୩୯ ବର୍ଷରେ ସ୍ୱର୍ଣଲକ୍ଷ୍ମୀ ପୂଜା କମିଟି, ମଣ୍ଡପରେ ଶ୍ରୀମନ୍ଦିରର କଳାକୃତି ବାଇଶି ପାହାଚରୁ ଆନନ୍ଦ ବଜାର ଅଭଡ଼ା

ଅନୁଗୁଳ: ସବୁବେଳେ ନିଜ ଆକର୍ଷଣୀୟ ତୋରଣ ଓ ଚିତ୍ତାକର୍ଷକ ଶୋଭାଯାତ୍ରା ପାଇଁ ପ୍ରସିଦ୍ଧ ଥିବା ଅନୁଗୁଳ ସ୍ବର୍ଣ୍ଣଲକ୍ଷ୍ମୀ ପୂଜା କମିଟି କାଞ୍ଚନ ବଜାର ଏଥର କିଛିvଅଲଗା କରି ଦେଖାଇଛନ୍ତି। ଚଳିତ ବର୍ଷ ପୁରୀ ଶ୍ରୀମନ୍ଦିରର ପ୍ରତିରୂପ ତାଙ୍କ ମଣ୍ଡପରେ ଶୋଭା ପାଇଛି।…

Continue Reading୩୯ ବର୍ଷରେ ସ୍ୱର୍ଣଲକ୍ଷ୍ମୀ ପୂଜା କମିଟି, ମଣ୍ଡପରେ ଶ୍ରୀମନ୍ଦିରର କଳାକୃତି ବାଇଶି ପାହାଚରୁ ଆନନ୍ଦ ବଜାର ଅଭଡ଼ା

ଜଳିଗଲା ୩ ଟି ଗଦି ଦୋକାନ, ୬ ଲକ୍ଷ ଟଙ୍କାର ସାମଗ୍ରୀ ପାଉଁଶ

  ଅନୁଗୁଳ: ଅନୁଗୁଳ ସହର ବୁଢୀ ଠାକୁରାଣୀ ଛକ ନିକଟ ତଥା ଦଶହରା ପଡ଼ିଆ ସମ୍ମୁଖରେ ବାଳକ ଉଚ୍ଚ ବିଦ୍ୟାଳୟ କାନ୍ଥକୁ ଲାଗି ରହିଥିବା ଗଦି ଦୋକାନରେ ନିଆଁ ଲାଗି ତିନିଟି ଦୋକାନ ଜଳିଯାଇଛି। ନିଆଁ ଲାଗି ପାଖରେ ଥିବା ଆଉ…

Continue Readingଜଳିଗଲା ୩ ଟି ଗଦି ଦୋକାନ, ୬ ଲକ୍ଷ ଟଙ୍କାର ସାମଗ୍ରୀ ପାଉଁଶ

ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ତାଳଚେର କଳା ସାହିତ୍ୟ ପରିଷଦ ସମ୍ମାନିତ

  ଅନୁଗୁଳ: ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଅନୁଗୁଳ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ତାଳଚେର କଳା ସାହିତ୍ୟ ଓ ସଂସ୍କୃତି ପରିଷଦକୁ ସମ୍ମାନିତ କରାଯାଇଛି। ରାଜ୍ୟର ଅନ୍ୟତମ ପୁରାତନ ଓ ପ୍ରତିଷ୍ଠିତ କ୍ଲବ୍ ତାଳଚେର…

Continue Readingସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ତାଳଚେର କଳା ସାହିତ୍ୟ ପରିଷଦ ସମ୍ମାନିତ

୬୪ ବର୍ଷରେ ବଜାର ଛକ ଲକ୍ଷ୍ମୀ ପୂଜା ମେଢ଼: ମୂର୍ତ୍ତି ଓ ସାଜସଜ୍ଜାରେ ଲାଗିଛି ୧୧ ଲକ୍ଷ ଟଙ୍କାର ଡ୍ରାଏ ଫ୍ରୁଟ୍ସ୍

  ଅନୁଗୁଳ: ୧୯୬୧ ମସିହାରେ ପ୍ରତିଷ୍ଠା କରାଯାଇଥିବା ଲକ୍ଷ୍ମୀ ନାରାୟଣ ପୂଜା କମିଟି ଚଳିତ ବର୍ଷ ୬୪ ତମ ପୂଜା ଉତ୍ସବ ପାଳନ କରୁଛି। ଏହି କମିଟି ର ବିଶେଷତ୍ଵ ହେଲା ଲକ୍ଷ୍ମୀଙ୍କ ସହ ସବୁବେଳେ ନାରାୟଣ ପୂଜା ପାଆନ୍ତି। ସବୁବେଳେ…

Continue Reading୬୪ ବର୍ଷରେ ବଜାର ଛକ ଲକ୍ଷ୍ମୀ ପୂଜା ମେଢ଼: ମୂର୍ତ୍ତି ଓ ସାଜସଜ୍ଜାରେ ଲାଗିଛି ୧୧ ଲକ୍ଷ ଟଙ୍କାର ଡ୍ରାଏ ଫ୍ରୁଟ୍ସ୍

ଅନୁଗୁଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା, ଚାନ୍ଦି ମୁକୁଟରେ ଝଲସିବେ ଲକ୍ଷ୍ମୀ ବଜାର ଦେବୀ

ଅନୁଗୁଳ: ଅନୁଗୁଳ ଲକ୍ଷ୍ମୀ ପୂଜା ଇତିହାସରେ ପ୍ରଥମ ଥର ପାଇଁ ଲକ୍ଷ୍ମୀ ବଜାର ଗଜଲକ୍ଷ୍ମୀ ପୂଜା ସମିତି ପକ୍ଷରୁ ଧନଦାତ୍ରୀ ମହାଲକ୍ଷ୍ମୀଙ୍କ ମୃଣ୍ମୟୀ ପ୍ରତିମାରେ ପ୍ରାୟ ୧୫ କେଜି ଓଜନର ରୂପା ସାଙ୍ଗକୁ ପ୍ରାୟ ଏକ ଭରି ଓଜନର ସୁନା ଲାଗିବାକୁ…

Continue Readingଅନୁଗୁଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା, ଚାନ୍ଦି ମୁକୁଟରେ ଝଲସିବେ ଲକ୍ଷ୍ମୀ ବଜାର ଦେବୀ

ଗୋତମରା ମା’ ବ୍ରାହ୍ମୟଣୀଙ୍କ ବାର୍ଷିକ ଉତ୍ସବ ଆରମ୍ଭ, ୨ ଦିନ ଧରି ଚାଲିବ କାର୍ଯ୍ୟକ୍ରମ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା' ବ୍ରାହ୍ମୟଣୀଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ନୀତି ଅନୁଯାୟୀ, ଅପରାହ୍ନ ୧ ଟା ସମୟରେ ମା'ଙ୍କ ଦିଅଁ ଘରୁ ଆଲମ ବାହାରି ଘଣ୍ଟ, ଘଣ୍ଟା, ବାଦ୍ୟ,…

Continue Readingଗୋତମରା ମା’ ବ୍ରାହ୍ମୟଣୀଙ୍କ ବାର୍ଷିକ ଉତ୍ସବ ଆରମ୍ଭ, ୨ ଦିନ ଧରି ଚାଲିବ କାର୍ଯ୍ୟକ୍ରମ

ନାଲକୋ ସର୍ଭେ ପାଇଁ ଯାଇଥିବା ଟିମକୁ ଗାଁରେ ପୂରେଇ ଦେଲେନି ଗ୍ରାମବାସୀ, ମନ୍ଦିରରେ ବସି ବସି ଫେରିଲେ ଆରଆଇ ଓ ସମସ୍ତ ଅଧିକାରୀ

ଅନୁଗୁଳ: ନାଲକୋ ବ୍ରାଉନ ଫିଲଡ଼ ସର୍ଭେ ନେଇ ପ୍ରଶାସନକୁ ପୁଣି ଥରେ ବିଫଳତାର ସାମ୍ନା କରିବାକୁ ପଡ଼ିଛି। ମଙ୍ଗଳବାର ଅନୁଗୁଳ ଜିଲ୍ଲାପାଳଙ୍କ ଆଦେଶ କ୍ରମେ ନାଲକୋ ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିକାରୀଙ୍କ ସମେତ କାଙ୍ଗୁଲା ବେନ୍ତପୁର, ସଦର ଆର.ଆଇ ଓ…

Continue Readingନାଲକୋ ସର୍ଭେ ପାଇଁ ଯାଇଥିବା ଟିମକୁ ଗାଁରେ ପୂରେଇ ଦେଲେନି ଗ୍ରାମବାସୀ, ମନ୍ଦିରରେ ବସି ବସି ଫେରିଲେ ଆରଆଇ ଓ ସମସ୍ତ ଅଧିକାରୀ

ରାଜ୍ୟ ସ୍ତରୀୟ ଜୁଡୋ ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାକୁ ୨ସ୍ଵର୍ଣ୍ଣ ସହ ୬ପଦକ

ଅନୁଗୁଳ: ଚଳିତ ମାସ ୮/୧୦/୨୪ ରିଖ ଠାରୁ ୧୨/୧୦/୨୪ ରିଖ ପର୍ଯ୍ୟନ୍ତ ରାଜ୍ୟ ସ୍ତରୀୟ ଜୁଡୋ ପ୍ରତିଯୋଗିତା ଖୋର୍ଦ୍ଧା ଜିଲ୍ଲା କେ.ଟି ଗ୍ଲୋବାଲ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଥିଲା। ଉକ୍ତ ପ୍ରତିଯୋଗିତାରେ ଅନୁଗୁଳ ଜୁଡୋ ସଂଘ ସଂପାଦକ ସୁଧାଂଶୁ କୁମାର ପଣ୍ଡା,…

Continue Readingରାଜ୍ୟ ସ୍ତରୀୟ ଜୁଡୋ ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାକୁ ୨ସ୍ଵର୍ଣ୍ଣ ସହ ୬ପଦକ

ବ୍ଲାଷ୍ଟ ଫର୍ଣ୍ଣେସରେ ଅଘଟଣ: ସମସ୍ତେ ସୁରକ୍ଷିତ ଅଛନ୍ତି, ଗୁଜବ ନ କରିବାକୁ ଜେଏସପିର ଅନୁରୋଧ

  ଅନୁଗୁଳ: ଆଜି ସନ୍ଧ୍ୟାରେ ଜେଏସପି ବ୍ଲାଷ୍ଟ ଫର୍ଣ୍ଣେସରେ ଏକ ଅଘଟଣ ଘଟିଛି। ଏହି ସମୟରେ କାର୍ଯ୍ୟରତ ଲୋକ ଏବଂ ଅନ୍ୟମାନଙ୍କ ସୁରକ୍ଷା ତଥା ସୁବିଧାକୁ ସୁନିଶ୍ଚିତ କରିବା ପାଇଁ ତୁରନ୍ତ ଜରୁରୀକାଳୀନ ପ୍ରୋଟୋକଲ ଗୁଡିକ କାର୍ଯ୍ୟକାରୀ କରାଯାଇଛି।ଏହି ଦୁର୍ଘଟଣାରେ କେହି…

Continue Readingବ୍ଲାଷ୍ଟ ଫର୍ଣ୍ଣେସରେ ଅଘଟଣ: ସମସ୍ତେ ସୁରକ୍ଷିତ ଅଛନ୍ତି, ଗୁଜବ ନ କରିବାକୁ ଜେଏସପିର ଅନୁରୋଧ

ଜନ୍ମ କଲା ବାପା ପାଖେ ବି ଅସୁରକ୍ଷିତ ଝିଅ! ବଢ଼ିଲା ଝିଅକୁ ଅସଦାଚରଣ କରି ବାପା ଗିରଫ

ଅନୁଗୁଳ: ନିଜ ଜନ୍ମ କଲା ଝିଅକୁ ଅସଦାଚରଣ କଲା ବାପା। ଝିଅଟି ପାଇଁ ଦୁନିଆର ସବୁଠୁ ସୁରକ୍ଷିତ କୁହାଯାଉଥିବା ପୁରୁଷ ପାଲଟିଗଲା ତା ନିଜ ପାଇଁ ଅସୁର। ଯେଉଁ ବାପା ଝିଅକୁ ସୁରକ୍ଷା ଦେବା କଥା, ଅନ୍ୟ ଖରାପ ନଜରରୁ ଛୁଆକୁ…

Continue Readingଜନ୍ମ କଲା ବାପା ପାଖେ ବି ଅସୁରକ୍ଷିତ ଝିଅ! ବଢ଼ିଲା ଝିଅକୁ ଅସଦାଚରଣ କରି ବାପା ଗିରଫ