ଦୁର୍ଘଟଣାରେ ଛାତ୍ରଙ୍କ ମୃତ୍ୟୁ, କଲେଜର ଅବହେଳାକୁ ନେଇ ଅଭିଯୋଗ କଲେ ପରିବାର ଲୋକ

ଅନୁଗୁଳ: ଅଜଣା ଗାଡ଼ି ଧକ୍କାରେ କଲେଜ ଛାତ୍ରଙ୍କ ମୃତ୍ୟୁ। ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସରରେ ଏହି ଅଘଟଣ ଘଟିଛି। ଏଠାରେ ଥିବା ଓଁ ବିଦ୍ୟା ଭାରତୀ ଆବାସିକ ମହାବିଦ୍ୟାଳୟର ଜଣେ ଛାତ୍ରଙ୍କର ଅଜଣା ଗାଡି ଧକ୍କାରେ ମୃତ୍ୟୁ ହୋଇଛି…

Continue Readingଦୁର୍ଘଟଣାରେ ଛାତ୍ରଙ୍କ ମୃତ୍ୟୁ, କଲେଜର ଅବହେଳାକୁ ନେଇ ଅଭିଯୋଗ କଲେ ପରିବାର ଲୋକ

ସ୍କୁଲ ହଷ୍ଟେଲରୁ ଛାତ୍ର ନିଖୋଜ ଘଟଣା, ଅନୁଗୁଳ ହସ୍ପିଟାଲରୁ ଉଦ୍ଧାର

ଅନୁଗୁଳ: ଅନୁଗୁଳ ହେମସୁରପଡ଼ାସ୍ଥିତ ଶ୍ରୀ ବିନାୟକ ଆବାସିକ ବିଦ୍ୟାପୀଠର ଜଣେ ଛାତ୍ର ଆଜି ହଷ୍ଟେଲରୁ ନିଖୋଜ ହୋଇଯାଇଥିବା ବେଳେ କିଛି ଘଣ୍ଟା ପରେ ତାର ପତ୍ତା ମିଳିଛି। ସୂଚନା ମୁତାବକ, ବିଦ୍ୟାପୀଠର ଜଣେ ୧୩ ବର୍ଷର ଛାତ୍ର ହଷ୍ଟେଲରୁ ହଠାତ୍ ନିଖୋଜ…

Continue Readingସ୍କୁଲ ହଷ୍ଟେଲରୁ ଛାତ୍ର ନିଖୋଜ ଘଟଣା, ଅନୁଗୁଳ ହସ୍ପିଟାଲରୁ ଉଦ୍ଧାର

ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ହେଲେ ଗୃହ ବିଭାଗ ସ୍ଥାୟୀ କମିଟି ସଦସ୍ୟ

  ତାଳଚେର: ବିଧାନସଭାର ୧ନଂ ସ୍ଥାଇ କମିଟି ଗୃହ, ଆଇନ୍, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ସଦସ୍ୟ ହେଲେ ପାଳଲହଡ଼ା ମାନ୍ୟବର ବିଧାୟକ ଅଶୋକ ମହାନ୍ତି। ରାଜ୍ଯର ବରିଷ୍ଠ ନେତୃବୃନ୍ଦ ଏହାର ସଦସ୍ୟ ହୋଇ ଥିଲା ବେଳେ ସ୍ଥାଇ…

Continue Readingପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ହେଲେ ଗୃହ ବିଭାଗ ସ୍ଥାୟୀ କମିଟି ସଦସ୍ୟ

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ବିଧାୟକ: ବୁଝିଲେ ରୋଗୀଙ୍କ ସୁବିଧା ଅସୁବିଧା

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ବୈଠକରେ ଯୋଗ ଦେଇ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ହସ୍ପିଟାଲର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ନେଇ ଆଲୋଚନା କରିଥିଲେ। ଏ ଅବସରରେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଡା. ଶିବାନନ୍ଦ…

Continue Readingଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ବିଧାୟକ: ବୁଝିଲେ ରୋଗୀଙ୍କ ସୁବିଧା ଅସୁବିଧା

ହୋଟେଲ ଅଇଁଠା ପଡ଼ିଆରେ ଫିଙ୍ଗିଲେ

  ଅନୁଗୁଳ: ବିଜୁ ମୈଦାନଠାରେ ଥିବା ତସ୍କ ହୋଟେଲର ବର୍ଜ୍ୟବସ୍ତୁ ଡ୍ରେନ ବାହାରେ ପଡିଥିବାର ଦେଖିବାକୁ ମିଳିଛି । ଉକ୍ତ ଡ୍ରେନ୍ ଟି ବିଜୁ ମୈଦାନ ଚତୁଃପାର୍ଶ୍ଵରେ ରହିଥିବା ବେଳେ ପଡିଆକୁ ଲୋକ ମାନେ ସକାଳ ବ୍ୟାୟାମ ପାଇଁ ଆସିଥାନ୍ତି ।…

Continue Readingହୋଟେଲ ଅଇଁଠା ପଡ଼ିଆରେ ଫିଙ୍ଗିଲେ

ବିଲ କାମ ଦେଖିବାକୁ ଯିବା ବେଳେ ଆକ୍ରମଣ କଲା ଭାଲୁ, ମହିଳା ଗୁରୁତର

ଅନୁଗୁଳ: କଣିହାଁ ବନାଞ୍ଚଳ ହରିଚନ୍ଦନପୁର ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ମହିଳା ହେଲେ ବାରି ସାହୁ (୭୮)। ସୂଚନା ମୁତାବକ, ସୋମବାର ବାରି ସାହୁ ଘର ନିକଟସ୍ଥ ଚାଷ ଜମିକୁ ଯାଇଥିଲେ। ଏହି ସମୟରେ ଏକ…

Continue Readingବିଲ କାମ ଦେଖିବାକୁ ଯିବା ବେଳେ ଆକ୍ରମଣ କଲା ଭାଲୁ, ମହିଳା ଗୁରୁତର

ଚକାଡୋଳା ବର୍ତ୍ତନ ଭଣ୍ଡାର ପକ୍ଷରୁ କାଉଡ଼ିଆଙ୍କୁ ପ୍ରସାଦ ବଣ୍ଟନ

ଅନୁଗୁଳ: ସୋମବାର ଦିନ ସ୍ଥାନୀୟ ଚକାଡୋଳା ବର୍ତ୍ତନ ଭଣ୍ଡାର ପକ୍ଷରୁ ୯ ନମ୍ୱର ୱାର୍ଡ ଏଚ୍‌ବି କ୍ଳବ୍‌ ବଣୀଆ ବାହାଳ ଠାରେ ଶିବ ମନ୍ଦିରକୁ ପାଣି ଢାଳିବା ପାଇଁ ଯାଉଥିବା ବୋଲବମ୍‌ କାଉଡ଼ିଆ ଭକ୍ତ ମାନଙ୍କୁ ଆତିଥ୍ୟ ପ୍ରଦାନ କରିଥିଲେ। ବର୍ତ୍ତନ…

Continue Readingଚକାଡୋଳା ବର୍ତ୍ତନ ଭଣ୍ଡାର ପକ୍ଷରୁ କାଉଡ଼ିଆଙ୍କୁ ପ୍ରସାଦ ବଣ୍ଟନ

ପରିବା କିଣିବା ବେଳେ ମାଡ଼ିଗଲା ଟ୍ରାକ୍ଟର, ଜଣେ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ଟାଉନ୍ ସିପ ଠାରେ ଏକ ଟ୍ରାକ୍ଟର ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ଡେରାବିଶ ଗ୍ରାମର ଦୁର୍ଗା ଚରଣ କାମିଲା (୪୯)। ଦୁର୍ଗା…

Continue Readingପରିବା କିଣିବା ବେଳେ ମାଡ଼ିଗଲା ଟ୍ରାକ୍ଟର, ଜଣେ ମୃତ

ଆମ ପ୍ରତିଭା ଆମ ସ୍ଵାଭିମାନ ଅନୁଷ୍ଠାନ ତରଫରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ

ଅନୁଗୁଳ: ଅନୁଗୁଳ ଆମ ପ୍ରତିଭା ଆମ ସ୍ଵାଭିମାନ ଅନୁଷ୍ଠାନ ତରଫରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ ହୋଇଛି। ଏ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନନ୍ଦିନୀ ଶତପଥୀଙ୍କ ଶ୍ରାଦ୍ଧ ବାର୍ଷିକୀ ମଧ୍ୟ ପାଳନ କରାଯାଇଛି। ଆମ ପ୍ରତିଭା ଆମ ସ୍ଵାଭିମାନର ଉପଦେଷ୍ଟା…

Continue Readingଆମ ପ୍ରତିଭା ଆମ ସ୍ଵାଭିମାନ ଅନୁଷ୍ଠାନ ତରଫରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ

ରାଜ୍ୟ ବଜେଟକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

ଅନୁଗୁଳ: ନିକଟରେ ଉପସ୍ଥାପିତ ହୋଇଥିବା ରାଜ୍ୟ ବଜେଟକୁ ନେଇ ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ସମ୍ମିଳନୀରେ ଢେ଼ଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି,ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି,ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା,ବରିଷ୍ଠ ବିଜେପି ନେତା…

Continue Readingରାଜ୍ୟ ବଜେଟକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ