ଶେଷ ହେଲା ଅନୁଗୁଳ ଓକିଲ ସଂଘ ନିର୍ବାଚନ ଦିଲ୍ଲିପ ସଭାପତି ଧୃବ ସମ୍ପାଦକ

ଅନୁଗୁଳ: ଅନୁଗୁଳ ଓକିଲ ସଂଘର ନିର୍ବାଚନ ଶନବାର ଶେଷ ହୋଇଛି। ୨ୟ ଥର ପାଇଁ ଆଡଭୋକେଟ ଦିଲ୍ଲିପ ସାହୁ ସଂଘର ସଭାପତିଭାବେ ନିର୍ବାଚିତ ହୋଇଛନ୍ତି। ଉପସଭାପତି ଭାବେ ଭବାନୀ ଶଙ୍କର ପ୍ରଧାନ, ସାଧାରଣ ସମ୍ପାଦକ ଭାବେ ଧୃବ ଚରଣ ସାହୁ, ସହସମ୍ପାଦକ…

Continue Readingଶେଷ ହେଲା ଅନୁଗୁଳ ଓକିଲ ସଂଘ ନିର୍ବାଚନ ଦିଲ୍ଲିପ ସଭାପତି ଧୃବ ସମ୍ପାଦକ

ଟଙ୍କା ହଡ଼ପ ଅଭିଯୋଗରେ ଫାଇନାନ୍ସ ଏଜେଣ୍ଟ ଗିରଫ

ଅନୁଗୁଳ: ଅନୁଗୁଳ ସହରରେ ଥିବା ଏକ ଫାଇନାନ୍ସ ସଂସ୍ଥାରୁ ମିଛରେ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ପୁଲିସ ଶୁକ୍ରବାର ସଂସ୍ଥାରେ ଜଣେ ଏଜେଣ୍ଟଙ୍କୁ ଗିରଫକରିଛି। ସୂଚନା ଯେ, ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଣ୍ଡୁପୁର ରାସ୍ତାରେ ଗୁରୁବାର ଫାଇନାନ୍ସ ସଂସ୍ଥାରେ ଏଜେଣ୍ଟ…

Continue Readingଟଙ୍କା ହଡ଼ପ ଅଭିଯୋଗରେ ଫାଇନାନ୍ସ ଏଜେଣ୍ଟ ଗିରଫ

ଆଜି ପୌର ନିର୍ବାଚନ, ୪୦ ବୁଥରେ ହେବ ମତଦାନ

ଅନୁଗୁଳ: ଅନୁଗୁଳ ପୌର ନିର୍ବାଚନ ପାଇଁ ଗୁରୁବାର ଭୋଟ ଗ୍ରହଣ ହେବ। ପୌର ପରିଷଦର ୨୩ଟି ୱାର୍ଡ ପାଇଁ ହେଉଥିବା ନିର୍ବାଚନରେ ୨୧ଟି ମତଦାନ କେନ୍ଦ୍ରର ୪୦ଟି ବୁଥ୍‌ରେ ୮ଟାରୁ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ଚଳିତ ନିର୍ବାଚନରେ…

Continue Readingଆଜି ପୌର ନିର୍ବାଚନ, ୪୦ ବୁଥରେ ହେବ ମତଦାନ

ଚୋରି ଅଭିଯୋଗରେ ଡେଲିଭରି ବୟ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ପୁଲିସ ବୁଧବାର ଚୋରି ଅଭିଯୋଗରେ ଜଣେ ଡେଲିଭରି ବୟଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ଅନୁଗୁଳ ଡେଲିଭରି ଡଟ୍ କମ୍ ନାମକ ଏକ ସଂସ୍ଥାର ସହକାରୀ ସିକ୍ୟୁରିଟି ଅଧିକାରୀ ବିଭୁତି ଭୂଷଣ…

Continue Readingଚୋରି ଅଭିଯୋଗରେ ଡେଲିଭରି ବୟ ଗିରଫ

କ୍ୟାମ୍ପସ୍‌ରେ ଠିଆ ହୋଇଥିବା ବେଳେ ହଠାତ୍‌ ଜଳିଗଲା ୨ କଲେଜ ବସ୍‌

ଅନୁଗୁଳ: ସର୍ଟ ସର୍କିଟ୍‌ ଯୋଗୁ ବସ୍‌ରେ ଲାଗିଲା ନିଆଁ। ମଙ୍ଗଳବାର ଅନୁଗୁଳ ଉପକଣ୍ଠ ପଞ୍ଚମହଲା ସ୍ଥିତ ଆଦର୍ଶ ଇଞ୍ଜିନିୟରିଂ କଲେଜର ଦୁଇଟି ବସ୍‌ରେ ନିଆଁ ଲାଗିଯାଇଛି। ଖବର ପାଇ ଆଗ୍ନିକମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏହି ଘଟଣାରେ କେହି ମୃତାହତ…

Continue Readingକ୍ୟାମ୍ପସ୍‌ରେ ଠିଆ ହୋଇଥିବା ବେଳେ ହଠାତ୍‌ ଜଳିଗଲା ୨ କଲେଜ ବସ୍‌

୨୨ ନ˚ ୱାର୍ଡରେ ଶଙ୍ଖ ଚିହ୍ନର ପ୍ରଚାର ଜମୁଛି

ଅନୁଗୁଳ: ଅନୁଗୁଳ ପୌର ପରିଷଦର ୨୨ ନ˚ ୱାର୍ଡ କାଉନ୍‌ସିଲର ପ୍ରାର୍ଥୀ ଶ୍ରୀମତୀ ଖୁସ୍‌ବୁ ଅଗ୍ରଵାଲା ପ୍ରତି ଦିନକୁ ଦିନ ଜନ ସମର୍ଥନ ବଢ଼ିବାରେ ଲାଗିଛି। ସେ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି। ୨୨ ନ˚ ୱାର୍ଡଟି ମଦନମୋହନପଡ଼ା, ମିଶ୍ରପଡ଼ା, ହରିମହୁରି…

Continue Reading୨୨ ନ˚ ୱାର୍ଡରେ ଶଙ୍ଖ ଚିହ୍ନର ପ୍ରଚାର ଜମୁଛି

୧୯ ନ˚ ୱାର୍ଡ: ବଳରାମ ଜେନାଙ୍କୁ ମିଳୁଛି ଅଧିକ ସମର୍ଥନ

ଅନୁଗୁଳ: ପୌର ନିର୍ବାଚନ ସରିବାକୁ ଆଉ ମାତ୍ର ୩ ଦିନ ବାକି ରହିଥିବା ବେଳେ ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାରକୁ ଜୋରଦାର କରିଛନ୍ତି। ଏଭଳି ସ୍ଥିତିରେ ଅନୁଗୁଳ ପୌରପରିଷଦର ୧୯ ନ˚ ୱାର୍ଡ ବିଜେଡି ପ୍ରାର୍ଥୀ ବଳରାମ ଜେନାଙ୍କ ପ୍ରତି ଭୋଟରଙ୍କ ଅଧିକ…

Continue Reading୧୯ ନ˚ ୱାର୍ଡ: ବଳରାମ ଜେନାଙ୍କୁ ମିଳୁଛି ଅଧିକ ସମର୍ଥନ

ମା’ ହିଙ୍ଗୁଳାଙ୍କ ଯାତ୍ରା ଓ ୨୦ତମ ଲୋକ ମହୋତ୍ସବ ପ୍ରସ୍ତୁତି ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଓ ୨୦ତମ ଲୋକ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଗୋପାଳପ୍ରସାଦ ସ୍ଥିତ ମା' ହିଙ୍ଗୁଳା ପୀଠ ପରିସରରେ ରବିବାର ଅନୁଷ୍ଠିତ ହୋଇଛି। ଏଥିରେ ତାଳଚେର ଉପଜିଲାପାଳ ତଥା…

Continue Readingମା’ ହିଙ୍ଗୁଳାଙ୍କ ଯାତ୍ରା ଓ ୨୦ତମ ଲୋକ ମହୋତ୍ସବ ପ୍ରସ୍ତୁତି ବୈଠକ

ଘଣ୍ଟପଡା ଭାଗବତ ଟୁଙ୍ଗିର ୨୦ତମ ବାର୍ଷିକ ଭାଗବତ ପାରାୟଣ ଅନୁଷ୍ଠିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଘଣ୍ଟପଡା ଗ୍ରାମ ବୈଷ୍ଣବ ରଗୁଡି ନିକଟସ୍ଥ ଭାଗବତ ଟୁଙ୍ଗୀ ପରିସରରେ ୨୦ତମ ବାର୍ଷିକ ଭାଗବତ ପାରାୟଣ ସପ୍ତାହ ରବିବାର ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟହ ସଂଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମରେ ବ୍ରାହ୍ମଣୀଦେଇ ଆଶ୍ରମର ସ୍ଵାମୀ ସଚ୍ଚିଦାନନ୍ଦ…

Continue Readingଘଣ୍ଟପଡା ଭାଗବତ ଟୁଙ୍ଗିର ୨୦ତମ ବାର୍ଷିକ ଭାଗବତ ପାରାୟଣ ଅନୁଷ୍ଠିତ

ବିଜେପିର ପୌର ନିର୍ବାଚନୀ ଇସ୍ତାହାର ଉନ୍ମୋଚିତ

ଅନୁଗୁଳ: ଅନୁଗୁଳ ସ୍ଥାନୀୟ ଏକ ହୋଟେଲ୍ ଠାରେ ରବିବାର ଅପରାହ୍ନରେ ଜିଲ୍ଲା ବିଜେପିର ପୌର ନିର୍ବାଚନୀ ଇସ୍ତାହାର ଉନ୍ମୋଚିତ ହୋଇଯାଇଛି। ଏହି ସମାରୋହରେ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଦିଲେଶ୍ୱର ପ୍ରଧାନ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନ, ନଗରପାଳ ପ୍ରାର୍ଥୀ ଦିଲୀପ…

Continue Readingବିଜେପିର ପୌର ନିର୍ବାଚନୀ ଇସ୍ତାହାର ଉନ୍ମୋଚିତ