ସାମାନ୍ୟ ବଚସାରୁ ତୁମୁଳକାଣ୍ଡ, ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଅନୁଗୁଳ: ବନ୍ତଳା ଥାନା ଅନ୍ତର୍ଗତ ପୁରୁଣାଗଡ଼ ମାଟିଆ ସାହିରେ ସାମାନ୍ୟ ବଚସାକୁ ନେଇ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ସୂଚନା ମୁତାବକ, ପୁରୁଣାଗଡ଼ ମାଟିଆ ସାହି ଗ୍ରାମର ଶରତ ନାଏକଙ୍କ ପୁଅ ମାନସ ନାଏକ(୩୨) ସେହି ଗ୍ରାମର ମାଗତା ନାଏକଙ୍କ…

Continue Readingସାମାନ୍ୟ ବଚସାରୁ ତୁମୁଳକାଣ୍ଡ, ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ପରିଚୟ ଦେଇଛି ଟେରାକୋଟା କାମ: ମାଗଣା ପ୍ରଶିକ୍ଷଣ ପରେ ଭଲ ରୋଜଗାର କରୁଛନ୍ତି କାଣ୍ଡସର କୁମ୍ଭାର ସାହିର ମହିଳା

ଅନୁଗୁଳ: ମାଟି ଆଉ ମଣିଷର ସମ୍ପର୍କ ବହୁତ ପୁରୁଣା। ଏଣୁ ଆଜି ବି ପ୍ରତିଟି ଘର କରଣା ସାମଗ୍ରୀରେ ମାଟି ବ୍ୟବହୃତ ହେଉଛି। ଏବେ ଭିନ୍ନ ପରିଚୟ ପାଇଛି ମାଟି। ନୂଆ ରୂପରେ ସଜେଇ ହୋଇଛି ମାଟି। ନାଁ ପାଇଛି ଟେରାକୋଟା।…

Continue Readingପରିଚୟ ଦେଇଛି ଟେରାକୋଟା କାମ: ମାଗଣା ପ୍ରଶିକ୍ଷଣ ପରେ ଭଲ ରୋଜଗାର କରୁଛନ୍ତି କାଣ୍ଡସର କୁମ୍ଭାର ସାହିର ମହିଳା
Read more about the article ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ପରାମର୍ଶ
Cyclone Idai heading towards Mozambique and Zimbabwe in 2019 - Elements of this image furnished by NASA

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ପରାମର୍ଶ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ୨୪ରେ ଅବପାତ ହେବ। ଏହା ବାତ୍ୟାର ରୂପ ନେବ କି ନ ନେବ ସେ ନେଇ ସ୍ପଷ୍ଟ ହୋଇନଥିବା ବେଳେ ଆଗୁଆ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ପରାମର୍ଶ ଦେଇଛନ୍ତି । ଏହି…

Continue Readingବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ପରାମର୍ଶ

ଅନୁଗୁଳ ବିଜେଡି ଲିଗାଲ ଫ୍ରଣ୍ଟର ଦ୍ଵିତୀୟ ବୈଠକ: ବିଜୁ ଜନତା ଦଳର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ୍

ଅନୁଗୁଳ: ଅନୁଗୁଳ ବିଜେଡି ଲିଗାଲ ଫ୍ରଣ୍ଟର ଦ୍ଵିତୀୟ ବୈଠକ ସ୍ଥାନୀୟ ଶାନ୍ତି ରେସିଡେନ୍ସି ହୋଟେଲରେ ଅନୁଷ୍ଠିତ ହୋଇଛି। ଅନୁଗୁଳ ବିଜେଡି ଲିଗାଲ ଫ୍ରଣ୍ଟର ସଭାପତି ତଥା ମୁଖ୍ୟ ସରକାରୀ ଓକିଲ ପରମାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକ ତଥା ବିଧାନସଭାର…

Continue Readingଅନୁଗୁଳ ବିଜେଡି ଲିଗାଲ ଫ୍ରଣ୍ଟର ଦ୍ଵିତୀୟ ବୈଠକ: ବିଜୁ ଜନତା ଦଳର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ୍

ସୌମ୍ୟରଂଜନ ବିଜେପିରୁ ଇସ୍ତଫା ଦେଲେ

ଅନୁଗୁଳ: ଅନୁଗୁଳ ଯୁବ ବିଜେପି ଟାଉନ୍ ସଭାପତି ସୌମ୍ୟ ରଞ୍ଜନ ସାହୁ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ଦଳର ଜିଲ୍ଲା ସଭାପତି ଡୀଲେଶ୍ୱର ପ୍ରଧାନଙ୍କୁ ପ୍ରଦାନ କରିଛନ୍ତି।ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଉଥିବା ପତ୍ରରେ ଜଣାଇଛନ୍ତି।…

Continue Readingସୌମ୍ୟରଂଜନ ବିଜେପିରୁ ଇସ୍ତଫା ଦେଲେ

କଦଳୀ ଖାଇବା ହେଲା କାଳ: ବିଦ୍ୟୁତ ତାର ଲାଗି ଦନ୍ତା ହାତୀର ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ରେଞ୍ଜ ଅନ୍ତର୍ଗତ ତଳଗଡ଼ ପଞ୍ଚାୟତର କନ୍ତମେଘ ଗ୍ରାମରେ ବିଦ୍ୟୁତ୍ ଆଘାତରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ବନ୍ତଳା ରେଞ୍ଜରଙ୍କ କହିବା ଅନୁଯାୟୀ, ସୋମବାର ସକାଳେ ଦନ୍ତା ହାତୀ ମରି ପଡିଥିବା ଖବର ତାଙ୍କ ପାଖକୁ…

Continue Readingକଦଳୀ ଖାଇବା ହେଲା କାଳ: ବିଦ୍ୟୁତ ତାର ଲାଗି ଦନ୍ତା ହାତୀର ମୃତ୍ୟୁ

ଅନୁଗୁଳ ବିଜୟ ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ବିଜେଡି ଉପରେ ବର୍ଷିବା ସହ ବିଜେପି ପାଇଁ ମାଗିଲେ ଭୋଟ

ଅନୁଗୁଳ: ଅନୁଗୁଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ଥାନୀୟ ନାଲକୋ ଷ୍ଟାଡିୟମ ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ମୋଦି ଯୋଗ ଦେଇ ଜଗନ୍ନାଥ ମନ୍ଦିର ସୁରକ୍ଷିତ ନାହିଁ ବୋଲି କହିଛନ୍ତି। ମୋଦି କହିଛନ୍ତି, ବିଜେପି ସରକାର ଆସିଲେ ମହାପ୍ରଭୁଙ୍କ ରତ୍ନ ଭଣ୍ଡାରର…

Continue Readingଅନୁଗୁଳ ବିଜୟ ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ବିଜେଡି ଉପରେ ବର୍ଷିବା ସହ ବିଜେପି ପାଇଁ ମାଗିଲେ ଭୋଟ

କ୍ୟାଟ ତରଫରୁ ମତଦାତା ସଚେତନତା କାର୍ଯ୍ୟକ୍ରମ, ସମସ୍ତେ ଭୋଟ ଦେବାକୁ କଲେ ଅପିଲ

ଅନୁଗୁଳ: କ୍ୟାଟ ତରଫରୁ ଜିଲ୍ଲାର ସମସ୍ତ ସାଂସ୍କୃତିକ, ସାମାଜିକ, ଧାର୍ମିକ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନଙ୍କ ସ‌ହ‌ଯୋଗରେ ଏକ ମତଦାତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଭା ଆରମ୍ଭରେ କ୍ୟାଟର ଅନୁଗୁଳ ଶାଖା ଚେୟାରମ୍ୟାନ ରାଜ କୁମାର ଶୁକ୍ଳା ସ୍ବାଗତ ଭାଷଣ ଦେଇଥିବା…

Continue Readingକ୍ୟାଟ ତରଫରୁ ମତଦାତା ସଚେତନତା କାର୍ଯ୍ୟକ୍ରମ, ସମସ୍ତେ ଭୋଟ ଦେବାକୁ କଲେ ଅପିଲ

ଆସନ୍ତାକାଲି ଅନୁଗୁଳ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଗସ୍ତ ପୂର୍ବରୁ ସ୍ଥିତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

  ଅନୁଗୁଳ: ଆସନ୍ତାକାଲି ଦିନ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଗୁଳ ଜିଲ୍ଲା ନାଲକୋ ଷ୍ଟାଡିୟମ ଠାରେ ଏକ ବିରାଟ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେବେ।ଏନେଇ ଆଜି ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମାବେଶ ସ୍ଥଳ ପରିଦର୍ଶନ କରିବା ସହ…

Continue Readingଆସନ୍ତାକାଲି ଅନୁଗୁଳ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଗସ୍ତ ପୂର୍ବରୁ ସ୍ଥିତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବନ୍ତଳା ଅଞ୍ଚଳରେ କଂଗ୍ରେସ ପ୍ରାର୍ଥୀ ଅମ୍ବିକା ଭଟ୍ଟଙ୍କ ବିଶାଳ ବାଇକ ରାଲି, ହାତ ଉପରେ ଭରସା କରିବାକୁ କଲେ ନିବେଦନ

ଅନୁଗୁଳ: ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଅମ୍ବିକା ପ୍ରସାଦ ଭଟ୍ଟ ଆଜି ପୂର୍ବାହ୍ନରେ ଏକ ବିଶାଳ ରାଲି କରି ପ୍ରଚାର କରିଛନ୍ତି। ସେ ସ୍ଥାନୀୟ ବେଡା ଛକଠାରୁ ଏକ ବିଶାଳ ବାଇକ ରାଲିରେ ବାହାରି ବନ୍ତଳା ଛକ ଦେଇ…

Continue Readingବନ୍ତଳା ଅଞ୍ଚଳରେ କଂଗ୍ରେସ ପ୍ରାର୍ଥୀ ଅମ୍ବିକା ଭଟ୍ଟଙ୍କ ବିଶାଳ ବାଇକ ରାଲି, ହାତ ଉପରେ ଭରସା କରିବାକୁ କଲେ ନିବେଦନ