‘ମନ୍ଦରଗିରି ନେଚର ୱାକ’ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୁବପିଢ଼ିଙ୍କ ମଧ୍ୟରେ ପରିବେଶ ସଚେତନତା ପ୍ରସାର

ଅନୁଗିଳ: ସାମାଜିକ ଅନୁଷ୍ଠାନ "ସାଥୀ ପରିବାର" ପକ୍ଷରୁ "ମନ୍ଦରଗିରି ନେଚର ୱାକ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ସିଦ୍ଧାର୍ଥ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଅନୁଷ୍ଠାନର ପରାମର୍ଶଦାତା ସୁଶାନ୍ତ ତ୍ରିପାଠୀ, ଆର୍ଯ୍ୟଭଟ୍ଟ ଶିକ୍ଷାନୁଷ୍ଠାନର ଅଧ୍ୟାପିକା ସ୍ୱପ୍ନା ମଂଜରୀ, ପ୍ରକୃତି…

Continue Reading‘ମନ୍ଦରଗିରି ନେଚର ୱାକ’ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୁବପିଢ଼ିଙ୍କ ମଧ୍ୟରେ ପରିବେଶ ସଚେତନତା ପ୍ରସାର

ଜାତୀୟ କ୍ୟୁରୋଗି ଓ ପୁମ୍‌ସେ ଚାମ୍ପିଅନସିପ୍‌: ତାଳଚେରର ରାଜଶ୍ରୀ ନାୟକଙ୍କ କାଂସ୍ୟ ପଦକ ଜୟ

ତାଳଚେର: ଉତ୍ତରପ୍ରଦେଶର ବରେଲିରେ ଅନୁଷ୍ଠିତ ୪୧ତମ ବରିଷ୍ଠ ଏବଂ ଅଷ୍ଟମ କ୍ୟାଡେଟ କ୍ୟୁରୋଗି ଓ ପୁମ୍‌ସେ ଚାମ୍ପିଅନସିପ୍‌ରେ ତାଳଚେରର ରାଜଶ୍ରୀ ନାୟକ ବ୍ରୋଞ୍ଜ ପଦକ ଜିତି ରାଜ୍ୟ ଏବଂ ଅନୁଗୁଳ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଦେଶର…

Continue Readingଜାତୀୟ କ୍ୟୁରୋଗି ଓ ପୁମ୍‌ସେ ଚାମ୍ପିଅନସିପ୍‌: ତାଳଚେରର ରାଜଶ୍ରୀ ନାୟକଙ୍କ କାଂସ୍ୟ ପଦକ ଜୟ

ରୋଗୀଙ୍କ ପାଇଁ ଖୁସି ଖବର: ରାଜ୍ୟରେ ଗଡିବ ଆଉ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ

ଭୁବନେଶ୍ୱର,୩୦/୧୧: ରାଜ୍ୟର ରୋଗୀମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ନୂଆବର୍ଷ ପୂର୍ବରୁ ରାଜ୍ୟରେ ଆଉ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ ଗଡିବାର ଯୋଜନା ରହିଛି। ଏହି ଆମ୍ବୁଲାନ୍ସଗୁଡ଼ିକ ଆସି ସାରିଛି ଏବଂ ଏବେ ଏଗୁଡ଼ିକର ବ୍ରାଣ୍ଡିଂ ଚାଲିଛି ବୋଲି ଜଣାପଡ଼ିଛି।…

Continue Readingରୋଗୀଙ୍କ ପାଇଁ ଖୁସି ଖବର: ରାଜ୍ୟରେ ଗଡିବ ଆଉ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ

ଅଜଣା ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ, ରାସ୍ତା ଅବରୋଧ

ପାଳଲହଡା: ରବିବାର ସନ୍ଧ୍ୟାରେ ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ୪୯ ନମ୍ବର  ଜାତୀୟ ରାଜପଥ କାଇଁଶିରିପାଲି ଛକ ନିକଟରେ ଏକ ଅଜଣା ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସ୍ଥାନୀୟ ସାମନ୍ତ ସାହିର ରଞ୍ଜନ କୁମାର…

Continue Readingଅଜଣା ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ, ରାସ୍ତା ଅବରୋଧ

ଅନୁଗୁଳରେ ଓଡ଼ିଶା ଏକଲ ଅଭିଯାନ: ଡିସେମ୍ବର ୪ରେ ମେଗା କାର୍ଯ୍ୟକ୍ରମ

ଅନୁଗୁଳ: ଏକଲ ଅଭିଯାନ ଓଡ଼ିଶା ଆନୁକୂଲ୍ୟରେ ଆଗାମୀ ଡିସେମ୍ବର ୪ ତାରିଖ ଗୁରୁବାର ଦିନ ଏକ ବିଶାଳ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଅନୁଗୁଳଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀରେ ଏକଲ ଅଭିଯାନର…

Continue Readingଅନୁଗୁଳରେ ଓଡ଼ିଶା ଏକଲ ଅଭିଯାନ: ଡିସେମ୍ବର ୪ରେ ମେଗା କାର୍ଯ୍ୟକ୍ରମ

ନିର୍ବାଚନ କମିଶନଙ୍କ ବଡ଼ ଘୋଷଣା: ଦୁଇଗୁଣା ହେଲା ବୁଥ୍ ଲେଭଲ ଅଫିସରଙ୍କ ପାରିଶ୍ରମିକ

ଭୁବନେଶ୍ୱର: ରାଜ୍ୟରେ ନିର୍ବାଚନ ପ୍ରକ୍ରିୟାକୁ ସୁଗମ ଏବଂ ସୁଚାରୁ ରୁପେ ସଂପାଦନ କରିବା ପାଇଁ ନିର୍ବାଚନ କମିଶନ ଏକ ବଡ଼ ଘୋଷଣା କରିଛନ୍ତି। କମିଶନ ପକ୍ଷରୁ ବୁଥ୍ ଲେଭଲ ଅଫିସର (ବିଏଲଓ) ଙ୍କ ପାରିଶ୍ରମିକକୁ ଦୁଇଗୁଣ ବୃଦ୍ଧି କରାଯାଇଛି। ଏହି ବୃଦ୍ଧି…

Continue Readingନିର୍ବାଚନ କମିଶନଙ୍କ ବଡ଼ ଘୋଷଣା: ଦୁଇଗୁଣା ହେଲା ବୁଥ୍ ଲେଭଲ ଅଫିସରଙ୍କ ପାରିଶ୍ରମିକ

ରୋଟାରୀ କ୍ଲବ ଅନୁଗୁଳ ରୟାଲର ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର

ଅନୁଗୁଳ: ରୋଟାରୀ କ୍ଲବ ଅନୁଗୁଳ ରୟାଲ ତତଫରୁ ରକ୍ତ ଦାନ ଶିବିର ସହିତ ଏକ ବିଶାଳ ସ୍ବାସ୍ଥ୍ୟ  ଏବଂ ସଚେତନତା ଶିବିର ବଇଣ୍ଡା ପଞ୍ଚାୟତ ସମିତି ଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ରୋଟାରୀ ରୟାଲର ସଭାପତି ରୋଟାରିଆନ ଡାକ୍ତର କୁମାର ସୌମ୍ୟକାନ୍ତ…

Continue Readingରୋଟାରୀ କ୍ଲବ ଅନୁଗୁଳ ରୟାଲର ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର

ଦିଲ୍ଲୀପଙ୍କୁ ଦିଲ୍ଲୀରେ ବଡ଼ ସମ୍ମାନ: କୃତ୍ରିମ ପ୍ରଜନନ ଟେକ୍ନିସିଆନ ଭାବେ ଗୋପାଳ ରତ୍ନ ପୁରସ୍କାର ପ୍ରଦାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ଟାଙ୍ଗୀର ଗାଁର ଦିଲ୍ଲୀପଙ୍କୁ ଜାତୀୟ ଗୋପାଳ ରତ୍ନ ପୁରସ୍କାର। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଲ୍ଲୀରେ ମିଳିଲା ମାନପତ୍ର। ଏହି ଜାତୀୟ ଗୋପାଳ ରତ୍ନ ପୁରସ୍କାର ପାଇଁ ୩ଟି ବିଭାଗରେ ବିଭକ୍ତ କରାଯାଇଥିବା ବେଳେ…

Continue Readingଦିଲ୍ଲୀପଙ୍କୁ ଦିଲ୍ଲୀରେ ବଡ଼ ସମ୍ମାନ: କୃତ୍ରିମ ପ୍ରଜନନ ଟେକ୍ନିସିଆନ ଭାବେ ଗୋପାଳ ରତ୍ନ ପୁରସ୍କାର ପ୍ରଦାନ

ମଧ୍ୟାହ୍ନ ଭୋଜନ ଚାଉଳ ଚୋରିରେ ଧରାପଡିଲେ ପ୍ରଧାନଶିକ୍ଷକ!! ଗ୍ରାମରେ ଉତ୍ତେଜନା: କାର ସହ ଚାଉଳ ଜବତ କରି ପୋଲିସକୁ ହସ୍ତାନ୍ତର

ବଇଣ୍ଡା: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ଅଞ୍ଚଳର ଏକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଘଟଣାରେ ପ୍ରଧାନ ଶିକ୍ଷକ ଧରାପଡ଼ିଛନ୍ତି। ଶୁକ୍ରବାର ରାତିରେ ଗ୍ରାମବାସୀ ତାଙ୍କର କାର ସହ ଏକ କୁଇଣ୍ଟାଲ ଚାଉଳ ଜବତ କରି ଠାକୁରଗଡ଼…

Continue Readingମଧ୍ୟାହ୍ନ ଭୋଜନ ଚାଉଳ ଚୋରିରେ ଧରାପଡିଲେ ପ୍ରଧାନଶିକ୍ଷକ!! ଗ୍ରାମରେ ଉତ୍ତେଜନା: କାର ସହ ଚାଉଳ ଜବତ କରି ପୋଲିସକୁ ହସ୍ତାନ୍ତର

ବାଇକକୁ ଧକ୍କା ଦେଇ ଚାଳକଙ୍କ ଉପରେ ଚଢ଼ିଗଲା କଣ୍ଟେନର, ଅନୁଗୁଳ ସ୍ଥାନାନ୍ତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା କଲେଜ ସମ୍ମୁଖରେ କଣ୍ଟେନର ଟ୍ରକ ଧକ୍କାରେ ଜଣେ ବାଇକ ଚାଳକ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ, ମାଲ୍ୟଗିରି କଲେଜ ଅଧ୍ୟାପକ ଭାସ୍କର ଚନ୍ଦ୍ର ସାହୁ କଲେଜ କାମ ସାରି ବାଇକ୍ ଯୋଗେ ଘରକୁ ଯାଉଥିବା ବେଳେ…

Continue Readingବାଇକକୁ ଧକ୍କା ଦେଇ ଚାଳକଙ୍କ ଉପରେ ଚଢ଼ିଗଲା କଣ୍ଟେନର, ଅନୁଗୁଳ ସ୍ଥାନାନ୍ତର