ମେଡିକାଲ କଲୋନିରେ ଜବରଦଖଲ ଉଚ୍ଛେଦ, ବେନିୟମ ଭାବେ ହୋଇଥିବା ପାଚେରି ଭାଙ୍ଗିଲା ପ୍ରଶାସନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଗୋତମରା ପଞ୍ଚାୟତ ଅନ୍ତର୍ଗତ ମେଡିକାଲ କଲୋନିରେ ଜବରଦଖଲ ଉଚ୍ଛେଦ। ସ୍ଥାନୀୟ ତହସିଲଦାରଙ୍କ ଉପସ୍ଥିତିରେ ଏକ ସରକାରୀରୁ ଜବରଦଖଲ ଉଚ୍ଛେଦ ସହ ବେଆଇନ ଭାବେ ହୋଇଥିବା ପାଚେରିକୁ ହଟାଯାଇଛି। ସୂଚନା ମୁତାବକ, ମେଡିକାଲ କଲୋନିରେ ପୂର୍ବରୁ…

Continue Readingମେଡିକାଲ କଲୋନିରେ ଜବରଦଖଲ ଉଚ୍ଛେଦ, ବେନିୟମ ଭାବେ ହୋଇଥିବା ପାଚେରି ଭାଙ୍ଗିଲା ପ୍ରଶାସନ

ହନୁମାନ ଓ ଶନି ଦେବଙ୍କ ବାର୍ଷିକ ଉତ୍ସବ

ଅନୁଗୁଳ: ଅନୁଗୁଳ ସହର କରଡ଼ାଗାଡିଆ ଛକ ଠାରେ ହନୁମାନ ଓ ଶନି ଦେବଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ଦୀର୍ଘ ୧୯ ବର୍ଷ ହେବ ଏହି ଉତ୍ସବ ପାଳନ ହେଉଛି। ଆଜି ସକାଳେ ପାଣି ଗ୍ରହଣ ସହ ସନ୍ଧ୍ୟାରେ ପୂଜାର୍ଚ୍ଚନା ହୋଇଥିଲା।…

Continue Readingହନୁମାନ ଓ ଶନି ଦେବଙ୍କ ବାର୍ଷିକ ଉତ୍ସବ

ଓ.ପି. ଜିନ୍ଦଲ ସ୍କୁଲର ବାର୍ଷିକ ପ୍ରଦର୍ଶନୀ ‘ଏକ୍ସପ୍ଲୋରାଇଜ୍ ୨୦୨୫-୨୬’: ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ୨୦୦ଟି ଅଭିନବ ଏବଂ ସୃଜନଶୀଳ ପ୍ରକଳ୍ପ ପ୍ରଦର୍ଶିତ

ଅନୁଗୁଳ: ଅନୁଗୁଳର ଓ.ପି. ଜିନ୍ଦଲ ସ୍କୁଲ ପକ୍ଷରୁ ଜିନ୍ଦଲ ନଗରସ୍ଥିତ ଇଡେନ୍ ଗାର୍ଡେନ୍‌ ପରିସରରେ ବାର୍ଷିକ ପ୍ରଦର୍ଶନୀ 'ଏକ୍ସପ୍ଲୋରାଇଜ୍ ୨୦୨୫-୨୬' ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ପ୍ରାୟ ୨୦୦ଟି ଅଭିନବ ଏବଂ ସୃଜନଶୀଳ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।…

Continue Readingଓ.ପି. ଜିନ୍ଦଲ ସ୍କୁଲର ବାର୍ଷିକ ପ୍ରଦର୍ଶନୀ ‘ଏକ୍ସପ୍ଲୋରାଇଜ୍ ୨୦୨୫-୨୬’: ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ୨୦୦ଟି ଅଭିନବ ଏବଂ ସୃଜନଶୀଳ ପ୍ରକଳ୍ପ ପ୍ରଦର୍ଶିତ

ଶିକାର ପାଇଁ ଇଲେକ୍ଟ୍ରିକ ତାର ବିଛାଇବା ବେଳେ ମାଡ଼ି ବସିଲେ ବନ ଅଧିକାରୀ: ଜଣେ ଗିରଫ, ସାମଗ୍ରୀ ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ କଣଲୋଇ ବିଟର ମାରୁଢିପ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ନିକଟରୁ ଗୁରୁବାର ବିଳମ୍ବିତ ରାତିରେ ବନ ବିଭାଗ ଜଣେ ଶିକାରୀକୁ ଗିରଫ କରିଛି। ଗିରଫ ଯୁବକ ହେଲେ କଣଲୋଇ ଗ୍ରାମର ଗଜପତି ନାଏକ। ସୂଚନା ମୁତାବକ,…

Continue Readingଶିକାର ପାଇଁ ଇଲେକ୍ଟ୍ରିକ ତାର ବିଛାଇବା ବେଳେ ମାଡ଼ି ବସିଲେ ବନ ଅଧିକାରୀ: ଜଣେ ଗିରଫ, ସାମଗ୍ରୀ ଜବତ

ବ୍ଲକସ୍ତରୀୟ ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା କର୍ମଶାଳା ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ସ୍ଥିତ ପଂଚାୟତ ସମିତି ସଭାଗୃହ ଠାରେ ଫାଉଣ୍ଡେସନ ଫୋର ଫର ଇକୋଲୋଜିକାଲ ସିକ୍ୟୁରିଟି ପକ୍ଷରୁ ବ୍ଲକସ୍ତରୀୟ ଗ୍ରାମ ପଂଚାୟତ ଉନ୍ନୟନ ଯୋଜନା କର୍ମଶାଳା ଅନୁଷ୍ଠିତ ହୋଇଛି। ସଂଗଠନର ବିକାଶ କୁମାର ସାହୁ ମୁଖ୍ୟ ଅତିଥି…

Continue Readingବ୍ଲକସ୍ତରୀୟ ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା କର୍ମଶାଳା ଆୟୋଜିତ

ସରିଗୀପାଲି ଜୟ ମେମୋରିଆଲ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ସରିଗୀପାଲି ଦଳ ଚାମ୍ପିୟାନ

ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ପଡ଼ିଆରେ ଚାଲିଥିବା ସରିଗୀପାଲି ଜୟ ମେମୋରିଆଲ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ୧୬ଟି ଦଳ ଅଂଶ ନେଇଥିବା ଟୁର୍ଣ୍ଣାମେଣ୍ଟର ଫାଇନାଲରେ ସରିଗୀପାଲି ଦଳ ଧାର୍ଯ୍ୟ ୭୦ ରନର ଟାର୍ଗେଟ…

Continue Readingସରିଗୀପାଲି ଜୟ ମେମୋରିଆଲ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ସରିଗୀପାଲି ଦଳ ଚାମ୍ପିୟାନ

‘ସମ୍ବିଧାନ ହେଉଛି ଗଣତନ୍ତ୍ରର ଆତ୍ମା’: ଅନୁଗୁଳ ଓକିଲ ସଂଘ ପକ୍ଷରୁ ୭୬ତମ ସମ୍ବିଧାନ ଦିବସ ଓ ଆଇନ ଦିବସ ରେ ମତ ପ୍ରକାଶ

ଅନୁଗୁଳ: ଅନୁଗୁଳ ଓକିଲ ସଂଘ ପକ୍ଷରୁ ୭୬ତମ ସମ୍ବିଧାନ ଦିବସ ଓ ଆଇନ ଦିବସ ସ୍ଥାନୀୟ ସଭାଘରେ ପାଳିତ ହୋଇଛି। ଏହି ପରିପ୍ରେକ୍ଷୀ ଓକିଲ ସଂଘ ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅନୁଗୁଳ ଓକିଲ ସଂଘର ସଭାପତି ହିମାଂଶୁ ଭୂଷଣ…

Continue Reading‘ସମ୍ବିଧାନ ହେଉଛି ଗଣତନ୍ତ୍ରର ଆତ୍ମା’: ଅନୁଗୁଳ ଓକିଲ ସଂଘ ପକ୍ଷରୁ ୭୬ତମ ସମ୍ବିଧାନ ଦିବସ ଓ ଆଇନ ଦିବସ ରେ ମତ ପ୍ରକାଶ

ଅପମିଶ୍ରଣ ଅଭିଯୋଗ: ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବ୍ୟାପକ ଚଢ଼ଉ, ଜରିମାନା ଆଦାୟ

ଅନୁଗୁଳ: ଆଜି ତାଳଚେର ପୌରପରିଷଦର ବିଭିନ୍ନ ଦୋକାନରେ ଖାଦ୍ୟ ନିରାପତ୍ତା ପକ୍ଷରୁ ଚଢ଼ଉ କରାଯାଇ ଅପମିଶ୍ରିତ ଖାଦ୍ୟକୁ ନଷ୍ଟ କରାଯାଇଛି। ତାଳଚେର ସହରରେ ଥିବା ଜଳଖିଆ ଦୋକାନ, ଫାଷ୍ଟଫୁଡ଼୍‌, ହୋଟେଲ ଓ ଢାବାଗୁଡ଼ିକରେ ବ୍ୟାପକ ଖାଦ୍ୟ ଅପମିଶ୍ରଣ ସହିତ ବାସିଖାଦ୍ୟ ଓ…

Continue Readingଅପମିଶ୍ରଣ ଅଭିଯୋଗ: ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବ୍ୟାପକ ଚଢ଼ଉ, ଜରିମାନା ଆଦାୟ

ଶ୍ବଶୁର ଘରେ ଜ୍ୱାଇଁର ନାରକୀୟ କାଣ୍ଡ, କକା ଶ୍ବଶୁରକୁ ଛୁରୀ ଭୁସି ହତ୍ୟା

ଅନୁଗୁଳ: ଶ୍ବଶୁର ଘରେ ଜ୍ୱାଇଁର ନାରକୀୟ କାଣ୍ଡ। କକା ଶ୍ବଶୁରକୁ ଛୁରୀ ଭୁସି ହତ୍ୟା। ଝିଆରୀ ଓ ଜ୍ବାଇଁଙ୍କ ଝଗଡ଼ା ବେଳେ ବୁଝାଇବାକୁ ଯାଇ ଗଲା କକା ଶ୍ବଶୁରଙ୍କ ଜୀବନ। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଫୁଲପଡ଼ା ଅଞ୍ଚଳରେ ଏହି ଜଘନ୍ୟ…

Continue Readingଶ୍ବଶୁର ଘରେ ଜ୍ୱାଇଁର ନାରକୀୟ କାଣ୍ଡ, କକା ଶ୍ବଶୁରକୁ ଛୁରୀ ଭୁସି ହତ୍ୟା

ଅନୁଗୁଳରେ ରାସ୍ତା ଓ ଡ୍ରେନ୍ ନିର୍ମାଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ

ଅନୁଗୁଳ: ମୁନିସିପାଲିଟି ଅନ୍ତର୍ଗତ ୧୨ ନମ୍ବର ୱାର୍ଡର ଲକିଟାଇପ୍ ଛକ ଠାରୁ ଇଡକୋ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଏବଂ ୧୪ ନମ୍ବର ୱାର୍ଡରେ ଡ୍ରେନ୍ ନିର୍ମାଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଛି। ବିଧାୟକ ପ୍ରତାପ ଚନ୍ଦ୍ର…

Continue Readingଅନୁଗୁଳରେ ରାସ୍ତା ଓ ଡ୍ରେନ୍ ନିର୍ମାଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ