ଆସନ୍ତାକାଲିଠାରୁ ମୋଦି ପରିବାର ତରଫରୁ ଆୟୋଜିତ ହେଉଛି ଭାଗବତ ସପ୍ତାହ, ଯୋଗ ଦେବାକୁ ସମସ୍ତଙ୍କୁ ଅନୁରୋଧ

ଅନୁଗୁଳ: ମୋଦି ପରିବାର ଅନୁଗୁଳ, ତାଳଚେର ଓ କଟକ ତରଫରୁ ସ୍ଥାନୀୟ ଅନୁଗୁଳ ସଭାଘର ଠାରେ ଭାଗବତ ସପ୍ତାହ ଆୟୋଜିତ ହୋଇଛି। ସପ୍ତାହେ ଧରି ଏହି କାର୍ଯ୍ୟକ୍ରମ ଜାରି ରହିବ। ଭାଗବତ ପ୍ରବଚନ ସେପ୍ଟେମ୍ବର ୧୬ ରୁ ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ…

Continue Readingଆସନ୍ତାକାଲିଠାରୁ ମୋଦି ପରିବାର ତରଫରୁ ଆୟୋଜିତ ହେଉଛି ଭାଗବତ ସପ୍ତାହ, ଯୋଗ ଦେବାକୁ ସମସ୍ତଙ୍କୁ ଅନୁରୋଧ

ବିଜୁ ଯୁବ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର, ୪୫ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ଆଜି ସ୍ଥାନୀୟ ବଅଁରପାଳ ବ୍ଲକ କୁକୁଡାଙ୍ଗ ପଞ୍ଚାୟତ ରକାସିଂହା ଗ୍ରାମରେ ବିଜୁ ଯୁବ ଜନତା ଦଳ ଓ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଶିବିରରେ ୪୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା, ବସୁଧାର ଉପଦେଷ୍ଟା…

Continue Readingବିଜୁ ଯୁବ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର, ୪୫ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳରେ କଳା ପଲସର ଆତଙ୍କ: ମାରଣାସ୍ତ୍ର ଦେଖାଇ ମହିଳାଙ୍କଠାରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା

ମହୀଧରପୁର: ଅନୁଗୁଳରେ କଳା ପଲସର ଆତଙ୍କ। ମାରଣାସ୍ତ୍ର ଦେଖାଇ ଦିନ ଦ୍ୱିପ୍ରହରରେ ମହିଳାଙ୍କଠାରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା। ଗୁରୁବାର ସ୍ଥାନୀୟ ବଅଁରପାଳ ଥାନା ତଳମୂଳ ଫୁଲପଡା ରାସ୍ତାରେ ମଧ୍ୟାହ୍ନରେ ଜଣେ ମହିଳା ଫାଇନାନ୍ସ କର୍ମଚାରୀ ଟଙ୍କା ଧରି ନିଜ ସ୍କୁଟି ଯୋଗେ…

Continue Readingଅନୁଗୁଳରେ କଳା ପଲସର ଆତଙ୍କ: ମାରଣାସ୍ତ୍ର ଦେଖାଇ ମହିଳାଙ୍କଠାରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା

ବଇଣ୍ଡା କଲେଜରେ ଶ୍ରମ ଦାନ ଦିବସ ପାଳିତ: କଲେଜ ପରିସରକୁ ସଫା କରିବା ସହ ବୃକ୍ଷରୋପଣ କଲେ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଇଣ୍ଡା ଜନତା ମହାବିଦ୍ୟାଳୟରେ ଆଜି ଛାତ୍ରଛାତ୍ରୀମାନଙ୍କୁ ନେଇ ମହାବିଦ୍ୟାଳୟ ପରିସରରେ ଶ୍ରମ ଦାନ ଦିବସ ଆୟୋଜିତ ହୋଇଛି। ମହାବିଦ୍ୟାଳୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ମିଳିଥିବା ୨୫ ଲକ୍ଷ ଟଙ୍କା ମହାବିଦ୍ୟାଳୟର ବିକାଶରେ ସାହାଯ୍ୟ କରିବ…

Continue Readingବଇଣ୍ଡା କଲେଜରେ ଶ୍ରମ ଦାନ ଦିବସ ପାଳିତ: କଲେଜ ପରିସରକୁ ସଫା କରିବା ସହ ବୃକ୍ଷରୋପଣ କଲେ ଛାତ୍ରଛାତ୍ରୀ

ତୁରଙ୍ଗ ଛକରୁ ଦୁଇ ସନ୍ଦିଗ୍ଧ ଯୁବକଙ୍କୁ ଧରିଲା ପୋଲିସ ସ୍ପେଶାଲ ସ୍କ୍ୱାର୍ଡ, ବ୍ରାଉନ ସୁଗାର ବେପାର ସମ୍ପୃକ୍ତି ସନ୍ଦେହ

ଅନୁଗୁଳ/ ନାଲକୋନଗର: ସ୍ଥାନୀୟ ତୁରଙ୍ଗ ସ୍କୁଲ ସାହି ଅଞ୍ଚଳରେ ଦୁଇ ସନ୍ଦିଗ୍ଧ ଯୁବକଙ୍କୁ ପୋଲିସ ସ୍ପେଶାଲ ସ୍କ୍ବାର୍ଡକୁ ହସ୍ତାନ୍ତର କରିଛନ୍ତି ସ୍ଥାନୀୟ ଲୋକେ। ଏକ ଅଟୋରେ ତିନି ଜଣ ଅଜଣା ଯୁବକଙ୍କୁ ଦେଖି ସ୍ଥାନୀୟ ଲୋକେ ସନ୍ଦେହରେ ପଚରାଉଚରା କରିଥିଲେ। କିନ୍ତୁ…

Continue Readingତୁରଙ୍ଗ ଛକରୁ ଦୁଇ ସନ୍ଦିଗ୍ଧ ଯୁବକଙ୍କୁ ଧରିଲା ପୋଲିସ ସ୍ପେଶାଲ ସ୍କ୍ୱାର୍ଡ, ବ୍ରାଉନ ସୁଗାର ବେପାର ସମ୍ପୃକ୍ତି ସନ୍ଦେହ

ଦୁର୍ଗା ପୂଜା ପାଇଁ ଅମଲାପଡ଼ା ଦୁର୍ଗାପୂଜା ସମିତିର ପ୍ରସ୍ତୁତି: ଚୟନିତ ହେଲେ ନୂତନ କର୍ମକର୍ତ୍ତା

ଅନୁଗୁଳ: ଅନୁଗୁଳସ୍ଥିତ ଅମଲାପଡ଼ା ଦୁର୍ଗା ପୂଜା ସମିତି ପକ୍ଷରୁ ଆସନ୍ତା ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିତ ବର୍ଷ ମା’ଙ୍କ ପୂଜାକୁ ଧୁମ୍‌ଧାମ୍‌ରେ ପାଳନ କରିବାକୁ ଏ ଅବସରରେ ନିଷ୍ପତ୍ତି ହୋଇଛି। ପ୍ରସ୍ତୁତି ବୈଠକରେ ନୂତନ କର୍ମକର୍ତ୍ତା ଚୟନ…

Continue Readingଦୁର୍ଗା ପୂଜା ପାଇଁ ଅମଲାପଡ଼ା ଦୁର୍ଗାପୂଜା ସମିତିର ପ୍ରସ୍ତୁତି: ଚୟନିତ ହେଲେ ନୂତନ କର୍ମକର୍ତ୍ତା

ପୁରୁଣାକୋଟ ପଞ୍ଚାୟତରେ ବିଜେପିର ବିକ୍ଷୋଭ

ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ ପୁରୁଣାକୋଟ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ରାଜ୍ୟ ସରକାରଙ୍କର ଦୁର୍ନୀତି, ଭ୍ରଷ୍ଟାଚାର ଶାସନ, ବ୍ୟାପକ ପିସି କାରବାର ପ୍ରତିବାଦରେ ସାତକୋଶିଆ ମଣ୍ଡଳ ବିଜେପି ସଭାପତି ଅନନ୍ତ ବାସୁଦେବ ମହାନ୍ତିଙ୍କ…

Continue Readingପୁରୁଣାକୋଟ ପଞ୍ଚାୟତରେ ବିଜେପିର ବିକ୍ଷୋଭ

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି ! ଏଥରକ ବି ହେବନି ଛାତ୍ର ସଂସଦ ନିର୍ବାଚନ

ଅନୁଗୁଳ/ଭୁବନେଶ୍ୱର: ପୂର୍ବ ବର୍ଷମାନଙ୍କ ଭଳି ଏଥର ବି ହେବନି ଛାତ୍ର ସଂସଦ ନିର୍ବାଚନ। କ୍ୟାମ୍ପସରେ ଇଲେକ୍ସନ ନ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ବାର୍ଷିକ ଶିକ୍ଷା କ୍ୟାଲେଣ୍ଡରରେ ଉଲ୍ଲେଖ ରହିଛି। ଚଳିତ ବର୍ଷ କଲେଜ, ବିଶ୍ବବିଦ୍ୟାଳୟରେ ନିର୍ବାଚନ ନ କରିବାକୁ ରାଜ୍ୟ…

Continue Readingରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି ! ଏଥରକ ବି ହେବନି ଛାତ୍ର ସଂସଦ ନିର୍ବାଚନ

ପିତା-ମାତା ସହଭାଗିତା ବୈଠକ

ବଇଣ୍ଡା: ସରକାର ଶିକ୍ଷାର ପ୍ରଗତି ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସେ ଗୁଡିକ କିଭଳି ଛାତ୍ରୀଛାତ୍ରଙ୍କ ପାଖରେ ପହଞ୍ଚିବ ସେ ନେଇ ଅଭିଭାବକ ଓ ଶିକ୍ଷକ ମାନେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। ସେମାନଙ୍କର ସମନ୍ବୟ ରହିଲେ ଶିକ୍ଷାର ଉନ୍ନତି…

Continue Readingପିତା-ମାତା ସହଭାଗିତା ବୈଠକ

ଦୁଇଟି ପୃଥକ ଚୋରି ଘଟଣା, ୨ ଜଣଙ୍କୁ ଗିରଫ କଲା ନାଲକୋନଗର ପୋଲିସ

ଅନୁଗୁଳ: ନାଲକୋ ନଗର ପୋଲିସ ପୃଥକ ପୃଥକ ଦୁଇଟି ଚୋରି ଘଟଣାରେ ଆଜି ଦୁଇ ଜଣକୁ ଗିରଫ କରିଛି। ସୂଚନା ମୁତାବକ, ନାଲକୋ ନଗର ଡିପିଏସରୁ ଗତ ବର୍ଷ ଡିସେମ୍ବର ମାସରେ ସ୍ଲିପ୍ଟଏସିର ଆଉଟର ମେସିନ ଏବଂ ତମ୍ବା ପାଇପ ଚୋରି…

Continue Readingଦୁଇଟି ପୃଥକ ଚୋରି ଘଟଣା, ୨ ଜଣଙ୍କୁ ଗିରଫ କଲା ନାଲକୋନଗର ପୋଲିସ