ନୂତନ ମହିଳା ସମ୍ମିଳନୀ କକ୍ଷର ଉଦଘାଟନ କଲେ ଉପବାଚସ୍ପତି

ଅନୁଗୁଳ: ଅନୁଗୁଳ ନିର୍ବାଚନ ମଣ୍ଡଳୀ ବଅଁରପାଳ ବ୍ଲକ ଫୁଲପଡ଼ା ପଞ୍ଚାୟତରେ ନୂତନ ମହିଳା ସମ୍ମିଳନୀ କକ୍ଷର ଉଦଘାଟନ ଓ ପଞ୍ଚାୟତ କାର୍ଯ୍ୟାଳୟର ଫେସିଲିଟି ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ବିଧାନସଭାର ଉପ-ବାଚସ୍ପତି ରଜନୀକାନ୍ତ ସିଂହଙ୍କ ଉପସ୍ଥିତିରେ ଏହି ଦୁଇଟି କାର୍ଯ୍ୟକ୍ରମ ଅନୁଷ୍ଠିତ…

Continue Readingନୂତନ ମହିଳା ସମ୍ମିଳନୀ କକ୍ଷର ଉଦଘାଟନ କଲେ ଉପବାଚସ୍ପତି

ସାତ ମାସ ହେଲା ମିଳିନି ଦରମା, ବାଧ୍ୟ ହୋଇ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଆଶାକର୍ମୀ

ଅନୁଗୁଳ: ସାତ ମାସ ହେଲା ଦରମା ପାଇନଥିବାରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି ଅନୁଗୁଳ ଖମାର ସେକ୍ଟରର ସମସ୍ତ ଆଶା କର୍ମୀ। ଆଶା କର୍ମୀଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘ ସାତ ମାସ ହେଲା ସେମାନେ ଦରମା ପାଇ ନାହାଁନ୍ତି। ଫଳରେ…

Continue Readingସାତ ମାସ ହେଲା ମିଳିନି ଦରମା, ବାଧ୍ୟ ହୋଇ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଆଶାକର୍ମୀ

ଓଡ଼ିଶା କୈବର୍ତ୍ତ ମହାସଭାର ରାଜ୍ୟ ସମ୍ପାଦକ ହେଲେ ତାଳଚେରର ସୁଧୀର ଖଣ୍ଡା

ତାଳଚେର: ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭାର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି ତାଳଚେର ଡେରା ଅଞ୍ଚଳର ସୁଧୀର ଖଣ୍ଡା। ବରଗଡ଼ଠାରେ ଆୟୋଜିତ ୫ମ ସାଧାରଣ ଅଧିବେଶନରେ ଶ୍ରୀ ଖଣ୍ଡାଙ୍କୁ ସର୍ବସମ୍ମତିକ୍ରମେ ସମ୍ପାଦକ ମନୋନୀତ କରାଯାଇଛି। ଆଗାମୀ ୫ ବର୍ଷ…

Continue Readingଓଡ଼ିଶା କୈବର୍ତ୍ତ ମହାସଭାର ରାଜ୍ୟ ସମ୍ପାଦକ ହେଲେ ତାଳଚେରର ସୁଧୀର ଖଣ୍ଡା

ସ୍ଥାୟୀ ନିଯୁକ୍ତି ଦାବିରେ ଆଉଟ୍ ଡୋର କ୍ୟାମ୍ପ ବନ୍ଦ ରଖିଛନ୍ତି ରକ୍ତ ଭଣ୍ଡାର କର୍ମଚାରୀ, ରୋଗୀ ହନ୍ତସନ୍ତ

ଅନୁଗୁଳ: ସ୍ଥାନୀୟ ରକ୍ତ ଭଣ୍ଡାରର କର୍ମଚାରୀମାବେ ସ୍ଥାୟୀ ନିଯୁକ୍ତି ନେଇ ଦାବି କରିଛନ୍ତି। ଏଥିପାଇଁ ସେମାନେ ଗତ ୧୨ ତାରିଖରୁ କଳା ବ୍ୟାଚ ପିନ୍ଧି କାର୍ଯ୍ୟ କରୁଥିବା ବେଳେ ୨୬ରୁ ଆଉଟ ଡୋର କ୍ୟାମ୍ପକୁ ବନ୍ଦ କରିଛନ୍ତି। ତଥାପି ତାଙ୍କ କଥା…

Continue Readingସ୍ଥାୟୀ ନିଯୁକ୍ତି ଦାବିରେ ଆଉଟ୍ ଡୋର କ୍ୟାମ୍ପ ବନ୍ଦ ରଖିଛନ୍ତି ରକ୍ତ ଭଣ୍ଡାର କର୍ମଚାରୀ, ରୋଗୀ ହନ୍ତସନ୍ତ

ହୋଣ୍ଡାର ନୂତନ ଶୋରୁମ୍ ଉଦ୍‌ଘାଟିତ

ଅନୁଗୁଳ: ଆଠମଲ୍ଲିକଠାରେ ସୋମବାର ହୋଣ୍ଡା ମଟରସାଇକେଲ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆର ନୂତନ ଶୋରୁମ ‘ମମତା ମୋଟର୍ସ’ ଉଦ୍‌ଘାଟିତ ହୋଇଯାଇଛି । ଯେଉଁଥରେ ହୋଣ୍ଡାର ସମସ୍ତ ପ୍ରକାରର ମଟର ସାଇକେଲ ଏବଂ ସ୍କୁଟର ଉପଲବ୍ଧ ରହିବ। ନୂତନ ଗାଡ଼ି ବିକ୍ରି ସହ ଉତ୍ତମ…

Continue Readingହୋଣ୍ଡାର ନୂତନ ଶୋରୁମ୍ ଉଦ୍‌ଘାଟିତ

ଓଲଟିଲା ସ୍କୁଲ ପିଲାଙ୍କୁ ନେଇ ଫେରୁଥିବା ଅଟୋ, ୫ ଶିଶୁ ଆହତ

ଅନୁଗୁଳ: ଆଜି ସ୍ଥାନୀୟ ପୋକତୁଙ୍ଗା ଗାଁ ନିକଟରେ ସ୍କୁଲ ପିଲାଙ୍କୁ ନେଇ ଆସୁଥିବା ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୫ ଜଣ ଶିଶୁ ଆହତ ହୋଇଛନ୍ତି। ସମସ୍ତଙ୍କୁ ବନ୍ତଳା ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ…

Continue Readingଓଲଟିଲା ସ୍କୁଲ ପିଲାଙ୍କୁ ନେଇ ଫେରୁଥିବା ଅଟୋ, ୫ ଶିଶୁ ଆହତ

ଗୋଡ଼ିବନ୍ଧ- କଣିହାଁ ରାସ୍ତା ମରାମତି ଦାବିରେ ୫ରେ ଧାରଣା ଦେବ ବିଜେପି

କଣିହାଁ: କଣିହାଁ ଠାରୁ ଗୋଡ଼ି ବନ୍ଧ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଥିବାରୁ ତୁରନ୍ତ ରାସ୍ତା ମରାମତି ପାଇଁ ଦାବି କରିଛି ବିଜେପି। ବିଜେପିର ଅଭିଯୋଗ ମୁତାବକ, କଣିହାଁ ବ୍ଲକର ୨୬ଟି ପଞ୍ଚାୟତ ଏହି ରାସ୍ତା ଉପରେ ନିର୍ଭରଶୀଳ। ଏହା କଣିହାଁ…

Continue Readingଗୋଡ଼ିବନ୍ଧ- କଣିହାଁ ରାସ୍ତା ମରାମତି ଦାବିରେ ୫ରେ ଧାରଣା ଦେବ ବିଜେପି

ଡ୍ରେନ ସଫେଇ ବେଳେ ଭୁଶୁଡ଼ିଲା କାନ୍ଥ, ୫ ଆହତ

ଅନୁଗୁଳ: ସ୍ଥାନୀୟ ସିମିଳିପଡା ଭାରତ ନଗରରେ ଡ୍ରେନ କାମ ଚାଲିଥିବା ବେଳେ କାନ୍ଥ ଭୁଶୁଡ଼ି ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସୂଚନା ମୁତାବକ, ଅନୁଗୁଳ ପୌରପାଳିକା ପକ୍ଷରୁ ଡ୍ରେନ ସଫେଇ କରାଯାଉଥିବା ବେଳେ…

Continue Readingଡ୍ରେନ ସଫେଇ ବେଳେ ଭୁଶୁଡ଼ିଲା କାନ୍ଥ, ୫ ଆହତ

ଭୁଜାଲିରେ ଆକ୍ରମଣ କରି ମଦ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ୍, ଲହୁଲୁହାଣ ଅବସ୍ଥାରେ ହସ୍ପିଟାଲରେ ହେଲେ ଭର୍ତ୍ତି

ଅନୁଗୁଳ: ଗୁଳିମାଡ଼ ଓ ଭୁଜାଲିରେ ଆକ୍ରମଣ କରି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଆଜି ସକାଳେ ସ୍ଥାନୀୟ ବଅଁରପାଳ ବ୍ଲକ କୁରୁଡ଼ୋଲ ନିକଟରେ ଜଣେ ମଦ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରି ତାଙ୍କ ଠାରୁ ଟଙ୍କା ଲୁଟ୍ ହୋଇଛି। ଲୁଟର ଶିକାର ହୋଇଥିବା…

Continue Readingଭୁଜାଲିରେ ଆକ୍ରମଣ କରି ମଦ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ୍, ଲହୁଲୁହାଣ ଅବସ୍ଥାରେ ହସ୍ପିଟାଲରେ ହେଲେ ଭର୍ତ୍ତି

ବାଡ଼ିରେ ପଶି ଗାଈ ଖାଇବାରୁ ମହିଳାକୁ ଆକ୍ରମଣ, ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ

ଅନୁଗୁଳ: ବଅଁରପାଳ ଥାନା ଅନ୍ତର୍ଗତ ଗଡସନ୍ତ୍ରୀ ପଞ୍ଚାୟତର ନଳଚନ୍ଦ୍ରପୁର ଗାଁରେ ବାଡ଼ିରେ ଗାଈ ପଶିବାରୁ ମହିଳାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ମହିଳା ହେଲେ ସରୋଜିନୀ ଭୁକ୍ତା। ସରୋଜିନୀଙ୍କ ଅଭିଯୋଗ ମୁତାବକ, ତାଙ୍କ ଗାଈ ଓ…

Continue Readingବାଡ଼ିରେ ପଶି ଗାଈ ଖାଇବାରୁ ମହିଳାକୁ ଆକ୍ରମଣ, ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ