ସୂର୍-ତାଲ୍ ସେବା ଓ ସାଂସ୍କୃତିକ ଅନୁଷ୍ଠାନର ୨୪ ତମ ମହୋତ୍ସବ ଆରମ୍ଭ
ଅନୁଗୁଳ: ସୂର୍-ତାଲ୍ ସେବା ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ୨୪ ତମ ମହୋତ୍ସବ ଅନୁଗୁଳ ସଭାଘରଠାରେ ଶୁକ୍ରବାର ଉଦଘାଟିତ ହୋଇଯାଇଛି। ଆସନ୍ତା ୨୧ ତାରିଖ ଯାଏଁ ଏହି ମହୋତ୍ସବ ଚାଲିବ। ଓଡିଶୀ ଗୁରୁ ସୁଶ୍ରୀ ପୁଷ୍ପିତା ମିଶ୍ର , ଗୁରୁ ରତ୍ନପଦ୍ମା…
