ବିଷାକ୍ତ ଖାଦ୍ୟ ନେଲା ଜୀବନ! ବିବାହ ଭୋଜି ଖାଇ ଦୁଇ ମୃତ, ୮ ଅସୁସ୍ଥ

ତାଳଚେର: ତାଳଚେର ଟାଉନ ଥାନା ଅନ୍ତର୍ଗତ ବାଘୁଆବୋଲ ଗ୍ରାମରେ ବିବାହ ଭୋଜି ଖାଇ ଶନିବାର ଜଣେ ବୃଦ୍ଧା ଏବଂ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୮ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ସୂଚନା ମୁତାବକ, ଶନିବାର ଏକ ବିବାହ ଉତ୍ସବର…

Continue Readingବିଷାକ୍ତ ଖାଦ୍ୟ ନେଲା ଜୀବନ! ବିବାହ ଭୋଜି ଖାଇ ଦୁଇ ମୃତ, ୮ ଅସୁସ୍ଥ

ଅନୁଗୁଳରେ ବିଜେପିର ବିଧାନସଭାସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଆୟୋଜିତ, ଦଳକୁ ବିପୁଳ ଭୋଟ ଦେଇ ଜିତାଇବାକୁ ଆହ୍ୱାନ

ଅନୁଗୁଳ: ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ଚଣ୍ଡିଖମଣ ମନ୍ଦିର ପଡ଼ିଆରେ ଆଜି ବିଜେପି ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାନସଭାସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଛି। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ…

Continue Readingଅନୁଗୁଳରେ ବିଜେପିର ବିଧାନସଭାସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଆୟୋଜିତ, ଦଳକୁ ବିପୁଳ ଭୋଟ ଦେଇ ଜିତାଇବାକୁ ଆହ୍ୱାନ

ଥର୍ମାଲ ଡିଏଭି ସ୍କୁଲର ବାର୍ଷିକ ଉତ୍ସବ ପାଳିତ, କୃତି ଛାତ୍ରଛାତ୍ରୀ ପୁରସ୍କୃତ

ଅନୁଗୁଳ: ସ୍ଥାନୀୟ ଥର୍ମାଲ ଡିଏଭି ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଏନଟିପିସି / ଟିଟି ପିଏସର ନିର୍ଦ୍ଦେଶକ ଅଧିକାରୀ ଗୌତମ ଦେବ, ସମ୍ମାନିତ ଅତିଥି ଭାବରେ ଏନଟିପିସି ସାଗରିକା ମହିଳା ମଣ୍ଡଳର…

Continue Readingଥର୍ମାଲ ଡିଏଭି ସ୍କୁଲର ବାର୍ଷିକ ଉତ୍ସବ ପାଳିତ, କୃତି ଛାତ୍ରଛାତ୍ରୀ ପୁରସ୍କୃତ

ଲୋକଙ୍କ ପାଇଁ ଲଢ଼ୁଥିବା ନେତାଙ୍କୁ ଭୋଟ ଦିଅ: ଅନୁଗୁଳ ସ୍ୱାଭିମାନ ମଞ୍ଚ

ଅନୁଗୁଳ: ଅନୁଗୁଳ ଜିଲ୍ଲାବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଲୋକଙ୍କ ମୌଳିକ ସମସ୍ୟାକୁ ସମାଧାନ କରିବା ସହ ନିଜ ନିର୍ବାଚନମଣ୍ଡଳୀକୁ ଅଗ୍ରାଧିକାର ଦେବାକୁ ଦାବି କରିଛି ଅନୁଗୁଳ ସ୍ୱାଭିମାନ ମଞ୍ଚ। ଯିଏ ଅନୁଗୁଳ ଲୋକଙ୍କ ହିତ ସାଧନ କରିବ ସେହି ଭଳି ନେତାଙ୍କୁ…

Continue Readingଲୋକଙ୍କ ପାଇଁ ଲଢ଼ୁଥିବା ନେତାଙ୍କୁ ଭୋଟ ଦିଅ: ଅନୁଗୁଳ ସ୍ୱାଭିମାନ ମଞ୍ଚ

ଅବାଧ ନିର୍ବାଚନ ପାଇଁ ଟାଉନ୍ ଥାନା ପକ୍ଷରୁ ଅନୁଗୁଳରେ ଫ୍ଲାଗମାର୍ଚ୍ଚ

ଅନୁଗୁଳ: ଅନୁଗୁଳ ଟାଉନ୍ ପୋଲିସ ପକ୍ଷରୁ ରବିବାର ଫ୍ଲାଗମାର୍ଚ୍ଚ କରାଯାଇଛି। ଚଳିତ ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ଓ ଅବାଧ କରିବା ପାଇଁ ଆଜି ଅପରାହ୍ନରେ ଏହି ଫ୍ଲାଗମାର୍ଚ୍ଚ କରାଯାଇଥିଲା। ଏ ଅବସରରେ ଅନୁଗୁଳ ଅଞ୍ଚଳର ବିଭିନ୍ନ ଦୋକାନ ବଜାର, ହୋଟେଲ…

Continue Readingଅବାଧ ନିର୍ବାଚନ ପାଇଁ ଟାଉନ୍ ଥାନା ପକ୍ଷରୁ ଅନୁଗୁଳରେ ଫ୍ଲାଗମାର୍ଚ୍ଚ

ତାଳଚେର ଥର୍ମାଲ ଏନ.ଟି.ପି.ସି.ରେ ଗ୍ରାମୀଣ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ତାଳଚେର: ତାଳଚେର ଥର୍ମାଲ ଠାରେ ଏନ.ଟି.ପି.ସି. ତରଫରୁ ପାର୍ଶ୍ୱବର୍ତ୍ତୀ ଗ୍ରାମାଞ୍ଚଳର ଯୁବକଙ୍କୁ ନେଇ ଦୁଇଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି। ଟୁର୍ଣ୍ଣାମେଣ୍ଟରେ ସ୍ଥାନୀୟ ତଥା ଜିଲ୍ଲା ସ୍ତରରୁ ଖେଳାଳି ଯୋଗ ଦେଇ ପାରଦର୍ଶିତା ପ୍ରଦର୍ଶନ କରିଥିଲେ। କାର୍ଯ୍ୟକାରୀ ନିର୍ଦ୍ଦେଶକ ଗୌତମ ଦେବ…

Continue Readingତାଳଚେର ଥର୍ମାଲ ଏନ.ଟି.ପି.ସି.ରେ ଗ୍ରାମୀଣ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଭାଲୁଧରିସାହିରେ ମା’ ଏବଂ ପୁଅଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ସନ୍ଦେହ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ଗ୍ରାମର ଭାଲୁଧରିସାହିରେ ମା' ଏବଂ ପୁଅଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟିଛି। ଏହା ହତ୍ୟା ନା ଆତ୍ମହତ୍ଯା ସେ ନେଇ ସନ୍ଦେହ ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ ଭାଲୁଧରିସାହିର ମା'…

Continue Readingଭାଲୁଧରିସାହିରେ ମା’ ଏବଂ ପୁଅଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ସନ୍ଦେହ

ନିର୍ବାଚନ ପାଇଁ ‘ସ୍ବିପ୍’ ରଥ ଉଦଘାଟନ କଲେ ଅନୁଗୁଳ ଜିଲ୍ଲାପାଳ, ଭୋଟ ନେଇ ଲୋକଙ୍କୁ କରିବ ସଚେତନ

ଅନୁଗୁଳ: ସାଧାରଣ ନିର୍ବାଚନ -୨୦୨୪କୁ ଦୃଷ୍ଟିରେ ରଖି ଅନୁଗୁଳ ଜିଲ୍ଲାରେ ଭୋଟ୍ ଦାନର ପ୍ରତିଶତ ଅଧିକରୁ ଅଧିକ ବଢ଼ାଇବା ନିମନ୍ତେ ‘ସ୍ବିପ୍’(SVEEP-Systematic Voters Education and Electoral Participation) ରଥକୁ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଅବ୍ବାଲ୍ ଏମ୍ ଅଖତାର ସବୁଜ ପତାକା…

Continue Readingନିର୍ବାଚନ ପାଇଁ ‘ସ୍ବିପ୍’ ରଥ ଉଦଘାଟନ କଲେ ଅନୁଗୁଳ ଜିଲ୍ଲାପାଳ, ଭୋଟ ନେଇ ଲୋକଙ୍କୁ କରିବ ସଚେତନ

ସମ୍ବଲପୁର, ଢେଙ୍କାନାଳ ଲୋକସଭା ସମେତ ଅନୁଗୁଳ ଜିଲ୍ଲାର ୫ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ଏସ୍.ୟୁ.ସି.ଆଇ.(କମ୍ୟୁନିଷ୍ଟ)

ଅନୁଗୁଳ: ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ପକ୍ଷରୁ ଅନୁଗୁଳ ଜିଲ୍ଲାର ୫ଟି ବିଧାନସଭା ସହିତ ସମ୍ବଲପୁର, ଢେଙ୍କାନାଳ ଲୋକସଭା ପାଇଁ ଆଜି ପ୍ରାର୍ଥୀମାନଙ୍କ ନାମ ଘୋଷଣା କରାଯାଇଛି। ଏସ୍. ୟୁ. ସି. ଆଇ(କମ୍ୟୁନିଷ୍ଟ) କେନ୍ଦ୍ରୀୟ କମିଟିର ଅନୁମୋଦନକ୍ରମେ ଢେଙ୍କାନାଳ ଲୋକସଭା ପାଇଁ ବିଶିଷ୍ଟ ନାରୀନେତ୍ରୀ…

Continue Readingସମ୍ବଲପୁର, ଢେଙ୍କାନାଳ ଲୋକସଭା ସମେତ ଅନୁଗୁଳ ଜିଲ୍ଲାର ୫ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ଏସ୍.ୟୁ.ସି.ଆଇ.(କମ୍ୟୁନିଷ୍ଟ)

ନିର୍ବାଚନ ଆୟୋଗଙ୍କ କଟକଣା: ଏପ୍ରିଲ ୧୯ରୁ ଜୁନ୍ ୧ ଯାଏଁ ଏକଜିଟ୍ ପୋଲ ପ୍ରସାରଣ ଉପରେ ରୋକ୍

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ଏକଜିଟ ପୋଲ ଉପରେ ନିର୍ବାଚନ ଆୟୋଗଙ୍କ କଟକଣା। ଆସନ୍ତା ଏପ୍ରିଲ ୧୯ ତାରିଖରୁ ଏହି କଟକଣା ଲାଗୁ ହେବ। ଏକଜିଟ୍ ପୋଲ ଆୟୋଜନ, ପ୍ରକାଶନ ଓ ପ୍ରସାରଣ ଉପରେ ରୋକ ଲଗାଇଛନ୍ତି ଇସିଆଇ। ଏନେଇ ଶୁକ୍ରବାର ଏକ…

Continue Readingନିର୍ବାଚନ ଆୟୋଗଙ୍କ କଟକଣା: ଏପ୍ରିଲ ୧୯ରୁ ଜୁନ୍ ୧ ଯାଏଁ ଏକଜିଟ୍ ପୋଲ ପ୍ରସାରଣ ଉପରେ ରୋକ୍