ତାଳଚେର କଲେଜକୁ ମିଳିଲା ୨୦ ଏକର ଜମିପଟ୍ଟା

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସ୍ବୟଂଶାସିତ ମହାବିଦ୍ୟାଳୟକୁ ମଙ୍ଗଳବାର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ୨୦ ଏକର ଜମିପଟ୍ଟା ପ୍ରଦାନ କରିଛନ୍ତି । ଦୀର୍ଘ ଦିନ ଧରି ମହାବିଦ୍ୟାଳୟର ଜମିପଟ୍ଟା ନଥିଲା ବେଳେ କଲେଜରେ ଏକ ସ୍ବତନ୍ତ୍ର ଉତ୍ସବରେ ଜିଲ୍ଲାପାଳ ଶ୍ରୀ…

Continue Readingତାଳଚେର କଲେଜକୁ ମିଳିଲା ୨୦ ଏକର ଜମିପଟ୍ଟା

କୂଅରେ ଗଳି ପଡ଼ିଥିବା ମହିଳାଙ୍କ ଜୀବନ ବଞ୍ଚାଇଲେ ଅଗ୍ନିଶମ କର୍ମଚାରୀ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ କାଙ୍ଗୁଲାର ଜଣେ ମହିଳା ମଙ୍ଗଳବାର ବିଳମ୍ବିତ ରାତିରେ କୂଅରେ ଗଳି ପଡ଼ିଥିଲେ। ଖବର ପାଇଁ ଅଗ୍ନିଶମ କର୍ମଚାରୀ ମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ହୋଇଥିବା ମହିଳାଙ୍କ ନାଁ କମଳୀ ମହାପାତ୍ର (୫୦)…

Continue Readingକୂଅରେ ଗଳି ପଡ଼ିଥିବା ମହିଳାଙ୍କ ଜୀବନ ବଞ୍ଚାଇଲେ ଅଗ୍ନିଶମ କର୍ମଚାରୀ

ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ୪୨ତମ ପ୍ରତିଷ୍ଠା ଦିବସ ପାଳିତ

ଅନୁଗୁଳ : ଆଜି ୪୨ତମ ପ୍ରତିଷ୍ଠା ଦିବସ ପାଳୁଛି ଭାରତୀୟ ଜନତା ପାର୍ଟି। ବିଜେପିର ସମସ୍ତ ଜିଲ୍ଲା ଅଫିସରେ ପ୍ରତିଷ୍ଠା ଦିବସ ବେଶ ଧୁମ୍ ଧାମରେ ପାଳିତ ହୋଇଛି। ଏ ଅବସରରେ ଅନୁଗୁଳ ରଣିଗୋଡ଼ା ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ମଧ୍ୟ…

Continue Readingଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ୪୨ତମ ପ୍ରତିଷ୍ଠା ଦିବସ ପାଳିତ

ଅନୁଗୁଳକୁ ଆସିଲା ୩ ଜରୁରୀକାଳୀନ ସେବା ଗାଡ଼ି

ଅନୁଗୁଳ: ଜିଲ୍ଲାରେ ଘଟୁଥିବା ଦୁର୍ଘଟଣା, ଗଣ୍ଡଗୋଳ ଅବା ଅଗ୍ନିକାଣ୍ଡ ଭଳି ଆପାତକାଳୀନ ସମୟରେ ଜରୁରୀ ସେବା ଯୋଗାଇବାକୁ ପାଇଁ ଅନୁଗୁଳ ପୁଲିସ୍‌କୁ ମିଳିଛି ୩ଟି ଜରୁରୀକାଳୀନ ସେବା ଗାଡ଼ି । ନିକଟରେ ଏହାକୁ ପୁଲିସ୍ ଡିଜି ଲୋକାର୍ପିତ କରିଥିବା ବେଳେ ସୋମବାର…

Continue Readingଅନୁଗୁଳକୁ ଆସିଲା ୩ ଜରୁରୀକାଳୀନ ସେବା ଗାଡ଼ି

ଅଟୋରିକ୍ସା ବ୍ୟାଟେରୀ ଫାଟିଲା

ଅନୁଗୁଳ: ଅନୁଗୁଳ ସହର ଆଶ୍ରମ ଛଜ ନିକଟରେ ଥିବା ପେଟ୍ରୋଲ୍ ପମ୍ପ୍‌ ମଙ୍ଗଳବାର ଏକ ବଡ଼ ଅଘଟଣରୁ ବର୍ତି ଯାଇଛି। ପେଟ୍ରୋଲ୍ ପମ୍ପ୍‌ରେ ଛିଡ଼ା ହୋଇଥିବା ଏକ ଅଟୋରିକ୍ସାର ବ୍ୟାଟେରୀ ବିସ୍ଫୋରଣ ହୋଇଥିଲା। ମାତ୍ର ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ। ସୂଚନା…

Continue Readingଅଟୋରିକ୍ସା ବ୍ୟାଟେରୀ ଫାଟିଲା

ଖାଲି ପଡ଼ିଥିବା ଶିକ୍ଷକ- ଶିକ୍ଷୟିତ୍ରୀ ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବି

ଅନୁଗୁଳ: ରାଜ୍ୟରେ ଖାଲି ପଡ଼ିଥିବା ଶିକ୍ଷକ- ଶିକ୍ଷୟିତ୍ରୀ ପଦବୀ ପୂରଣ ପାଇଁ ଅଲ ଇଣ୍ଡିଆ ଅନ୍ ଏମ୍ପ୍ଲୋୟେଡ୍ ୟୁଥ୍ ଷ୍ଟ୍ରଗଲ୍ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି। ଶିକ୍ଷାର ଘରୋଇକରଣ, ବ୍ୟବସାୟୀକରଣ, ସାମ୍ପ୍ରଦାୟିକରଣ ବନ୍ଦ କରିବା ପାଇଁ କମିଟି ତରଫରୁ ଅନୁଗୁଳ ଜିଲ୍ଲାପାଳଙ୍କ…

Continue Readingଖାଲି ପଡ଼ିଥିବା ଶିକ୍ଷକ- ଶିକ୍ଷୟିତ୍ରୀ ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବି

ଭୋଟ ମାଗିବାକୁ ଯାଇଥିବା ନେତାଙ୍କୁ ୪୦୦୦ ଟଙ୍କିଆ ହ୍ୱିସ୍କି ଅର୍ଡର ଦେଲେ ଅଧ୍ୟାପକ, ଇଲେକ୍ସନ ସରିଗଲା ପଛେ ଧରାଛୁଆଁ ଦେଉନାହାନ୍ତି ପ୍ରାର୍ଥୀ

ଅନୁଗୁଳ: ସାଧାରଣ ଜୀବନରେ ଆମେ ନୈତିକତା, ମୂଲ୍ୟବୋଧ ଉପରେ ଅନେକ କଥା କହିଥାଉ। ଚା ଖଟି, ସୋସିଆଲ ମିଡିଆ, ଭାଷଣ ଆଦି ମାଧ୍ୟମରେ ଏ ସବୁର ପ୍ରଚାର ପ୍ରସାର ମଧ୍ୟ କରୁ। କିନ୍ତୁ ପ୍ରକୃତରେ କିଛି ହାତ ଗଣତି ଲୋକଙ୍କୁ ଛାଡ଼ି…

Continue Readingଭୋଟ ମାଗିବାକୁ ଯାଇଥିବା ନେତାଙ୍କୁ ୪୦୦୦ ଟଙ୍କିଆ ହ୍ୱିସ୍କି ଅର୍ଡର ଦେଲେ ଅଧ୍ୟାପକ, ଇଲେକ୍ସନ ସରିଗଲା ପଛେ ଧରାଛୁଆଁ ଦେଉନାହାନ୍ତି ପ୍ରାର୍ଥୀ

ପାରିବାରିକ କଳହର କରୁଣ ପରିଣତି, ଘରେ ପଶି ଶାଶୁ-ଶ୍ୱଶୁରଙ୍କୁ ହାଣିଲା ଜ୍ୱାଇଁ

ଅନୁଗୁଳ: ଜ୍ୱାଇଁ ଆକ୍ରମଣରେ ଲହୁ ଲୁହାଣ ହେଲେ ଶାଶୁ ଶ୍ୱଶୁର। ନାଲକୋ ଥାନା ଅନ୍ତର୍ଗତ ଗିରଙ୍ଗ ଗ୍ରାମର ଏକ ଦମ୍ପତିଙ୍କୁ ତାଙ୍କ ଜ୍ୱାଇଁ ମାରଣାସ୍ତ୍ରରେ ହାଣି ଦେଇଛନ୍ତି। ପାରିବାରିକ କଳହ ଯୋଗୁ ଜ୍ୱାଇଁ ଏଭଳି କରିଥିବା ସୂଚନା ମିଳିଛି। ତେବେ ଶାଶୁ…

Continue Readingପାରିବାରିକ କଳହର କରୁଣ ପରିଣତି, ଘରେ ପଶି ଶାଶୁ-ଶ୍ୱଶୁରଙ୍କୁ ହାଣିଲା ଜ୍ୱାଇଁ

୨୨ରୁ ମାଲ୍ୟଗିରି ମହୋତ୍ସବ: ତିନିଦିନ ଧରି ଦୁଲୁକିବ ପାଳଲହଡ଼ା

ଅନୁଗୁଳ: ଚଳିତ ମାସ ୨୨ ତାରିଖରୁ ଆରମ୍ଭ ହେବ ଦ୍ଵିତୀୟ ମାଲ୍ୟଗିରି ମହୋତ୍ସବ । ପାଳଲହଡ଼ା ଷ୍ଟାଡିୟମ୍‌ରେ ୩ ଦିନ ବ୍ୟାପୀ ଏହି ମହୋତ୍ସବ ଅନୁଷ୍ଠିତ ହେବ। ଏହାକୁ ଶାନ୍ତିଶୃଙ୍ଖଳାର ସହ ଆୟୋଜନ କରିବା ପାଇଁ ସୋମବାର ଏକ ପ୍ରସ୍ତୁତି ବୈଠକ…

Continue Reading୨୨ରୁ ମାଲ୍ୟଗିରି ମହୋତ୍ସବ: ତିନିଦିନ ଧରି ଦୁଲୁକିବ ପାଳଲହଡ଼ା

ରାତିରେ ଘରେ ପଶି ଦମ୍ପତିଙ୍କୁ ଦଳିଦେଲା ଦନ୍ତା; ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ସନ୍ଥପଡା ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଗାଁର ଶନ୍ତରାମୁଣ୍ଡା ସାହିରେ ଦମ୍ପତିଙ୍କୁ ଏକ ଦନ୍ତା ହାତୀ ଆକ୍ରମଣ କରିଛି। ଏହି ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ…

Continue Readingରାତିରେ ଘରେ ପଶି ଦମ୍ପତିଙ୍କୁ ଦଳିଦେଲା ଦନ୍ତା; ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର