ବଡ଼ ଖବର ! ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନ ଥିଲେ ୧୫ରୁ କଟିବ ମୋଟା ଅଙ୍କର ଚାଲାଣ
ଭୁବନେଶ୍ୱର: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନଥିଲେ ୧୫ରୁ କଟିବ ଚାଲାଣ। ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ) ପକ୍ଷରୁ ହାଇ ସିକ୍ୟୁରିଟ୍ ନମ୍ବର ପ୍ଲେଟ୍ ଯାଞ୍ଚକୁ ନେଇ ପୁଣି ନୂଆ ଅପଡେଟ୍ ଜାରି କରାଯାଇଛି। ଆସନ୍ତା ୧୫ ତାରିଖରୁ ଯେଉଁ ଗାଡ଼ିରେ…
