ସଂଜୀବନୀ ମାର୍କେଟରେ ଲକ୍ଷ୍ମୀଙ୍କ ଆଜ୍ଞାମାଳ ଓ ଲଡୁ ନିଲାମ

ଅନୁଗୁଳ: ଲକ୍ଷ୍ମୀ ପୂଜାର ଅନ୍ତିମ ଦିବସରେ ଅନୁଗୁଳ ସଂଜୀବନୀ ପୂଜା କମିଟି ପକ୍ଷରୁ ମା ଲକ୍ଷ୍ମୀଙ୍କ ଆଜ୍ଞାମାଳ ଓ ଲଡୁ ନିଲାମ ହୋଇଥିଲା। ଅନୁଗୁଳର ଯୁବ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ରୂପେ ଉଦ୍ଘାଟନ କରିଥିଲେ।…

Continue Readingସଂଜୀବନୀ ମାର୍କେଟରେ ଲକ୍ଷ୍ମୀଙ୍କ ଆଜ୍ଞାମାଳ ଓ ଲଡୁ ନିଲାମ

ପଞ୍ଚମୁଖୀ ମାର୍କେଟ ସାମନାରେ ଦୋକାନୀ ବାଡାବାଡ଼ି,ବୁଲିଲା କଟୁରୀ

ଅନୁଗୁଳ: ଅନୁଗୁଳ ସିମିଳିପଡ଼ା ପଞ୍ଚମୁଖୀ ମାର୍କେଟ ସାମନାରେ ଆଜି ସନ୍ଧ୍ୟାରେ ଦୁଇ ବ୍ୟବସାୟୀ ବାଡ଼ାବାଡି ହୋଇ ଗଡ଼ାତଡ଼ା ହେବା ଆତଙ୍କ ଖେଳାଇ ଦେଇଥିଲା। ମାର୍କେଟର ବରା ବିକାଳୀ ଓ ଗୁପଚୁପ ବିକାଳୀଙ୍କ ମଧ୍ୟରେ ଅଇଁଠା ପତ୍ର ପକାଇବାକୁ ନେଇ କଥା କଟି…

Continue Readingପଞ୍ଚମୁଖୀ ମାର୍କେଟ ସାମନାରେ ଦୋକାନୀ ବାଡାବାଡ଼ି,ବୁଲିଲା କଟୁରୀ

ଅନୁଗୁଳ ମେଡ଼ିକାଲରୁ ଫୋନ୍ ଚୋରି

    ଅନୁଗୁଳ: ଗୁରୁବାର ରାତିରେ ଅନୁଗୁଳ ମେଡ଼ିକାଲରୁ ଜଣେ ରୋଗୀଙ୍କ ମୋବାଇଲ ଫୋନ ଚୋରି ହୋଇଯାଇଛି। ପରଜଙ୍ଗ ଥାନା ଆମ୍ବପଳାସ ଗାଁର ସୁନିଲ ଭୋଇ ମେଲ ୱାର୍ଡ ୫୨ ନମ୍ୱର୍ ବେଡରେ ଥିବା ବେଳେ ଗତ ରାତିରେ କେହି ତାଙ୍କ…

Continue Readingଅନୁଗୁଳ ମେଡ଼ିକାଲରୁ ଫୋନ୍ ଚୋରି

ମଧ୍ୟରାତ୍ରୀରେ ଲ୍ୟାଣ୍ଡଫଲ କରି ସକାଳ ଯାଏଁ ତାଣ୍ଡବ ରଚିଲା ବାତ୍ୟା ‘ଦାନା’

  ଭୁବନେଶ୍ଵର: ଗୁରୁବାର ମଧ୍ୟରାତ୍ରୀରେ ଲ୍ୟାଣ୍ଡଫଲ କଲା ବାତ୍ୟା ‘ଦାନା’। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଭିତରକନିକାରୁ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିଛି ବାତ୍ୟା। ଭିତରକନିକା ହାବାଳିଖଟିରେ ବାତ୍ୟାର ଲ୍ୟାଣ୍ଡଫଲ। ମଧ୍ୟରାତ୍ରି ପ୍ରାୟ ସାଢେ ଗୋଟାଏରୁ ସାଢେ ୩ଟା ମଧ୍ୟରେ ସ୍ଥଳଭାଗ…

Continue Readingମଧ୍ୟରାତ୍ରୀରେ ଲ୍ୟାଣ୍ଡଫଲ କରି ସକାଳ ଯାଏଁ ତାଣ୍ଡବ ରଚିଲା ବାତ୍ୟା ‘ଦାନା’

ଜନ ସ୍ୱାସ୍ଥ୍ୟ ବିଭାଗର ଚରମ ଅବହେଳା: ପମ୍ପ ହାଉସ ପରିସରରେ ଥିବା କୂଅରେ ପଡ଼ି ନାବାଳକ ମୃତ

ଅନୁଗୁଳ: ଅନୁଗୁଳ ଜନସ୍ବାସ୍ଥ୍ୟ ବିଭାଗର ଅବହେଳାରୁ ଆଜି ଜଣେ ୧୪ ବର୍ଷ ବୟସର ବାଳକର ମର୍ମନ୍ତୁଦ ମୃତ୍ୟୁ ଘଟିଛି। ସ୍ଥାନୀୟ ହାକିମ ପଡ଼ାରେ ଜନ ସ୍ଵାସ୍ଥ୍ୟ ବିଭାଗର ଓଭର ହେଡ ଟାଙ୍କି ଓ ପମ୍ପ ହାଉସ ରହିଛି। ଏହି ପରିସର ଚାରିପଟେ…

Continue Readingଜନ ସ୍ୱାସ୍ଥ୍ୟ ବିଭାଗର ଚରମ ଅବହେଳା: ପମ୍ପ ହାଉସ ପରିସରରେ ଥିବା କୂଅରେ ପଡ଼ି ନାବାଳକ ମୃତ

ଅଭାବନୀୟ ଘଟଣା: ଚିକିତ୍ସାଳୟ ପାଇଖାନାରେ ଜନ୍ମିତ ଶିଶୁର ଶବ

ଅନୁଗୁଳ: ସୋମବାର ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ସର୍ବସାଧାରଣ ଲେଡିଜ୍ ଟଏଲେଟରେ ଏକ ନବଜାତ ଶିଶୁର ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା। ନବଜାତ ଶିଶୁ ଟିକୁ ଜବରଦସ୍ତ ପ୍ୟାନ ହୋଲ୍ ଭିତରେ ପୁରେଇବାକୁ ଚେଷ୍ଟା କରାଯାଇଥିବା ବେଳେ…

Continue Readingଅଭାବନୀୟ ଘଟଣା: ଚିକିତ୍ସାଳୟ ପାଇଖାନାରେ ଜନ୍ମିତ ଶିଶୁର ଶବ

ଶିକ୍ଷକପଡ଼ା ଲକ୍ଷ୍ମୀ ପୂଜା କମିଟିର ସୁବର୍ଣ୍ଣ ଜୟନ୍ତୀ ସମାରୋହ

ଅନୁଗୁଳ: ଶିକ୍ଷକପଡ଼ା ପଦ୍ମାଳୟା ପୂଜା କମିଟିର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି କମିଟିର ମୂର୍ତ୍ତି ଓ ଆଭ୍ୟନ୍ତରୀଣ ସାଜସଜ୍ଜା ଆକର୍ଷଣୀୟ ହୋଇଥିବାରୁ ପ୍ରତିଦିନ ହଜାର ହଜାର ଭକ୍ତ ମଣ୍ଡପ ବୁଲି ଦେଖିଛନ୍ତି। ପ୍ରତିଦିନ ଅପରାହ୍ନରେ…

Continue Readingଶିକ୍ଷକପଡ଼ା ଲକ୍ଷ୍ମୀ ପୂଜା କମିଟିର ସୁବର୍ଣ୍ଣ ଜୟନ୍ତୀ ସମାରୋହ

ଲୁଣ ବି ଜରୁରୀ! ବିଶ୍ୱ ଆୟୋଡିନ ଅଭାବ ଜନିତ ବ୍ୟାଧି ନିରାକରଣ ଦିବସ ପାଳିତ

  ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ବ ଆୟୋଡିନ ଅଭାବ ଜନିତ ବ୍ୟାଧି ନିରାକରଣ ଦିବସ ପାଳିତ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା.ଶିବାନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମଣିଷ ଶରୀର…

Continue Readingଲୁଣ ବି ଜରୁରୀ! ବିଶ୍ୱ ଆୟୋଡିନ ଅଭାବ ଜନିତ ବ୍ୟାଧି ନିରାକରଣ ଦିବସ ପାଳିତ

ଲକ୍ଷ୍ମୀପୂଜାରେ ଏଡିସିସିଆଇ ପକ୍ଷରୁ ଜଳଛତ୍ର

  ଅନୁଗୁଳ: ଲକ୍ଷ୍ମୀପୂଜା ଅବସରରେ ଅନୁଗୁଳ ଲକ୍ଷ୍ମୀ ବଜାର ଠାରେ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ଏକ ଜଳଛତ୍ର ଉଦଘାଟିତ ହୋଇଯାଇଛି। ବିଶିଷ୍ଟ ବ୍ୟବସାୟୀ ପ୍ରଦ୍ୟୁମ୍ନ କୁମାର ନନ୍ଦ ଏହି ଜଳଛତ୍ରକୁ ଉଦଘାଟନ କରିଥିଲେ। ଲକ୍ଷ୍ମୀପୂଜା ଅବସରରେ ଅନୁଗୁଳ…

Continue Readingଲକ୍ଷ୍ମୀପୂଜାରେ ଏଡିସିସିଆଇ ପକ୍ଷରୁ ଜଳଛତ୍ର

ଅନୁଗୁଳରେ ବାପାଙ୍କ ଜଳଖିଆ ଦୋକାନ ପୁଅ ଓଏଏସ ପାଇ ସ୍ବପ୍ନ ପୂରଣ କଲେ

ଅନୁଗୁଳ: ବଡ଼ମ୍ବା ମାଣିଆବନ୍ଧ ଥାନା ଅନ୍ତର୍ଗତ ମୁଗଗହୀର ଗାଁର ଦିଲୀପ ସାହୁ ଦୀର୍ଘ ବର୍ଷ ହେବ ପେଟ ପାଟଣା ପାଇଁ ଅନୁଗୁଳ ଚାଲି ଆସିଥିଲେ। ଦିଲୀପଙ୍କ ପରିବାର କିନ୍ତୁ ଗାଁରେ ରହନ୍ତି। ଦିଲୀପଙ୍କ ପତ୍ନୀ ରଞ୍ଜନ ବାଳା ଦୁଇ ପୁଅଙ୍କ ପାଠ…

Continue Readingଅନୁଗୁଳରେ ବାପାଙ୍କ ଜଳଖିଆ ଦୋକାନ ପୁଅ ଓଏଏସ ପାଇ ସ୍ବପ୍ନ ପୂରଣ କଲେ