ଆମ ଜିଲ୍ଲାକୁ ୬୮ ନୂଆ ଡାକ୍ତର ଆସିଲେ
ଅନୁଗୁଳ: ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଚିଠି ସଂଖ୍ୟା ୧୩୪୯୪ ତା ୪. ୬.୨୦୨୩ ଅନୁସାରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ବାର ଶହରୁ ଅଧିକ ଡାକ୍ତରଙ୍କୁ ନିଯୁକ୍ତି ଦେଇଥିବା ବେଳେ ଅନୁଗୁଳ ଜିଲ୍ଲାକୁ ୬୮ ଜଣ ନୂଆ ଡାକ୍ତର ଦେଇଛନ୍ତି। ଗାଁ ଗହଳିର ପିଏଚସି,…
ଅନୁଗୁଳ: ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଚିଠି ସଂଖ୍ୟା ୧୩୪୯୪ ତା ୪. ୬.୨୦୨୩ ଅନୁସାରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ବାର ଶହରୁ ଅଧିକ ଡାକ୍ତରଙ୍କୁ ନିଯୁକ୍ତି ଦେଇଥିବା ବେଳେ ଅନୁଗୁଳ ଜିଲ୍ଲାକୁ ୬୮ ଜଣ ନୂଆ ଡାକ୍ତର ଦେଇଛନ୍ତି। ଗାଁ ଗହଳିର ପିଏଚସି,…
ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ଚାକୁଣ୍ଡାମୁଣ୍ଡା ଗ୍ରାମର ପ୍ରକାଶ ପ୍ରଧାନ। ପୋଲିସ ସୂଚନା ମୁତାବକ, ମହିଳା ଜଣଙ୍କ ନିକଟରେ ଥିବା…
ଅନୁଗୁଳ: ଆଜି ଅପରାହ୍ନରେ ସ୍ଥାନୀୟ ସଭାଘରଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ମାଟ୍ରିକ ପରୀକ୍ଷାରେ ଭଲ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବୈଠକରେ ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନିମନ୍ତେ ଏକ ମିନିଟ୍ ନିରବ…
ତାଳଚେର: ବାଲେଶ୍ଵର ବାହନଗା ଟ୍ରେନ ଦୁର୍ଘଟଣାରେ ଆହତଙ୍କ ପାଇଁ ଆଜି ରକ୍ତଦାନ କରିଛନ୍ତି ତାଳଚେରର ଲୋକେ। ତାଳଚେର ଜେସିଆଇ, ଅନ୍ନପୂର୍ଣ୍ଣା ମହିଳା ସଂଗଠନ ଓ ହାଟତୋଟା ବଣିକ ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୧୦୧ୟୁନିଟ ରକ୍ତ ସଂଗୃହୀତ…
ବଇଣ୍ଡା: ମଙ୍ଗଳବାର ଦିନ କିଶୋରନଗର ବ୍ଲକ ବଇଣ୍ଡା ଜନତା ମହାବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହୋଇଛି। ଆଠମଲ୍ଲିକ ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ରଞ୍ଜନ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ…
ଅନୁଗୁଳ : ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତ ବୃଦ୍ଧା ହେଲେ ହମାମିରା ଗ୍ରାମର ଚମ୍ପାବତୀ ସାହୁ। ରିପୋର୍ଟ ମୁତାବକ, ମଙ୍ଗଳବାର ହମାମିରା ଗ୍ରାମର ଚମ୍ପାବତୀ ସାହୁ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ…
ଅନୁଗୁଳ : ଅନୁଗୁଳ ଜିଲ୍ଲା ପାଳଲହଡ଼ା ବାଇପାସ୍ ଛକ ନିକଟ ୧୪୯ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ସଇଡା ଗ୍ରାମର ଦୁଇ ଜଣ ବ୍ୟକ୍ତି…
ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ କଦଳୀମୁଣ୍ଡା ପଞ୍ଚାୟତର ବିଭିନ୍ନ ଗାଁରେ ଚାଲିଥିବା ମନରେଗା କାର୍ଯ୍ୟର ତଦାରଖ କରିଛନ୍ତି ଲୋକପାଳ ଅଧିକାରୀ ବିଭୂତି ପଟ୍ଟନାୟକ। ସୂଚନା ମୁତାବକ, ଲୋକପାଳ ସୋମବାର କଦଳୀମୁଣ୍ଡା ପଞ୍ଚାୟତର କଦଳୀମୁଣ୍ଡା, ଧଉରାଗୋଠ, ଭୀମପୁର ଗାଁରେ ଚାଲିଥିବା ବିଭିନ୍ନ…
ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ରଜାମୁଣ୍ଡା ଠାରେ ହିମିତିରା ଚଷାପୁଞ୍ଜର ବୈଠକ ଅନୁଷ୍ଠିତ ହୋଇଛି। ପୁଞ୍ଜର ସଭାପତି ଶ୍ରଦ୍ଧାକର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ମୁନା ପ୍ରଧାନ, ଅଙ୍ଗପଡ଼ା ସଭାପତି ବବ୍ରୁବାହାନ ବେହେରାଙ୍କ ସମେତ ହିମିତିରା ଚଷାପୁଞ୍ଜର ବହୁ…
ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ଗୁରୁଜାଙ୍ଗୁଲି ପଞ୍ଚାୟତର ବିଭିନ୍ନ ଗ୍ରାମର ସାହିଗୁଡ଼ିକରେ ଉତ୍କଟ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଏହାର ସମାଧାନ ନିମନ୍ତେ ତାଳଚେର ବ୍ଲକର ପୂର୍ବତନ ଅଧ୍ୟକ୍ଷ ବୃନ୍ଦାବନ ବେହେରାଙ୍କ ନେତୃତ୍ୱରେ ଆଜି ଅନୁଷ୍ଠିତ ଜିଲ୍ଲାପାଳଙ୍କ ମିଳିତ…