ଗ୍ୟାରେଜ ଓ ଟେଣ୍ଟହାଉସରୁ ଲୁଟିନେଲେ ଲକ୍ଷାଧିକର ସାମଗ୍ରୀ
ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଲଙ୍ଗୁଳିଆବେଡା ଗାଁ ମୁଣ୍ଡରେ ଥିବା ଏକ ଗ୍ୟାରେଜ ଓ ଟେଣ୍ଟହାଉସରୁ ସୋମବାର ରାତିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଦୁର୍ବୃତ୍ତ ମାନେ ଚୋରୀ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ପ୍ରମୋଦ କୁମାର…