ରାତି ଅଧରେ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ, ଜଳିଗଲା ୨ ଦୋକାନ

ଅନୁଗୁଳ: ଶୁକ୍ରବାର ବିଳମ୍ବିତ ରାତିରେ ସ୍ଥାନୀୟ ନାଲକୋ ଡେଲି ମାର୍କେଟ ସମ୍ମୁଖସ୍ଥ ୨ଟି ଦୋକାନରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ଛାରଖାର ହୋଇଯାଇଛି। ସୂଚନାନୁଯାୟୀ, ରାତି ପ୍ରାୟ ସାଢ଼େ ୩ଟା ବେଳେ ନାଲକୋ…

Continue Readingରାତି ଅଧରେ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ, ଜଳିଗଲା ୨ ଦୋକାନ

ବାସନ୍ତୀ ଦୁର୍ଗା ପୂଜା କମିଟି ପକ୍ଷରୁ ଜଳ ସେବା କେନ୍ଦ୍ର

ଅନୁଗୁଳ: ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସ୍ଥାନୀୟ ବାସନ୍ତୀ ଦୁର୍ଗା ପୂଜା କମିଟି ପକ୍ଷରୁ ଶୁକ୍ରବାର ଏକ ଜଳ ସେବା କେନ୍ଦ୍ର ଉଦଘାଟିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପୂଜା କମିଟିର ସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକ, ରାଜ୍ୟ ଯୁବ ବିଜେଡି ଯୁଗ୍ମ…

Continue Readingବାସନ୍ତୀ ଦୁର୍ଗା ପୂଜା କମିଟି ପକ୍ଷରୁ ଜଳ ସେବା କେନ୍ଦ୍ର

ସରକାରୀ ମେଡିକାଲ୍ କଲେଜକୁ ସରକାରୀ ପରିଚାଳନା ଦାବି, ମେ ୧୩ ରେ ତାଳଚେର ବନ୍ଦ

ତାଳଚେର: ସପ୍ତାହେ ଭିତରେ ତାଳଚେର ମେଡିକାଲ୍ କଲେଜକୁ ସରକାରୀସ୍ତରୀୟ କାର୍ଯ୍ୟକ୍ଷମ କରାନଗଲେ ଆସନ୍ତା ମେ ୧୩ ରେ ସମ୍ପୂର୍ଣ୍ଣ ବନ୍ଦ ହେବ ତାଳଚେର। ଏଥିସହ ଆଗାମୀ ଜୁନ୍ ୧ ରୁ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ କରାଯିବ ବୋଲି ଆଜି ଚେତାବନୀ…

Continue Readingସରକାରୀ ମେଡିକାଲ୍ କଲେଜକୁ ସରକାରୀ ପରିଚାଳନା ଦାବି, ମେ ୧୩ ରେ ତାଳଚେର ବନ୍ଦ

ବିନା ଫଳକରେ ନିର୍ମାଣ ହେଉଛି ସରକାରୀ ଗୃହ, ଦୁର୍ନୀତି ଅଭିଯୋଗ ଆଣିଲେ ଗ୍ରାମବାସୀ

ଛେଣ୍ତିପଦା: ସ୍ଥାନୀୟ ଛେଣ୍ତିପଦା ବ୍ଲକ୍ ବ୍ରାହ୍ମଣବିଲ ପଞ୍ଚାୟତରେ ସରକାରୀ ଗୃହ ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ବ୍ରାହ୍ମଣବିଲ ଗାଁରୁ ଟାକୁଆ ଯିବା ରାସ୍ତା ଖଜୁରିଖାଇ ମୌଜାରେ ଏକ ସରକାରୀ ଗୃହ ନିର୍ମାଣ କାର୍ଯ୍ୟ ପ୍ରାୟ…

Continue Readingବିନା ଫଳକରେ ନିର୍ମାଣ ହେଉଛି ସରକାରୀ ଗୃହ, ଦୁର୍ନୀତି ଅଭିଯୋଗ ଆଣିଲେ ଗ୍ରାମବାସୀ

ଧୁମଧାମରେ କାଙ୍ଗୁଲା ଗାଁରେ ପ୍ରତିଷ୍ଠା ହେଲା ହନୁମାନ ମନ୍ଦିର

ଅନୁଗୁଳ: ସ୍ଥାନୀୟ ବ୍ଲକ ଅନ୍ତର୍ଗତ କାଙ୍ଗୁଲା ଗାଁରେ ଆଜି ହନୁମାନ ମନ୍ଦିର ପ୍ରତିଷ୍ଠା ହୋଇଛି। ଏ ଅବସରରେ ବୁଧବାର ଗାଁର ମହିଳାମାନେ କଳସ ଯାତ୍ରା ପୂର୍ବକ ଗ୍ରାମ ପରିକ୍ରମା କରି ହନୁମାନ ମନ୍ଦିର ନିକଟକୁ ଆସିଥିଲେ। ତାପରେ ରୀତି ନୀତି ଅନୁଯାୟୀ…

Continue Readingଧୁମଧାମରେ କାଙ୍ଗୁଲା ଗାଁରେ ପ୍ରତିଷ୍ଠା ହେଲା ହନୁମାନ ମନ୍ଦିର

ପୁନଃ ଥଇଥାନ ଦାବିରେ ଜିଲ୍ଲାପାଳ ଅଫିସ ସାମ୍ନାରେ ଛଟେଇ କର୍ମଚାରୀଙ୍କ ଅନଶନ

ଅନୁଗୁଳ: ପୁଣିଥରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଏନଟିପିସି /ଟିଟିପିଏସରୁ ଛଟେଇ କର୍ମଚାରୀ। ସେମାନଙ୍କୁ ପୁଣି ଥରେ ଚାକିରି ଦେବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଆମରଣ ଅନଶନ ଜାରି ରହିଛି। ପ୍ରକାଶ ଯେ, ଏନଟିପିସି /ଟିଟିପିଏସ୍ ପକ୍ଷରୁ ପ୍ରାୟ ୨୦ ବର୍ଷ…

Continue Readingପୁନଃ ଥଇଥାନ ଦାବିରେ ଜିଲ୍ଲାପାଳ ଅଫିସ ସାମ୍ନାରେ ଛଟେଇ କର୍ମଚାରୀଙ୍କ ଅନଶନ

ଜଳଛତ୍ର ଛିନଛତ୍ର: କୋଉଠି ମାଠିଆ ଗଡୁଛି ତ ଆଉ କୋଉଠି ଗାଈ ଭାଙ୍ଗିଦେଲେଣି କୁଡ଼ିଆ

ଅନୁଗୁଳ: ଗରମ କଡ଼େଇରେ ପରିଣତ ହୋଇଛି ଅନୁଗୁଳ। ସ୍ଥାନୀୟ ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଗତ ୭ ଦିନ ହେବ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ଆଜି ତାପମାତ୍ରା ଅଛି ୪୨ ଡିଗ୍ରୀ। ପ୍ରବଳ ଖରା ଗରମ ଯୋଗୁଁ ସକାଳ ୮ ଟା…

Continue Readingଜଳଛତ୍ର ଛିନଛତ୍ର: କୋଉଠି ମାଠିଆ ଗଡୁଛି ତ ଆଉ କୋଉଠି ଗାଈ ଭାଙ୍ଗିଦେଲେଣି କୁଡ଼ିଆ

କୋଇଲା ଅଭାବ ପ୍ରସଙ୍ଗ: ମିଳିତ ବୈଠକର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ନାଲକୋକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଅନୁଗୁଳ/କଟକ: କୋଇଲା ପରିବହନ ପ୍ରସଙ୍ଗରେ ମିଳିତ ବୈଠକର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ନାଲକୋକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ପ୍ରକାଶ ଯେ ନାଲକୋକୁ କୋଇଲା ଯୋଗାଣ କମ୍ କରାଯିବା ଯୋଗୁଁ ପ୍ଲାଣ୍ଟ ବନ୍ଦ ହେବାର ଆଶଙ୍କା ପ୍ରକାଶ ପାଇଛି। ନାଲକୋକୁ ପୂର୍ବ ଭଳି…

Continue Readingକୋଇଲା ଅଭାବ ପ୍ରସଙ୍ଗ: ମିଳିତ ବୈଠକର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ନାଲକୋକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

୩୦ ଯାଏଁ ନିସ୍ତାର ନାହିଁ, ଆଭ୍ୟନ୍ତରୀଣ ଓଡ଼ିଶାରେ ଆହୁରି ବଢିବ ପାରଦ

ଭୁବନେଶ୍ୱର/ଅନୁଗୁଳ: ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ, ଖାସ୍ କରି ପଶ୍ଚିମ ଓଡ଼ିଶାରେ ଚାଲିଛି ନିଆଁ ବର୍ଷା। ବୌଦ୍ଧ, ଝାରସୁଗୁଡ଼ା, ବଲାଙ୍ଗିର, ସୋନପୁର ଓ ଟିଟିଲାଗଡ଼ ଆଦି ସାହରେ ରହିଛି ସର୍ବୋଚ୍ଚ ତାପମାତ୍ରା। ୪୪.୫ ଡିଗ୍ରୀ ତାପମାତ୍ରା ସହ ବୌଦ୍ଧ…

Continue Reading୩୦ ଯାଏଁ ନିସ୍ତାର ନାହିଁ, ଆଭ୍ୟନ୍ତରୀଣ ଓଡ଼ିଶାରେ ଆହୁରି ବଢିବ ପାରଦ

କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣ, ୨ ମହିଳା ଗୁରୁତର

ଅନୁଗୁଳ: କେନ୍ଦୁ ପତ୍ର ଗୋଟାଇବାକୁ ଯାଇଥିବା ମହିଳାଙ୍କୁ ହାତୀ ଆକ୍ରମଣ। ସ୍ଥାନୀୟ ଛେଣ୍ତିପଦା ବନାଞ୍ଚଳ ଡଙ୍ଗାପାଳ ଗାଁ ନିକଟ ଜଙ୍ଗଲରେ କେନ୍ଦୁପତ୍ର ଗୋଟାଇବାକୁ ଯାଇଥିବା ୨ଜଣ ମହିଳା ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଆହତମାନେ ହେଲେ ସେହି ଗାଁର ଚଞ୍ଚଳା ସାହୁ…

Continue Readingକେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣ, ୨ ମହିଳା ଗୁରୁତର