ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ, ଚାଳକ ଫେରାର
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ଅନ୍ତର୍ଗତ ବଜ୍ରକୋଟ ନଦୀ ଘାଟରୁ ବେଆଇନ ବାଲି ଚୋରାଚାଲାଣ ବେଳେ ବୁଧବାର ରେଙ୍ଗାଳି ପୋଲିସ ପକ୍ଷରୁ ଚଢ଼ଉ କରି ଏକ ଟ୍ରାକ୍ଟର (ଓଡି ୧୯ ଏସ ୭୧୫୩) ଜବତ କରାଯାଇଛି। ଟ୍ରାକ୍ଟର…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ଅନ୍ତର୍ଗତ ବଜ୍ରକୋଟ ନଦୀ ଘାଟରୁ ବେଆଇନ ବାଲି ଚୋରାଚାଲାଣ ବେଳେ ବୁଧବାର ରେଙ୍ଗାଳି ପୋଲିସ ପକ୍ଷରୁ ଚଢ଼ଉ କରି ଏକ ଟ୍ରାକ୍ଟର (ଓଡି ୧୯ ଏସ ୭୧୫୩) ଜବତ କରାଯାଇଛି। ଟ୍ରାକ୍ଟର…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳାରେ ଶନିବାର କାର୍ତ୍ତିକେଶ୍ଵର ଭସାଣି ବେଳେ ଦୁଇପୂଜା କମିଟିର ଡିଜେ ପ୍ରତିଯୋଗିତା ବେଳେ ଯୁବକଙ୍କ ଉଲଗ୍ନ ଓ ଅଶ୍ଳୀଳ ନୃତ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ଭଳି ଘଟଣାକୁ ଗୁରୁତ୍ବର ସହ ନେଇଛି ବନ୍ତଳା ପୋଲିସ। ଏନେଇ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନା ସାନହୁଲା ଗ୍ରାମର କ୍ରୀଡ଼ାବିତ ସୁକୁମାର ନାୟକଙ୍କର ମଙ୍ଗଳବାର ପରଲୋକ ହୋଇଛି। ସେ ସକାଳେ ଘରେ ବ୍ରସ କରୁଥିବା ବେଳେ ଅଚେତ ହୋଇ ପଡିଥିଲେ। ତାଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ କଟକ ବଡ ମେଡିକାଲରେ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ବଇଣ୍ଡା ବିଦ୍ୟୁତ କାର୍ଯ୍ୟାଳୟରୁ ସୋମବାର ରାତିରେ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ବିଦ୍ୟୁତ ବିଭାଗ କର୍ମଚାରୀ ଅଫିସରେ ନ ଥିବା ବେଳେ କିଛି ଯୁବକ ପଶି ଆଲୁମିନିୟମ ତାର ଚୋରି କରି…
ଅନୁଗୁଳ: ଅନୁଗୁଳ ବ୍ଲକ ବଡ଼କେରା ପଞ୍ଚାୟତ ଚମ୍ପତ୍ତିମୁଣ୍ଡା ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ପରିସରରେ ମଙ୍ଗଳବାର ରାଷ୍ଟ୍ରୀୟ ଶିକ୍ଷା ଦିବସ ପାଳିତ ହୋଇଯାଇଛି। ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଅବୁଲ କଲାମ ଆଜାଦଙ୍କ ଜୟନ୍ତୀକୁ ସ୍ମରଣ କରି ଏହି କାର୍ଯ୍ୟକ୍ରମ ଆୟୋଜିତ…
ଅନୁଗୁଳ: ଅନୁଗୁଳ ନାଲକୋ ଜୁନିୟର ଦିଲ୍ଲୀ ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା ଆୟୋଜିତ ହୋଇଛି। ସ୍କୁଲ ଅଧ୍ୟକ୍ଷ ପ୍ରବୀଣ ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ମେଳାର ଉଦ୍ଘାଟନୀ ଉତ୍ସବରେ ମାନବ ସମ୍ବଳ ମହା ପ୍ରବନ୍ଧକ ହିମାଂଶୁ ଶେଖର ପ୍ରଧାନ ଓ ସିଜିଏମ…
ଅନୁଗୁଳ: ୧୧ମ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ ସମିତିର ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ଅନୁଗୁଳ ସର୍କିଟ ହାଉସ୍ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ରପ୍ରଧାନ, ପାଳଲହଡ଼ା ବିଧାୟକ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଭୁବନେଶ୍ୱରୀ କୋଇଲା ଖଣିରେ ଓଲଟିଲା ଡିଜେଲ ବୋଝେଇ ଟ୍ୟାଙ୍କର। ସୌଭାଗ୍ୟବଶତଃ ଡ୍ରାଇଭର ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି। ସୂଚନା ମୁତାବକ, ଆଜି ଏକ ଟ୍ୟାଙ୍କରରେ ଡିଜେଲ ଭର୍ତ୍ତି ହୋଇ ଭୁବନେଶ୍ୱରୀ କୋଲକରିଡ଼ର ରାସ୍ତାରେ ଯାଉଥିବା ବେଳେ ହଠାତ୍ କୌଣସି…
ଅନୁଗୁଳ: ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଅନୁଗୁଳ କୋର୍ଟ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।ସୂଚନା ମୁତାବକ, ଗତ ୧୫. ୧୦. ୨୦୨୩ଦିନ ଅପରାହ୍ନ ରେ ଅନୁଗୁଳ ଜିଲ୍ଲା ବାଗେଡ଼ିଆ ଥାନା ଅଞ୍ଚଳର ଜଣେ ନାବାଳିକା ଏକୁଟିଆ ଘରେ ଶୋଇଥିଲେ।…
ଅନୁଗୁଳ: ବକେୟା ବିଲ ପୈଠ ହୋଇ ନଥିବାରୁ ପାନୀୟ ଜଳ ଯୋଗାଣ ବନ୍ଦ। ଗତ ମାର୍ଚ୍ଚ ମାସଠାରୁ ପୈଠ ହୋଇନି ବିଦ୍ୟୁତ ବିଲ। ଫଳରେ ସ୍ଥାନୀୟ ବଡ଼କେରା ଗାଁର ୨୦୦ ପରିବାର ଓ ବଜାରର ୨୫୦ ଦୋକାନୀଙ୍କ ପାଣି ସଂଯୋଗ କାଟି…