ଘରେ ପଶି ନାବାଳିକାକୁ ତଣ୍ଟି କାଟି ହତ୍ୟା: କାରଣ ଅସ୍ପଷ୍ଟ, ଅଭିଯୁକ୍ତ ଫେରାର

ଅନୁଗୁଳ: ଆଜି ସକାଳେ ଅନୁଗୁଳ ସଦର ଥାନା କୁଇଓ ଗାଁରେ ଜଣେ ନାବାଳିକାକୁ ତଣ୍ଟି କାଟି ହତ୍ୟା କରିଛି ଯୁବକ। ସୂଚନା ମୁତାବକ, କିଛି ବର୍ଷ ପୂର୍ବରୁ ଡଅଁରା ଗ୍ରାମରୁ ଆସି କୁଇଓରେ ଘର କରି ରହୁଥିବା ଏକ ପରିବାରର ନାବାଳିକା…

Continue Readingଘରେ ପଶି ନାବାଳିକାକୁ ତଣ୍ଟି କାଟି ହତ୍ୟା: କାରଣ ଅସ୍ପଷ୍ଟ, ଅଭିଯୁକ୍ତ ଫେରାର

ବାଇକ ଦୁର୍ଘଟଣାଗ୍ରସ୍ତ: ଚାଳକ ମୃତ, ଆରୋହୀ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଧୀନ ବଉଳିଗଡ଼ ପଞ୍ଚାୟତର ପୁରିକିଆ ଗାଁ ସୀମା ଅଞ୍ଚଳରେ ଏକ ବାଇକ ଦୁର୍ଘଟଣାଗସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ,…

Continue Readingବାଇକ ଦୁର୍ଘଟଣାଗ୍ରସ୍ତ: ଚାଳକ ମୃତ, ଆରୋହୀ ଗୁରୁତର

ପାଚେରି ଡେଇଁ ଘରେ ପଶି କାର୍ ଜାଳି ଦେଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମଣ୍ଡ ପଞ୍ଚାୟତର ଭଣ୍ଡୁବର ଅଞ୍ଚଳ ବିଡିଓ କଲୋନୀର ପାଚେରି ଡେଇଁ ଏକ କାର ଜାଳିଦେଇଛନ୍ତି ଦୁର୍ବୃତ୍ତ। ସୂଚନା ମୁତାବକ, ବିଡିଓ କଲୋନୀର ଲଳିତେନ୍ଦୁ ବେହେରାଙ୍କ ଘରେ ଅରୁଣ କୁମାର ଦାସ ଗତ ୪ ବର୍ଷ…

Continue Readingପାଚେରି ଡେଇଁ ଘରେ ପଶି କାର୍ ଜାଳି ଦେଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ

ହାତୀ ଆକ୍ରମଣରେ ପୁଣି ଗଲା ଆଉ ଜଣେ ମହିଳାଙ୍କ ଜୀବନ, ଗାଁରେ ଉତ୍ତେଜନା

ଅନୁଗୁଳ: ପୁଣି ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ଜୀବନ ଯାଇଛି। ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳରେ ହାତୀ ଜଣେ ମହିଳାଙ୍କୁ ମାରିଛି। ମୃତା ମହିଳା ବନ୍ତଳା ଥାନା ତଳଗଡ଼ ଗ୍ରାମର ବିଜୁଳି ସାହୁ(୫୭)। ସୂଚନା ମୁତାବକ, ଆଜି ସକାଳୁ ବିଜୁଳି ଆମ୍ବ…

Continue Readingହାତୀ ଆକ୍ରମଣରେ ପୁଣି ଗଲା ଆଉ ଜଣେ ମହିଳାଙ୍କ ଜୀବନ, ଗାଁରେ ଉତ୍ତେଜନା

ଜିଲ୍ଲା ପ୍ରଶାସନ ଓ ଟାଟା ଷ୍ଟିଲ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍: ଟ୍ରଫି ହାତେଇଲା ପ୍ରଶାସନ ଏକାଦଶ

ଅନୁଗୁଳ: ଆଜି ସ୍ଥାନୀୟ କଦମ ପଡ଼ିଆରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଜିଲ୍ଲା ପ୍ରଶାସନ ଓ ଟାଟା ଷ୍ଟିଲ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି। ସକାଳେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ )ରଜନୀକାନ୍ତ ସ୍ୱାଇଁ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ପ୍ରଥମେ ପ୍ରଶାସନ ଏକାଦଶ…

Continue Readingଜିଲ୍ଲା ପ୍ରଶାସନ ଓ ଟାଟା ଷ୍ଟିଲ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍: ଟ୍ରଫି ହାତେଇଲା ପ୍ରଶାସନ ଏକାଦଶ

ମହାତ୍ମାଗାନ୍ଧୀ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଗାନ୍ଧୀ ରହଣି ସ୍ମୃତି ସଭା ଆୟୋଜିତ

ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବାମୁର ଠାରେ ଶୁକ୍ରବାର ଦିନ ମହାତ୍ମା ଗାନ୍ଧୀ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ମହାତ୍ମା ଗାନ୍ଧୀ ରହଣି ସ୍ମୃତି ସଭା ଅନୁଷ୍ଠିତ ହୋଇଛି। ଟ୍ରଷ୍ଟର ସମ୍ପାଦକ ଗୋକୁଳାନନ୍ଦ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଥମେ ଡାକ…

Continue Readingମହାତ୍ମାଗାନ୍ଧୀ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଗାନ୍ଧୀ ରହଣି ସ୍ମୃତି ସଭା ଆୟୋଜିତ

ଚନ୍ଦନ ଯାତ୍ରା ପ୍ରସ୍ତୁତି: ବଇଣ୍ଡା ଚନ୍ଦନ ଯାତ୍ରା କମିଟି ଓ ପ୍ରଶାସନ ପକ୍ଷରୁ ବସିଲା ବୈଠକ

ବଇଣ୍ଡା : କିଶୋରନଗର ବ୍ଲକ ବଇଣ୍ଡା ଠାରେ ହେବାକୁ ଥିବା ଚନ୍ଦନ ଯାତ୍ରା ପାଇଁ ଶୁକ୍ରବାର ବଇଣ୍ଡା ଫାଣ୍ଡି ପରିସରରେ ପୋଲିସ ପ୍ରଶାସନ, ଗ୍ରାମବାସୀ ଓ ଯାତ୍ରା କମିଟି ମଧ୍ୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଆଠମଲ୍ଲିକ ଏସଡିପିଓ ବାଳକୃଷ୍ଣ କଅଁରଙ୍କ…

Continue Readingଚନ୍ଦନ ଯାତ୍ରା ପ୍ରସ୍ତୁତି: ବଇଣ୍ଡା ଚନ୍ଦନ ଯାତ୍ରା କମିଟି ଓ ପ୍ରଶାସନ ପକ୍ଷରୁ ବସିଲା ବୈଠକ

ଓଭରଟେକ୍ ଯୋଗୁ ଓଲଟିଲା କାର, ଦୁଇ ଗୁରୁତର

ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ଅନ୍ତର୍ଗତ ମହିଧରପୁର ନିକଟରେ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଆଠଗଡ଼ ପାର୍ଶ୍ଵରୁ ଅନୁଗୁଳ ଅଭିମୁଖେ ଦୁଇଟି କାର ଆସୁଥିବା ସମୟରେ ଏକ କାର ଅନ୍ୟ ଏକ କାରକୁ ଓଭରଟେକ କରିବା ସମୟରେ ଗୋଟିଏ…

Continue Readingଓଭରଟେକ୍ ଯୋଗୁ ଓଲଟିଲା କାର, ଦୁଇ ଗୁରୁତର

ବିଧାୟକଙ୍କ ପାଣ୍ଠିରୁ ସ୍ଥାପିତ ୨ଟି ମିନି ମାଷ୍ଟ ଲାଇଟ୍ ଉଦଘାଟିତ, ଧନ୍ୟବାଦ ଜଣାଇଲେ ଗାଁ ଲୋକ

ଅନୁଗୁଳ: ଅନୁଗୁଳ ନିର୍ବାଚନ ମଣ୍ଡଳୀ ଅନୁଗୁଳ ବ୍ଲକ ଅନ୍ତର୍ଗତ ପୋକତୁଙ୍ଗା ପଞ୍ଚାୟତର ବାବା ରଣେଶ୍ୱର ମନ୍ଦିର ଛକ ଓ କୁମୁରିସିଂହା ପଞ୍ଚାୟତର ପାତେଳୀ ଗ୍ରାମ ଛକରେ ୨ଗୋଟି ମିନି ମାଷ୍ଟ ଲାଇଟ ବିଧାୟକ ରଜନୀକାନ୍ତ ସିଂହଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ସ୍ଥାପନ…

Continue Readingବିଧାୟକଙ୍କ ପାଣ୍ଠିରୁ ସ୍ଥାପିତ ୨ଟି ମିନି ମାଷ୍ଟ ଲାଇଟ୍ ଉଦଘାଟିତ, ଧନ୍ୟବାଦ ଜଣାଇଲେ ଗାଁ ଲୋକ

ଗାଧୋଇ ସାରି ଫେରୁଥିବା ବେଳେ ଧକ୍କା ଦେଲା ବାଇକ୍, ଜଣେ ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବିମଳବେଡା ଗାଁରେ ବାଇକ ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ, ଗତକାଲି ରାତିରେ ବାଲିପଟା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ସାପ କାମୁଡ଼ା ଥିବାରୁ ତାଙ୍କୁ ବାଇକ୍ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଉଥିଲା। ଏହି…

Continue Readingଗାଧୋଇ ସାରି ଫେରୁଥିବା ବେଳେ ଧକ୍କା ଦେଲା ବାଇକ୍, ଜଣେ ମୃତ