ଉଦଯାପିତ: ଝାରସୁଗୁଡ଼ାକୁ ହରାଇ ଭୁବନେଶ୍ବର ଚମ୍ପିୟାନ

ସବୁଦିନ ନାହିଁ ଅନ୍ଧାର ରାତି: ଅନୁଗୁଳ ଜିଲ୍ଲାପାଳଙ୍କ ନାଁରେ ଫେକ କଲ୍ କରି ଯୁବକ ଗିରଫ

ଅନୁଗୁଳ: ଜୟପୁର ବିଡ଼ିଓ ଶକ୍ତି ମହାପାତ୍ରଙ୍କୁ ଗତ ୧୫ ତାରିଖରେ ଫୋନ୍ ଆସିଲା, 'ମୁଁ ଅନୁଗୁଳ କଲେକ୍ଟର କହୁଚି, ତୁମ ଜେଇ ଯାହାର ଅନୁଗୁଳ ବଦଳି କରାଯାଇଛି ତାହା ବାତିଲ କର'। ପ୍ରଥମେ ହଡବଡେଇ ଯାଇଥିବା ବିଡ଼ିଓ କଲ୍ ଉପରେ ସନ୍ଦେହ…

Continue Readingସବୁଦିନ ନାହିଁ ଅନ୍ଧାର ରାତି: ଅନୁଗୁଳ ଜିଲ୍ଲାପାଳଙ୍କ ନାଁରେ ଫେକ କଲ୍ କରି ଯୁବକ ଗିରଫ