କିଶୋରୀଙ୍କ ପାଇଁ ସଚେତନତା
ଅନୁଗୁଳ: କିଶୋରବସ୍ଥାରେ ଅଧିକ ଯତ୍ନର ଆବଶ୍ୟକତା ରହିଛି। ଶିକ୍ଷାରେ ଯେତେ ଉନ୍ନତି ହେଲେ ମଧ୍ୟ ସଚେତନତା ଅଭାବରୁ କିଶୋରୀମାନେ ସ୍ବାସ୍ଥ୍ୟଗତ ଓ ମାନସିକ ସ୍ତରରେ ପ୍ରଭାବିତ ହୋଇଥାନ୍ତି। ଅନେକ ସମୟରେ ସେମାନେ ଅପରାଧର ଶିକାର ହୋଇଥାନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ଭ୍ରୁଣହତ୍ୟା, ବାଲ୍ୟ…
