ଗାଧୋଇବାକୁ ଯାଇ କେନାଲରେ ବୁଡିଗଲେ ବୃଦ୍ଧ, ଘଟଣାସ୍ଥଳରେ ମୁତ୍ୟୁ

ତାଳଚେର: ତାଳଚେର ବ୍ଲକ୍ ଧରମପୁର ଗାଁରେ କେନାଲରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଟଙ୍କଧର ନାଏକ (୮୦)। ସୂଚନା ଅନୁସାରେ, ଆଜି ଦିନ ୧୨ ଟା ବେଳେ ଟଙ୍କ ସ୍ନାନ କରିବା ପାଇଁ କେନାଲକୁ ଯାଇଥିଲେ। ସେଠାରେ…

Continue Readingଗାଧୋଇବାକୁ ଯାଇ କେନାଲରେ ବୁଡିଗଲେ ବୃଦ୍ଧ, ଘଟଣାସ୍ଥଳରେ ମୁତ୍ୟୁ

ନାବାଳିକାକୁ ପ୍ରେମ କରି ଫେରାର ହୋଇଥିଲା ନାବାଳକ, ଆଜି ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା କୁଶୁପଙ୍ଗା ଗ୍ରାମର ୧୭ ବର୍ଷର ନାବାଳକ ଓ ଏହି ଥାନା ଅନ୍ତର୍ଗତ ଗୋତମରା ଗ୍ରାମର ଜଣେ ନାବାଳିକାକୁ ଆଜି ନରସିଂହପୁରରୁ ଉଦ୍ଧାର କରାଯାଇଛି। ପୋଲିସ ନାବାଳକକୁ ଜୁଭେନାଇଲ ଜେଲ ପଠାଇଛି। ସୂଚନା ଯେ, ଏମାନେ ପ୍ରାୟ…

Continue Readingନାବାଳିକାକୁ ପ୍ରେମ କରି ଫେରାର ହୋଇଥିଲା ନାବାଳକ, ଆଜି ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

ଦୁବାଇରେ ସମ୍ମାନିତ ହେବେ ସମାଜସେବୀ ଇଂ. ବିପ୍ଳବ ଜେନା

ଅନୁଗୁଳ: ଦୁବାଇରେ ସମ୍ମାନିତ ହେବେ ସମାଜସେବୀ ଇଂ. ବିପ୍ଳବ ଜେନା। ଉଲ୍ଲେଖନୀୟ ସମାଜସେବା ନିମନ୍ତେ ଓଡିଶାର ଏକମାତ୍ର ସମାଜସେବୀ ଭାବେ ତାଙ୍କୁ ସି.ଏସ୍.ଆର ଟାଇମସ୍ ତରଫରୁ ମନୋନୀତ କରାଯାଇଛି। ଆସନ୍ତା ୨୯ ତାରିଖ ଦିନ ଦୁବାଇରେ ତାଙ୍କୁ ସମ୍ମାନ ଜନକ ଗୋଲଡେନ…

Continue Readingଦୁବାଇରେ ସମ୍ମାନିତ ହେବେ ସମାଜସେବୀ ଇଂ. ବିପ୍ଳବ ଜେନା

ଅନୁଗୁଳରେ ନୂତନ ଲିଗାଲ ଏଡ୍ ଡିଫେନ୍ସ କାଉନସିଲ ଅଫିସ ଉଦଘାଟିତ, ଆଭାଷୀ ଜରିଆରେ ଉଦଘାଟନ କଲେ ହାଇକୋର୍ଟର ମୁଖ୍ୟ ବିଚାରପତି

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପରିସରରେ ହାଇକୋର୍ଟର ମୁଖ୍ୟ ବିଚାରପତି ତଥା ରାଜ୍ୟ ଆଇନସେବା ପ୍ରାଧିକରଣର ପାଟନର-ଇନ-ଚିଫ୍ ଡ. ଜଷ୍ଟିସ ଏସ ମୁରଲୀଧରଙ୍କ ଦ୍ବାରା ଭିଡ଼ିଓ କନଫରେନସିଂ ଜରିଆରେ ଏକ ଲିଗାଲ ଏଡ଼ ଡିଫେନ୍ସ କାଉନସିଲ ଅଫିସ ଉଦଘାଟିତ…

Continue Readingଅନୁଗୁଳରେ ନୂତନ ଲିଗାଲ ଏଡ୍ ଡିଫେନ୍ସ କାଉନସିଲ ଅଫିସ ଉଦଘାଟିତ, ଆଭାଷୀ ଜରିଆରେ ଉଦଘାଟନ କଲେ ହାଇକୋର୍ଟର ମୁଖ୍ୟ ବିଚାରପତି

ଦେଢ଼ଶୁର ଟାଙ୍ଗିଆ ମାଡ଼ରେ ଭାଇ ବୋହୂ ଗୁରୁତର, ଜମିବାଡ଼ି ବିବାଦ ଥିବା ସୂଚନା

ବଇଣ୍ଡା: କିଶୋରନଗର ବ୍ଲକ ହଣ୍ଡାପା ଥାନା ପାପସରା ଗ୍ରାମରେ ସୋମବାର ଭାଇ ବୋହୂକୁ ଆକ୍ରମଣ କରିଛି ଦେଢ଼ଶୁର। ଭାଇବୋହୂ ଦମୟନ୍ତୀ ସାହୁଙ୍କୁ ତାଙ୍କ ଦେଢ଼ଶୁର ଧ୍ରୁବଚରଣ ସାହୁ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଏନେଇ ହଣ୍ଡପା ଥାନାରେ ସୋମବାର ଦମୟନ୍ତୀଙ୍କ ଭାଇ…

Continue Readingଦେଢ଼ଶୁର ଟାଙ୍ଗିଆ ମାଡ଼ରେ ଭାଇ ବୋହୂ ଗୁରୁତର, ଜମିବାଡ଼ି ବିବାଦ ଥିବା ସୂଚନା

ଅନୁଗୁଳ ଜିଲ୍ଲାର ୮୭ ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରିକରଣ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଅନୁଗୁଳ: ଆଜି ଅପରାହ୍ନରେ ତୃତୀୟ ପର୍ଯ୍ୟାୟରେ ଫାଇଭ-ଟି ଯୋଜନା ଅନ୍ତର୍ଭୁକ୍ତ ବିଦ୍ୟାଳୟ ରୂପାନ୍ତରିକରଣ କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲାର ୮୭ ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରିକରଣ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଏସବୁ ସ୍କୁଲର ଉଦ୍ଘାଟନ କରିଛନ୍ତି। ଏ ଅବସରରେ ପ୍ରଥମେ…

Continue Readingଅନୁଗୁଳ ଜିଲ୍ଲାର ୮୭ ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରିକରଣ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଆମ ଆଦମୀ ପାର୍ଟିର ବୈଠକ, ଆଗାମୀ ନିର୍ବାଚନର ରଣ କୌଶଳ ଆଲୋଚନା

ବଇଣ୍ଡା: କିଶୋରନଗର ବ୍ଲକ କଦଳୀମୁଣ୍ଡା ପଞ୍ଚାୟତର ବୁଡିଆବାହାଳ ନିକଟରେ ମଙ୍ଗଳବାର ଆମ ଆଦମୀ ପାର୍ଟିର ପଞ୍ଚାୟତସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ପାର୍ଟିର ବିଭିନ୍ନ ସମସ୍ୟା ସହ ଆଗାମୀ ନିର୍ବାଚନରେ ଦଳ କିଭଳି ସଫଳତା ଲାଭ କରିବ, ସେ ସମ୍ପର୍କରେ ଆଲୋଚନା…

Continue Readingଆମ ଆଦମୀ ପାର୍ଟିର ବୈଠକ, ଆଗାମୀ ନିର୍ବାଚନର ରଣ କୌଶଳ ଆଲୋଚନା

୭ ଦଫା ଦାବି ନେଇ ନାଲକୋର ଆଲୁମିନିୟମ ମଜଦୁର୍ ସଂଘ ପକ୍ଷରୁ ନିର୍ବାହୀ ନିର୍ଦ୍ଦେଶକଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ଓ ଧାରଣା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଥିବା ନବରତ୍ନ ସ୍ୱୀକୃତି ପ୍ରାପ୍ତ ନାଲକୋ ଏବେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ଏଣୁ ନାଲକୋର ଆଲୁମିନିୟମ ମଜଦୁର ସଂଘ ପକ୍ଷରୁ ନିର୍ବାହୀ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତି ପୂର୍ଣ୍ଣ ଧାରଣା ଦେବା ସହିତ ବିକ୍ଷୋଭ…

Continue Reading୭ ଦଫା ଦାବି ନେଇ ନାଲକୋର ଆଲୁମିନିୟମ ମଜଦୁର୍ ସଂଘ ପକ୍ଷରୁ ନିର୍ବାହୀ ନିର୍ଦ୍ଦେଶକଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ଓ ଧାରଣା

ହାତୀ ଆକ୍ରମଣରେ ମହିଳା ଗୁରୁତର, ଗତ କାଲି ଯାଇଥିଲା ଦୁଇ ଜଣଙ୍କ ଜୀବନ

ଅନୁଗୁଳ: ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ଆଜି ପୁଣି ଜଣେ ମହିଳା ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ବନ୍ତଳା ବନାଞ୍ଚଳ ତଳଗଡ଼ ପଞ୍ଚାୟତ ପୋଡ଼ାସାହିର ନନ୍ଦିନୀ…

Continue Readingହାତୀ ଆକ୍ରମଣରେ ମହିଳା ଗୁରୁତର, ଗତ କାଲି ଯାଇଥିଲା ଦୁଇ ଜଣଙ୍କ ଜୀବନ

ବିଶ୍ବ ମ୍ୟାଲେରିଆ ଦିବସ ପାଳିତ: ରୋଗରୁ ସୁରକ୍ଷିତ ରହିବାର ଉପାୟ, ଚିକିତ୍ସା ଓ ପ୍ରତିକାର ଉପରେ ଆଲୋଚନା

ଅନୁଗୁଳ : ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ ବିଶ୍ବ ମ୍ୟାଲେରିଆ ଦିବସ ପାଳିତ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ତଥା ମିଶନ ନିର୍ଦ୍ଦେଶକ ଡା.…

Continue Readingବିଶ୍ବ ମ୍ୟାଲେରିଆ ଦିବସ ପାଳିତ: ରୋଗରୁ ସୁରକ୍ଷିତ ରହିବାର ଉପାୟ, ଚିକିତ୍ସା ଓ ପ୍ରତିକାର ଉପରେ ଆଲୋଚନା