ପ୍ରସ୍ତାବିତ ସ୍ବତନ୍ତ୍ର ହାତୀ ଚଲାପଥ ପ୍ରକଳ୍ପ ଶୀତଳ ଭଣ୍ତାରରେ

ଅନୁଗୁଳ: ରାଜ୍ୟରେ ଥିବା ପ୍ରସ୍ତାବିତ ୧୪ ଟି ସ୍ବତନ୍ତ୍ର ହାତୀ ଚଲାପଥ ପ୍ରକଳ୍ପ ଶୀତଳ ଭଣ୍ତାରରେ ପଡ଼ିଥିବାରୁ ଏନ୍‌ଜିଟି କ୍ଷୁବ୍ଧ ହୋଇଛି। ଏହି ପ୍ରକଳ୍ପ ନେଇ ସବିଶେଷ ଆକ୍ସନ ପ୍ଲାନ୍‌ ଏନ୍‌ଜିଟିକୁ ଦିଆଯାଇ ନଥିବାରୁ ସେ ଏବେ ସରକାରଙ୍କୁ ଚରମ ବାଣୀ…

Continue Readingପ୍ରସ୍ତାବିତ ସ୍ବତନ୍ତ୍ର ହାତୀ ଚଲାପଥ ପ୍ରକଳ୍ପ ଶୀତଳ ଭଣ୍ତାରରେ

ଚାଷୀ ଆନ୍ଦୋଳନ ସମର୍ଥନରେ ଭାରତ ବନ୍ଦ

ଅନୁଗୁଳ: କେନ୍ଦ୍ର କୃଷି ନୀତି ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି କୃଷକ। ଆନ୍ଦୋଳନକୁ ସମର୍ଥନ କରି ଚାଷୀ, ଶ୍ରମିକ ସଂଗଠନ ଓ ବିଭିନ୍ନ ରାଜନୈତିକ ଦଳ ମଙ୍ଗଳବାର ଭାରତ ବନ୍ଦରେ ସାମିଲ ହୋଇଥିଲେ। ଏହି ସର୍ଭତାରତୀୟ ବନ୍ଦ ଆନ୍ଦେଳନର ମିଶ୍ରିତ ପ୍ରଭାବ ଅନୁଗୁଳରେ…

Continue Readingଚାଷୀ ଆନ୍ଦୋଳନ ସମର୍ଥନରେ ଭାରତ ବନ୍ଦ

ନୂଆବର୍ଷରୁ ଟୋଲ୍‌ ପ୍ଲାଜାରେ ନଗଦ କାରବାର ବନ୍ଦ

ଅନୁଗୁଳ: ନୂଆବର୍ଷରୁ ଦେଶର ଜାତୀୟ ରାଜପଥ ଗୁଡିକରେ ଥିବା ସବୁ ଟୋଲ୍‌ ପ୍ଲାଜାରେ ନଗଦ କାରବାର ବନ୍ଦ ହେବ। ଫାସ୍‌ଟ୍ୟାଗ୍‌ ବାଧ୍ୟତାମୂଳକ ହେବ। ଟୋଲ୍‌ ପ୍ଲାଜାରେ ନଗଦ କାରବାର ପାଇଁ କୌଣସି ଲେନ୍‌ ରହିବ ନାହିଁ। ତେଣୁ ଗାଡ଼ି ମାଲିକମାନଙ୍କୁ ନିଶ୍ଚିତ…

Continue Readingନୂଆବର୍ଷରୁ ଟୋଲ୍‌ ପ୍ଲାଜାରେ ନଗଦ କାରବାର ବନ୍ଦ

ଅନୁଗୁଳ କୁକୁଡ଼ା ପାଳନ କେନ୍ଦ୍ରରେ ଚିଆଁ ଚାହିଦା ବଢ଼ୁଛି

ଅନୁଗୁଳ: ଅନୁଗୁଳ ସରକାରୀ କୁକୁଡ଼ା ପାଳନ କେନ୍ଦ୍ରର ସି˚ହଭାଗ ଜମି ଅନୁଗୁଳ ମେଡିକାଲ୍‌ ନେଇଯିବା ପରେ କୁକୁଡ଼ା ପାଳନ ଆପାତତଃ ବନ୍ଦ ହୋଇଯାଇଛି। କେବଳ ଜଗୁଆଳି ଅଫିସ୍‌କୁ ଜଗି ବସିଥିବା ବେଳେ ଅବଶିଷ୍ଟ ଜାଗାରେ ଥିବା କୁକୁଡ଼ା ହ୍ୟାଚେରୀ କିନ୍ତୁ ଚିଆଁ…

Continue Readingଅନୁଗୁଳ କୁକୁଡ଼ା ପାଳନ କେନ୍ଦ୍ରରେ ଚିଆଁ ଚାହିଦା ବଢ଼ୁଛି

ସିଡିଏମଓ ଅଫିସ ଆଗରେ ଡାକ୍ତର ସଂଘର ବିକ୍ଷୋଭ

ଅନୁଗୁଳ: ସିଡିଏମଓ ଅଫିସ ଆଗରେ ଅନୁଗୁଳ ଜିଲ୍ଲା ଓମସା ଏବଂ ଆଇଏମଏ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ପକ୍ଷରୁ ଆୟୁଷ ଡାକ୍ତରମାନେ ସର୍ଜରୀ କରିପାରିବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିବାରୁ ଏହାକୁ ବିରୋଧ କରି ଡାକ୍ତରମାନେ…

Continue Readingସିଡିଏମଓ ଅଫିସ ଆଗରେ ଡାକ୍ତର ସଂଘର ବିକ୍ଷୋଭ

ଅସହାୟ ରୋଗୀଙ୍କ ଚିକିତ୍ସା ପାଇଁ ଜିଲ୍ଲାପାଳ ଦେଲେ ସହାୟତା

ଅନୁଗୁଳ: ଛେଣ୍ତିପଦା ଖଜୁରିଆ ସାହିର ପୂର୍ଣ୍ଣ ବେହେରାଙ୍କ ରୋଗିଣା ପୁଅର ରାଜ କୁମାର ବେହେରା (୩୪)ଙ୍କ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ୫ ହଜାର ଟଙ୍କା ରେଡ୍‌କ୍ରସ୍‌ ପାଣ୍ଠିରୁ ପ୍ରଦାନ କରିଛନ୍ତି। ପୂର୍ଣ୍ଣଚନ୍ଦ୍ର ଜଣେ ଶ୍ରମଜୀବୀ। ଅସୁସ୍ଥତା…

Continue Readingଅସହାୟ ରୋଗୀଙ୍କ ଚିକିତ୍ସା ପାଇଁ ଜିଲ୍ଲାପାଳ ଦେଲେ ସହାୟତା

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ କୋଭିଡ୍‌-୧୯ ପାଇଁ ବଅଁରପାଳ ଶିକ୍ଷକ ସ˚ଘର ସହାୟତା

ଅନୁଗୁଳ: ସୋମବାର ବଅଁରପାଳ ବ୍ଲକ୍‌ ଶିକ୍ଷକ ସ˚ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍‌ ପାଣ୍ଠିକୁ ସହାୟତା ପ୍ରଦାନ କରାଯାଇଛି। ବ୍ଲକ୍‌ର ୬୪୦ ଜଣ ବିଭିନ୍ନ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରତ୍ୟେକ ଗୋଟିଏ ଦିନର ବେତନ ଦାନ କରିଛନ୍ତି। ମୋଟ ୬ ଲକ୍ଷ ୯୮…

Continue Readingମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ କୋଭିଡ୍‌-୧୯ ପାଇଁ ବଅଁରପାଳ ଶିକ୍ଷକ ସ˚ଘର ସହାୟତା

ପାର୍କି˚ ସମସ୍ୟା ଅସମ୍ଭାଳ

ଅନୁଗୁଳ: ଅନୁଗୁଳ ସହରକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ବହୁ ଯୋଜନା ହୋଇଛି। କିନ୍ତୁ ଏଥିରେ ଅନ୍ତରାୟ ସୃଷ୍ଟି କରିଛି ମାଳମାଳ ଅଟୋରିକ୍ସା। ପୌରପାଳିକା ମଧ୍ୟରେ ପ୍ରାୟ ଦେଢ଼ଶହ ଅଟୋରିକ୍ସା ଦୈନିକ ଚଳାଚଳ କରୁଛନ୍ତି। ଏମାନେ ରେଳ ଷ୍ଟେସନ୍‌, ବସ୍‌ଷ୍ଟାଣ୍ତ ସମେତ ଆଖପାଖ…

Continue Readingପାର୍କି˚ ସମସ୍ୟା ଅସମ୍ଭାଳ

ଭୁବନେଶ୍ୱର ପୁଲିସ୍ କବଜାରେ ମୋବାଇଲ୍ ଫୋନ୍ ଲୁଟେରା ଗ୍ୟାଙ୍ଗ

ଅନୁଗୁଳ: ଭୁବନେଶ୍ୱର ସହିଦନଗରରୁ ଏକ ମୋବାଇଲ୍ ଫୋନ୍ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ପୁଲିସ । ମାଳ ମାଳ ମୋବାଇଲ୍ ଫୋନ୍ ଜବତ ହୋଇଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଶତାଧିକ ଫୋନ୍ ଉଦ୍ଧାର ହୋଇଛି।…

Continue Readingଭୁବନେଶ୍ୱର ପୁଲିସ୍ କବଜାରେ ମୋବାଇଲ୍ ଫୋନ୍ ଲୁଟେରା ଗ୍ୟାଙ୍ଗ

ଚାଷୀ ସ˚ଗଠନର ଭାରତ ବନ୍ଦକୁ ମିଳୁଛି ସମର୍ଥନ

ଅନୁଗୁଳ: ଡିସେମ୍ବର ୮ ତାରିଖରେ ଚାଷୀ ସ˚ଗଠନ ପକ୍ଷରୁ ଆହୂତ ଭାରତ ବନ୍ଦ ଘୋଷଣାକୁ ବିଭିନ୍ନ ସ˚ଗଠନ ଓ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି। କୃଷି ସ˚ସ୍କାର ନାଁରେ କେନ୍ଦ୍ର ସରକାର ଯେଉଁ ଆଇନ କରିଛନ୍ତି ତାକୁ ବିରୋଧ କରିଛି ମିଳିତ…

Continue Readingଚାଷୀ ସ˚ଗଠନର ଭାରତ ବନ୍ଦକୁ ମିଳୁଛି ସମର୍ଥନ