ମହାନଦୀରେ ବନ୍ୟା : ଅନୁଗୁଳର ଅନେକ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ, ପାଣି ଘେରରେ ଜୀବନ

ଅନୁଗୁଳ: ଫୁଲୁଛି ମହାନଦୀ। ଆଠମଲ୍ଲିକ ଓ ଟିକରପଡ଼ାରେ ଜଳସ୍ତର ବିପଦ ସଙ୍କେତ ଟପିଯାଇଛି। ଏହା ପ୍ରଭାବରେ ଏବେ ହଜାର ହଜାର ଲୋକ ଜଳବନ୍ଦୀ ଅଛନ୍ତି। ଅନୁଗୁଳ ବ୍ଲକ୍‌ ଟିକରପଡ଼ା ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥିବା ବେଳେ ଆଠମଲ୍ଲିକ ବ୍ଲକ୍‌ର କୁଦଗାଁ…

Continue Readingମହାନଦୀରେ ବନ୍ୟା : ଅନୁଗୁଳର ଅନେକ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ, ପାଣି ଘେରରେ ଜୀବନ

ଡକାୟତି ଯୋଜନା ପଣ୍ଡ, ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଅନୁଗୁଳ: ଡକାୟତି ଯୋଜନା ପଣ୍ଡ। ଆଜି ସ୍ଥାନୀୟ ଶିକ୍ଷକପଡା ସାଇ ମନ୍ଦିର ପଛ ପାଖେ ଏକାଠି ହୋଇ ଡକାୟତି ପାଇଁ ଯୋଜନା କରୁଥିବା ୩ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ। ଗିରଫ ୩ ଜଣ ହେଲେ ଘୁଞ୍ଚାପାଳର ରାହୁଲ…

Continue Readingଡକାୟତି ଯୋଜନା ପଣ୍ଡ, ୩ ଜଣଙ୍କୁ ବାନ୍ଧିଲା ପୋଲିସ

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା : ଖୁବଶୀଘ୍ର କିଶୋରୀଙ୍କୁ ମିଳିବ କ୍ୟାନସର ପ୍ରତିଷେଧକ ଟୀକା

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଖୁବଶୀଘ୍ର କିଶୋରୀଙ୍କୁ ମିଳିବ କ୍ୟାନସର ପ୍ରତିଷେଧକ ଟୀକା। କିଶୋରୀଙ୍କୁ କ୍ୟାନସରରୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଣୁ କିଶୋରୀଙ୍କୁ ଦେବେ କ୍ୟାନସର ସୁରକ୍ଷା କବଚ। ୯ରୁ ୧୩ ବର୍ଷର ଝିଅଙ୍କୁ…

Continue Readingରାଜ୍ୟ ସରକାରଙ୍କ ବଡ଼ ଘୋଷଣା : ଖୁବଶୀଘ୍ର କିଶୋରୀଙ୍କୁ ମିଳିବ କ୍ୟାନସର ପ୍ରତିଷେଧକ ଟୀକା

ଆଜାଦି କା ଅମୃତ ମହୋତ୍ସବରେ ଆଠମଲ୍ଲିକରେ ତ୍ରିରଙ୍ଗା ବାଇକ୍ ରାଲି

ଅନୁଗୁଳ: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଛି। ଏ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ଆଜିଠୁ ଦେଶ ବ୍ୟାପୀ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି। ଏ ପରିପ୍ରେକ୍ଷୀରେ…

Continue Readingଆଜାଦି କା ଅମୃତ ମହୋତ୍ସବରେ ଆଠମଲ୍ଲିକରେ ତ୍ରିରଙ୍ଗା ବାଇକ୍ ରାଲି

ଉଠା ଦୋକାନୀଙ୍କ ଆୟ ବୃଦ୍ଧି କରିବା ଲକ୍ଷ୍ୟରେ ମୋଦି ସରକାର

ତାଳଚେର : କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ମନ୍ତ୍ରଣାଳୟ ଆନୁକୂଲ୍ୟରେ ତାଳଚେର ହାଟତୋଟା ଠାରେ ଆୟୋଜିତ ୪ ଦିନିଆ ଷ୍ଟ୍ରିଟ ଭେଣ୍ଡର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଛି। ଆଜିର ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ…

Continue Readingଉଠା ଦୋକାନୀଙ୍କ ଆୟ ବୃଦ୍ଧି କରିବା ଲକ୍ଷ୍ୟରେ ମୋଦି ସରକାର

ଆଇନସେବା ପ୍ରାଧିକରଣ ପକ୍ଷରୁ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜିତ, ୩୯ ଟି ମାମଲାର ହେଲା ଫଇସଲା

ଅନୁଗୁଳ: ଆଜି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଏହି ଲୋକ ଅଦାଲତରେ ୩୯ ଟି ପ୍ରାକ ମକଦ୍ଦମାଜନିତ ମାମଲାର ଫଇସଲା କରାଯାଇଥିଲା। ସେଥିମଧ୍ୟରୁ ୩୪ ଟି ବ୍ୟାଙ୍କ ସମ୍ପର୍କିତ ମାମଲାର ସମାଧାନ କରାଯାଇ…

Continue Readingଆଇନସେବା ପ୍ରାଧିକରଣ ପକ୍ଷରୁ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜିତ, ୩୯ ଟି ମାମଲାର ହେଲା ଫଇସଲା

ସକାଳ ୮ଟା ପୂର୍ବରୁ ଓ ସନ୍ଧ୍ୟା ୭ଟା ପରେ କଲ୍‌ କରି ଗ୍ରାହକଙ୍କୁ ହଇରାଣ କରିପାରିବନି ବ୍ୟାଙ୍କ, କଡ଼ା ନିୟମ ଆଣିଲା ରିଜର୍ଭ ବ୍ୟାଙ୍କ

ଭୁବନେଶ୍ୱର: ଗ୍ରାହକଙ୍କଠାରୁ ଋଣ ଅର୍ଥ ଅସୁଲ ନିୟମକୁ କଡ଼ାକଡ଼ି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଟଙ୍କା ଆଦାୟ କରୁଥିବା ବେଳେ ବଳ ପ୍ରୟୋଗ କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ପରେ ଆର୍‌ବିଆଇ ଏ ସମ୍ପର୍କିତ ନିୟମକୁ ପରିବର୍ତ୍ତନ କରି ଆହୁରି ଶକ୍ତ…

Continue Readingସକାଳ ୮ଟା ପୂର୍ବରୁ ଓ ସନ୍ଧ୍ୟା ୭ଟା ପରେ କଲ୍‌ କରି ଗ୍ରାହକଙ୍କୁ ହଇରାଣ କରିପାରିବନି ବ୍ୟାଙ୍କ, କଡ଼ା ନିୟମ ଆଣିଲା ରିଜର୍ଭ ବ୍ୟାଙ୍କ

ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆୟୋଜିତ

ଅନୁଗୁଳ: ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନରେ ଶୁକ୍ରବାର ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ବଅଁରପାଳ ବ୍ଲକ୍ ୨୭ ନମ୍ବର ଜୋନ୍ ( ବଅଁରପାଳ ମଣ୍ଡଳ) ଓ ୨୮ ନମ୍ବର ଜୋନ୍ (ମହୀଧରପୁର ମଣ୍ଡଳ) ରେ ଆଜାଦୀ…

Continue Readingସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆୟୋଜିତ

ଆଜାଦି କା ଅମୃତ ମହୋତ୍ସବରେ ମହିଳା ସ୍ୱାଧୀନତା ସଂଗ୍ରାମୀ ମାଳତି ଚୌଧୁରୀଙ୍କୁ ବିଜେପିର ଶ୍ରଦ୍ଧାଞ୍ଜଳି

ଅନୁଗୁଳ : ଅନୁଗୁଳ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଆଜାଦି କା ଅମୃତ ମହୋତ୍ସବ ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏ ଅବସରରେ ଆଜି ଅନୁଗୁଳ ମହିଳା ମୋର୍ଚ୍ଚାର ଜିଲ୍ଲା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ନେତୃତ୍ୱରେ ଏକ…

Continue Readingଆଜାଦି କା ଅମୃତ ମହୋତ୍ସବରେ ମହିଳା ସ୍ୱାଧୀନତା ସଂଗ୍ରାମୀ ମାଳତି ଚୌଧୁରୀଙ୍କୁ ବିଜେପିର ଶ୍ରଦ୍ଧାଞ୍ଜଳି

ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲକରି ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲକରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଶୁକ୍ରବାର ଗିରଫ କରିଛି ପୋଲିସ। ସୂଚନା ଯେ, ୨ ବର୍ଷ ତଳେ ବୁଢ଼ାପଙ୍କ ଗାଁର ରାକେଶ ନାଥ(୨୧) ଜଣେ ନାବାଳିକାଙ୍କ ସହ…

Continue Readingନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲକରି ଯୁବକ ଗିରଫ