ରାଜ୍ୟସ୍ତରୀୟ“କଳା ଉତ୍ସବ-୨୦୨୫”ରେ ଓ.ପି. ଜିନ୍ଦଲ ସ୍କୁଲର ଛାତ୍ରଛାତ୍ରୀ ପୁରସ୍କୃତ
ଅନୁଗୁଳ: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଭୁବନେଶ୍ୱରର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ “କଳା ଉତ୍ସବ-୨୦୨୫”ରେ ଅନୁଗୁଳର ଓ.ପି. ଜିନ୍ଦଲ ସ୍କୁଲର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ଏକାଧିକ ପୁରସ୍କାର ହାସଲ କରିଛନ୍ତି। ସ୍କୁଲର ସୋହମ ସାରଙ୍ଗ ମେଣ୍ଡାଲକରଙ୍କୁ ଏକକ…
