ସୋମବାର ଆରମ୍ଭ ହେବ ୧୫ ରୁ ୧୮ ବର୍ଷ ବୟସ ପିଲାମାନଙ୍କ ଟିକାକରଣ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ସୋମବାରଠାରୁ ୧୫ ରୁ ୧୮ ବର୍ଷ ବୟସ ପିଲାମାନଙ୍କ ଟିକାକରଣ ଆରମ୍ଭ ହେବ। ଏହି ଟୀକାକରଣ କାର୍ଯ୍ୟକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ତତ୍ତ୍ବାବଧାନରେ ସ୍ବତନ୍ତ୍ର ଦଳ ଗଠନ କରାଯାଇଛି।…

Continue Readingସୋମବାର ଆରମ୍ଭ ହେବ ୧୫ ରୁ ୧୮ ବର୍ଷ ବୟସ ପିଲାମାନଙ୍କ ଟିକାକରଣ

ଅଗ୍ନିବିପନ୍ନ ପରିବାରକୁ ସହାୟତା

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ଗୁରୁଜାଙ୍ଗୁଲି ପଞ୍ଚାୟତ ଅନ୍ତର୍ଗତ ପଡିଆଭଙ୍ଗା ଗ୍ରାମରେ ଅଗ୍ନିକାଣ୍ଡ ଘଟି ଗାଙ୍ଗୁଲି ନାୟକଙ୍କର ଘରଦ୍ଵାର, ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଏଥିରେ ତାଙ୍କର ମା’ ପୋଡ଼ି ଆହତ ହୋଇଛନ୍ତି। ପକ୍ଷାଘାତ ରୋଗରେ ପୀଡ଼ିତ ଗାଙ୍ଗୁଲି ଏହି…

Continue Readingଅଗ୍ନିବିପନ୍ନ ପରିବାରକୁ ସହାୟତା

ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ

ଅନୁଗୁଳ: ଇଂରାଜୀ ନବବର୍ଷ ଉପଲକ୍ଷେ ଶନିବାର ଅନୁଗୁଳ ପୌରପାଳିକାର ବିଭିନ୍ନ ଅଞ୍ଚଳରେ ଥିବା ମହାପୁରୁଷମାନଙ୍କ ପ୍ରତିମୂଷିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏଥିରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ନେତୃତ୍ବରେ ଜିଲ୍ଲାର ବିଶିଷ୍ଟ ବ୍ୟକ୍ତିମାନେ ସହରର ବିଭିନ୍ନ ସ୍ଥାନରେ ଥିବା…

Continue Readingମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ

ଶତାୟୁ ପୁରୁଷଙ୍କ ପରଲୋକ

ଅନୁଗୁଳ: ଅନୁଗୁଳର ବିଶିଷ୍ଟ ବ୍ୟବସାୟୀ ପଦ୍ମ ଚରଣ ସାହୁଙ୍କ ପିତୃ ବିୟୋଗ ଘଟିଛି। ପଦ୍ମଙ୍କ ପିତା ଝାରୁ ସାହୁଙ୍କ ୧୦୫ ବର୍ଷ ବୟସରେ ତୁରଙ୍ଗ ସ୍ଥିତ ବାସଭବନରେ ମଙ୍ଗଳ ବାର ଅପରହ୍ନରେ ପରଲୋକ ଘଟିଛି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ…

Continue Readingଶତାୟୁ ପୁରୁଷଙ୍କ ପରଲୋକ

ହୁଲୁରିସିଂହାରୁ ବୋଲେରୋ ଚୋରି

ଅନୁଗୁଳ: ଅନୁଗୁଳ ସହରର ହୁଲୁରିସିଂହାରୁ ରବିବାର ବିଳମ୍ବିତ ରାତିରେ ଏକ ବୋଲେରୋ ଚୋରି ହୋଇଯାଇଛି। ଗାଡ଼ି ମାଲିକ ସନ୍ତୋଷ କୁମାର ପ୍ରଧାନ ତାଙ୍କ ବୋଲେରୋ (ଓଆର୧୯ଏମ୧୦୭୭) ହୁଲୁରିସିଂହା ନିଜ ଘର ନିକଟରେ ରଖିଥିଲେ। ମାତ୍ର ସକାଳେ ଆସି ଦେଖିଲା ବେଳକୁ ଘର…

Continue Readingହୁଲୁରିସିଂହାରୁ ବୋଲେରୋ ଚୋରି

ମୋବାଇଲ ଡାଟା ପ୍ୟାକ୍ ଓ ରିଚାର୍ଜ ଦରବୃଦ୍ଧି ବିରୁଦ୍ଧରେ ବିକ୍ଷୋଭ

ଅନୁଗୁଳ: ବର୍ଦ୍ଧିତ ମୋବାଇଲ୍ ଡାଟା ପ୍ୟାକ୍ ସହ ରିଚାର୍ଜ ଦେୟ ପ୍ରତ୍ୟାହାର କରିବା ଦାବିରେ ସୋମବାର ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମୋବାଇଲ୍ ଫୋନ୍ ସର୍ଭିସ୍ ପ୍ରୋଭାଇଡର ସଂସ୍ଥାଗୁଡିକ ଉପରେ ନିୟନ୍ତ୍ରଣ ପାଇଁ ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍…

Continue Readingମୋବାଇଲ ଡାଟା ପ୍ୟାକ୍ ଓ ରିଚାର୍ଜ ଦରବୃଦ୍ଧି ବିରୁଦ୍ଧରେ ବିକ୍ଷୋଭ

ଚୋରି ସୁନା କିଣିବା ଅଭିଯୋଗରେ ଗହଣା ଦୋକାନୀ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅଞ୍ଚଳରେ ଚିନତାଇ ହୋଇଥିବା ସୁନା ଗହଣା କିଣିଥିବା ଅଭିଯୋଗରେ ପୁଲିସ ଜଣେ ଗହଣା ଦେକାନୀଙ୍କୁ ସୋମବାର ଗିରଫକରିଛି। ସୂଚନା ଅନଯାୟୀ, ଗତ କିଛିଦିନ ତଳେ ଅନୁଗୁଳ ସହର ତାମ୍‌ରିତ୍ ‌‌  କଲୋନୀରେ ଜଣେ ମହିଳାଙ୍କ ସୁନା…

Continue Readingଚୋରି ସୁନା କିଣିବା ଅଭିଯୋଗରେ ଗହଣା ଦୋକାନୀ ଗିରଫ

ଆଠମଲିକରେ ପ୍ରତିଷ୍ଠା ହେବ ଗ୍ରୀଡଷ୍ଟେସନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ ଏକ ଗ୍ରୀଡଷ୍ଟେସନ ପ୍ରତିଷ୍ଠା ପାଇଁ ଶୁକ୍ରବାର ରାଜ୍ୟ କ୍ୟାବିନେଟର ମୋହର ବାଜିଛି। ରାଜ୍ୟର କେତେକ ଅଞ୍ଚଳରେ ଲୋଭୋଲ୍ଟେଜ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଚାରୋଟି ସ୍ଥାନରେ ଗ୍ରୀଡଷ୍ଟେସନ ପ୍ରତିଷ୍ଠା କରିବାକୁ ନେଇଥିବା ନିଷ୍ପତ୍ତିକ୍ରମରେ ଆଠମଲ୍ଲିକ…

Continue Readingଆଠମଲିକରେ ପ୍ରତିଷ୍ଠା ହେବ ଗ୍ରୀଡଷ୍ଟେସନ

କୁହୁଡ଼ି ପାଇଁ ୧୦ରୁ ଉର୍ଦ୍ଧ୍ବ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ 

ଅନୁଗୁଳ: ଶୀତ ସାମାନ୍ୟ କମିଛି ।  ଅସହ୍ୟ ଜାଡରରେ ଟିକିଏ ସୁଧାର ଆସିଛି । ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ବଢିବା ସହିତ ଶୀତ କମିଛି । ହେଲେ  ଆସନ୍ତା‌ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ କୁହୁଡ଼ି ହେବାର…

Continue Readingକୁହୁଡ଼ି ପାଇଁ ୧୦ରୁ ଉର୍ଦ୍ଧ୍ବ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ 

ମର୍ଣ୍ଣିଷ୍ଟାର୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ବିଏମ୍‌ସିସି ଚାମ୍ପିୟନ୍‌, ଡିସିସି ରନର୍ସଅପ

ଅନୁଗୁଳ: ମର୍ଣ୍ଣିଷ୍ଟାର୍‌ କ୍ରିକେଟ କ୍ଲବ ତରଫରୁ ସ୍ଥାନୀୟ କଦମ ପଡ଼ିଆରେ ଚାଲିଥିବା ଷଷ୍ଠ ମର୍ଣ୍ଣିଷ୍ଟାର୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ୍‌ରେ ଅନୁଗୋଳର ବିଏମ୍‌ସିସି ଏବଂ ତାଳଚେର ଡିସିସି ମଧ୍ୟରେ ଖେଳା ଯାଇଥିଲା । ମୋଟ ୩ଟି ମ୍ୟାଚ୍‌…

Continue Readingମର୍ଣ୍ଣିଷ୍ଟାର୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ବିଏମ୍‌ସିସି ଚାମ୍ପିୟନ୍‌, ଡିସିସି ରନର୍ସଅପ