ଅନୁଗୁଳ ପୋଲିସକୁ ବଡ଼ ସଫଳତା: ୭ ଜଣିଆ ବାଇକ ଚୋର ଗ୍ୟାଙ୍ଗକୁ କଲା ଗିରଫ, ୬ ଗାଡ଼ି ଉଦ୍ଧାର

ଅନୁଗୁଳ: ଅନୁଗୁଳ ପୋଲିସକୁ ବଡ଼ ସଫଳତା। ମୋଟର ସାଇକେଲ ଚୋରି କରୁଥିବା ୭ ଅଭିଯୁକ୍ତକୁ ଗିରଫ କରିଛି ଅନୁଗୁଳ ପୋଲିସ। ସେମାନେ ହେଲେ ବଲାଙ୍ଗୀରର ଟୁଟୁ ନାୟକ, ଅନୁଗୁଳର ରାଜକିଶୋର ଭୋଇ, ବରୁଣ ବାରିକ, ଜିତେନ୍ଦ୍ର ପ୍ରଧାନ,ସୁକାନ୍ତ ଭୋଇ, ଟୁକୁନା ମଲ୍ଲିକ…

Continue Readingଅନୁଗୁଳ ପୋଲିସକୁ ବଡ଼ ସଫଳତା: ୭ ଜଣିଆ ବାଇକ ଚୋର ଗ୍ୟାଙ୍ଗକୁ କଲା ଗିରଫ, ୬ ଗାଡ଼ି ଉଦ୍ଧାର

ମଦ ପିଇ ଗାଡ଼ି ଚଳାଉଥିବା ଲକ୍ଷ୍ମୀ ବସ ଡ୍ରାଇଭରକୁ ଅଟକ ରଖିଲେ ସ୍ଥାନୀୟ ଲୋକ

ଅନୁଗୁଳ: ମଦ ପିଇ ଗାଡ଼ି ଚଳାଉଥିବା ଲକ୍ଷ୍ମୀ ବସ ଡ୍ରାଇଭରକୁ ଅନୁଗୁଳ ଜିଲ୍ଲା ଡାବରଧୁଆଁ ଛକ ଠାରେ ଅଟକ ରଖିଛି ପୋଲିସ। ସୂଚନାଯୋଗ୍ୟ, ଅନୁଗୁଳ ଅଞ୍ଚଳରୁ ବଡ଼କେରଜାଙ୍ଗ ଆଡ଼କୁ ଲୋକଙ୍କୁ ନେଇ ଲକ୍ଷ୍ମୀ ବସ ଯାଉଥିଲା। ସେଠାରେ ବେପାରୁଆ ଗାଡି ଚାଳନା…

Continue Readingମଦ ପିଇ ଗାଡ଼ି ଚଳାଉଥିବା ଲକ୍ଷ୍ମୀ ବସ ଡ୍ରାଇଭରକୁ ଅଟକ ରଖିଲେ ସ୍ଥାନୀୟ ଲୋକ

ମା’ ବାସନ୍ତୀ ଦୁର୍ଗା ପୂଜା ନିମନ୍ତେ ମାଟି ଅନୁକୂଳ

ଅନୁଗୁଳ: ଆସନ୍ତା ଅପ୍ରେଲ ୧୪ ତାରିଖ ଷଷ୍ଠୀ ଠାରୁ ଆରମ୍ଭ ହେବାକୁ ଥିବା ଅମଲା ପଡ଼ା ମା' ବାସନ୍ତୀ ଦୁର୍ଗା ପୂଜା ଉପଲକ୍ଷେ ମୂର୍ତ୍ତି ନିର୍ମାଣ ନିମନ୍ତେ ମାଟି ଅନୁକୂଳ ହୋଇଯାଇଛି। ଏଥିନିମନ୍ତେ ପାରମ୍ପରିକ ମାଟି ପୂଜାର ଶୁଭାରମ୍ଭ କରାଯାଇଥିଲା। ପୂଜାରେ…

Continue Readingମା’ ବାସନ୍ତୀ ଦୁର୍ଗା ପୂଜା ନିମନ୍ତେ ମାଟି ଅନୁକୂଳ

ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ “ବିଶ୍ଵ ଯକ୍ଷ୍ମା ଦିବସ” ପାଳିତ: ୨୦୨୫ ସୁଦ୍ଧା ଜିଲ୍ଲାକୁ ଯକ୍ଷ୍ମା ମୁକ୍ତ କରିବାକୁ ପରାମର୍ଶ

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ "ବିଶ୍ଵ ଯକ୍ଷ୍ମା ଦିବସ" ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ଵ ବିହାରୀ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯକ୍ଷ୍ମା ରୋଗର କାରଣ, ନିଦାନ ଓ ନିରାକରଣ…

Continue Readingଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ “ବିଶ୍ଵ ଯକ୍ଷ୍ମା ଦିବସ” ପାଳିତ: ୨୦୨୫ ସୁଦ୍ଧା ଜିଲ୍ଲାକୁ ଯକ୍ଷ୍ମା ମୁକ୍ତ କରିବାକୁ ପରାମର୍ଶ

ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତାଳଚେର ଗସ୍ତ, ମା’ ହିଙ୍ଗୁଳାଙ୍କୁ କରିବେ ଦର୍ଶନ

ଅନୁଗୁଳ/ତାଳଚେର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ମାର୍ଚ୍ଚ ୨୫ ସୋମବାର ଦିନ ଅନୁଗୁଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି। ସୋମବାର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦିନ ୧୨ ଟାରେ ତାଳଚେର ଗୋପାଳ ପ୍ରସାଦ ସ୍ଥିତ ଜଗତ ଜନନୀ ମା' ହିଙ୍ଗୁଳା ଠାକୁରାଣୀଙ୍କ ମନ୍ଦିରରେ…

Continue Readingଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତାଳଚେର ଗସ୍ତ, ମା’ ହିଙ୍ଗୁଳାଙ୍କୁ କରିବେ ଦର୍ଶନ

ଜଳ ଓ ପରିମଳକୁ ଗୁରୁତ୍ୱ: ଭେସୁଭିୟସ ଇଣ୍ଡିଆ ଲିମିଟେଡ ପକ୍ଷରୁ ଖଲାରୀ ଉଚ୍ଚ ବିଦ୍ୟାଳୟରେ ବାୟୋ ଟଏଲେଟର ଶୁଭାରମ୍ଭ

ଅନୁଗୁଳ: ଅନୁଗୁଳ ଭେସୁଭିୟସ ଇଣ୍ଡିଆ ଲିମିଟେଡ ତରଫରୁ ଖଲାରୀ ଉଚ୍ଚ ବିଦ୍ୟାଳୟରେ ବାୟୋ ଟଏଲେଟ ପ୍ରଦାନ କରାଯାଇଛି। ଭେସୁଭିୟସ ଲିମିଟେଡ ୨୦୨୨ ମସିହାରୁ ଇତି ମଧ୍ୟରେ ୫୪୦୦ ଟି ବିଦ୍ୟାଳୟରେ ଜଳ ଓ ପରିମଳ କାର୍ଯ୍ୟକ୍ରମ କରିସାରିଛନ୍ତି। ଏହି କାର୍ଯ୍ୟକ୍ରମ ଯୋଗୁ…

Continue Readingଜଳ ଓ ପରିମଳକୁ ଗୁରୁତ୍ୱ: ଭେସୁଭିୟସ ଇଣ୍ଡିଆ ଲିମିଟେଡ ପକ୍ଷରୁ ଖଲାରୀ ଉଚ୍ଚ ବିଦ୍ୟାଳୟରେ ବାୟୋ ଟଏଲେଟର ଶୁଭାରମ୍ଭ

ଜଗନ୍ନାଥ କଳା କେନ୍ଦ୍ରରେ ରକ୍ତଦାନ ଶିବିର, ୯୦ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଜଗନ୍ନାଥ କଳା କେନ୍ଦ୍ରରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଶିବିରରେ ୯୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ସୂଚନାଯୋଗ୍ୟ ଯେ, ଜୀବନ ସାଥୀ ଫାଉଣ୍ଡେସନ ପକ୍ଷରୁ ଆଜି ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।…

Continue Readingଜଗନ୍ନାଥ କଳା କେନ୍ଦ୍ରରେ ରକ୍ତଦାନ ଶିବିର, ୯୦ ୟୁନିଟ ରକ୍ତ ସଂଗୃହୀତ

ଲକ୍ଷ୍ମୀ ହୋଣ୍ଡାରେ ସାଇନ୍ ୧୦୦ ର ଗ୍ରାହକ ସମାବେଶ ଏବଂ ମାଇଲେଜ୍ ପ୍ରତିଯୋଗିତା ଆୟୋଜିତ

ଅନୁଗୁଳ: ଅନୁଗୁଳସ୍ଥିତ ହୋଣ୍ଡା ମଟରସାଇକେଲ ଓ ସ୍କୁଟର ଇଣ୍ଡିଆର ଅଧିକୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡା ଠାରେ ସାଇନ୍ ୧୦୦ (Shine 100) ର ଗ୍ରାହକ ସମାବେଶ ଅନୁଷ୍ଠିତ ହୋଇଛି। ଏହି ସମାବେଶରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରୁ ସାଇନ୍ ୧୦୦ କିଣିଥିବା ଗ୍ରାହକ…

Continue Readingଲକ୍ଷ୍ମୀ ହୋଣ୍ଡାରେ ସାଇନ୍ ୧୦୦ ର ଗ୍ରାହକ ସମାବେଶ ଏବଂ ମାଇଲେଜ୍ ପ୍ରତିଯୋଗିତା ଆୟୋଜିତ

ଜିଲ୍ଲା ଏଡସ ନିୟନ୍ତ୍ରଣ କମିଟି ବୈଠକ, ଏଚ୍ଆଇଭି ଆକ୍ରାନ୍ତଙ୍କୁ ଯୋଗାଇ ଦିଆଯାଉଥ‌ିବା ବିଭିନ୍ନ ସେବା ଗୁଡ଼ିକର ସମୀକ୍ଷା କଲେ ମୁଖ୍ୟ ଚିକିତ୍ସାଧିକାରୀ

ଅନୁଗୁଳ: ଆଜି ଅପରାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ତାଲିମ କେନ୍ଦ୍ରଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଶ୍ବବିହାରୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଏଡସ ନିୟନ୍ତ୍ରଣ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଲାର ଏଚ୍ଆଇଭି ଆକ୍ରାନ୍ତଙ୍କୁ ଯୋଗାଇ ଦିଆଯାଉଥ‌ିବା ବିଭିନ୍ନ…

Continue Readingଜିଲ୍ଲା ଏଡସ ନିୟନ୍ତ୍ରଣ କମିଟି ବୈଠକ, ଏଚ୍ଆଇଭି ଆକ୍ରାନ୍ତଙ୍କୁ ଯୋଗାଇ ଦିଆଯାଉଥ‌ିବା ବିଭିନ୍ନ ସେବା ଗୁଡ଼ିକର ସମୀକ୍ଷା କଲେ ମୁଖ୍ୟ ଚିକିତ୍ସାଧିକାରୀ

ଡା.ଦାମୋଦର ରାଉତଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନୁଗୁଳ ବିଜେପିର ଶୋକ

ଅନୁଗୁଳ: ଓଡ଼ିଶା ରାଜନୀତିର ପ୍ରଭାବଶାଳୀ ନେତା ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଶୋକ ବାର୍ତ୍ତାରେ କହିଛନ୍ତି, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମୋଦର ରାଉତଙ୍କ ବିୟୋଗ…

Continue Readingଡା.ଦାମୋଦର ରାଉତଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନୁଗୁଳ ବିଜେପିର ଶୋକ