ସିଆଇଏସ୍ଏଫ୍ ପକ୍ଷରୁ ସାମାଜିକ ସେବା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଳରାମପ୍ରସାଦସ୍ଥିତ ନକୁଳଚନ୍ଦ୍ର ସ୍ବତନ୍ତ୍ର ଦୃଷ୍ଟିହୀନ ବିଦ୍ୟାଳୟ ପରିସରରେ ରବିବାର ନାଲକୋ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସର ନବନିଯୁକ୍ତ କମାଣ୍ଡାଣ୍ଡ ହେମନ୍ତକୁମାର ବ୍ରହ୍ମା ଭିନ୍ନକ୍ଷମ ଅନ୍ତେବାସୀଙ୍କ ସହ ଭାବ ବିନିମୟ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ସମ୍ପାଦିକା ରେଣୁବାଳା…

Continue Readingସିଆଇଏସ୍ଏଫ୍ ପକ୍ଷରୁ ସାମାଜିକ ସେବା

ଫାଟିଲା ପାଉଁଶ ପାଇପ୍, ଯାତାୟତ ଠପ୍

ଅନୁଗୁଳ : ଅନୁଗୁଳ ଜିଲ୍ଲା କଣିହାଁ, ଏନଟିପିସି ପ୍ରକଳ୍ପ ରେଲୱେ ଲାଇନ କଡ଼ ଦେଇ ଯାଇଥିବା ପାଉଁଶ ପାଇପ୍ ସୋମବାର ସକାଳେ ଫାଟି ଯାଇଛି। ଫଳରେ ଆଜି ସକାଳୁ ବଲାଙ୍ଗୀ ବି କଲୋନୀ ବସ୍ତି ବାସିନ୍ଦାଙ୍କ ଯାତାୟତ ଠପ୍ ହୋଇଛି। ନଟିପିସି ପ୍ରକଳ୍ପ…

Continue Readingଫାଟିଲା ପାଉଁଶ ପାଇପ୍, ଯାତାୟତ ଠପ୍

ବିଜେପି ଯୁବମୋର୍ଚ୍ଚାର ୫ ମଣ୍ଡଳ କମିଟି ଗଠିତ

ଅନୁଗୁଳ: ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ପକ୍ଷରୁ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିଧାନସଭା ଅନ୍ତର୍ଗତ ୫ଟି ମଣ୍ଡଳ କମିଟି ରବିବାର ଗଠିତ ହୋଇଯାଇଛି। ମଣ୍ଡଳ ସଭାପତି ଓ ଜିଲା ଯୁବମୋର୍ଚ୍ଚା ସଭାପତି ସୁଦୀପ୍ତ ସ୍ବାଇଁଙ୍କ ଅନୁମୋଦନ କ୍ରମେ ଆଠମଲ୍ଲିକ ନଗର, କିଶୋରନଗର,…

Continue Readingବିଜେପି ଯୁବମୋର୍ଚ୍ଚାର ୫ ମଣ୍ଡଳ କମିଟି ଗଠିତ

ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ଅନୁଗୁଳ: ଅନୁଗୁଳ ନିର୍ବାଚନ ମଣ୍ଡଳୀ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ଓ ସରକାର ଗ୍ରୁପର ମିଳିତ ସହଯୋଗରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି। ବଅଁରପାଳ ବ୍ଲକ ଅନ୍ତର୍ଗତ ବଲରାମପ୍ରସାଦ ବସଲା ସାହି ଠାରେ ଅନୁଷ୍ଠିତ…

Continue Readingସ୍ବେଚ୍ଛାକୃତ ରକ୍ତଦାନ ଶିବିର

ସିବିଏସ୍‌ଇର ନାରୀବିଦ୍ବେଷୀ ହୀନ ଦୃଷ୍ଟିଭଙ୍ଗୀକୁ ବିରୋଧ

ଅନୁଗୁଳ: ନାରୀ ବିଦ୍ବେଷୀ ପ୍ରଚାରକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ନାରୀର ଅଧିକାର ଓ ମର୍ଯ୍ୟାଦା ସୁନିଶ୍ଚିତ କରିବା ଦାବିରେ ଶନିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ(ଏଆଇଏମ୍ଏସ୍ଏସ୍) ଅନୁଗୁଳ ଜିଲ୍ଲା…

Continue Readingସିବିଏସ୍‌ଇର ନାରୀବିଦ୍ବେଷୀ ହୀନ ଦୃଷ୍ଟିଭଙ୍ଗୀକୁ ବିରୋଧ

ଅନୁଗୁଳରୁ ମେମୁ ଚଳାଚଳ ଦାବିରେ ଆନ୍ଦୋଳନ

ଅନୁଗୁଳ: ଅନୁଗୁଳ-ପୁରୀ ‘ମେମୁ’ ଟ୍ରେନ୍ ଅନୁଗୁଳଠାରୁ ଚଳାଚଳ କରିବା ଦାବିରେ ଏସ୍ୟୁସିଆଇ (କମ୍ୟୁନିଷ୍ଟ) ଅନୁଗୁଳ ଜିଲ୍ଲା କମିଟି ପକ୍ଷରୁ ଶୁକ୍ରବାର ଅନୁଗୁଳ ରେଳ ଷ୍ଟେସନଠାରେ ଆନ୍ଦୋଳନ କରାଯାଇଥିଲା। ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍ ଟ୍ରେନ୍‌ ଚଳାଚଳ କରିବା ସହିତ ସମସ୍ତ ପ୍ରକାର ଯାତ୍ରୀବାହୀ…

Continue Readingଅନୁଗୁଳରୁ ମେମୁ ଚଳାଚଳ ଦାବିରେ ଆନ୍ଦୋଳନ

ଏସ୍‌ଟିଏଫ୍ ଦ୍ଵାରା ତାଳଚେର ଟ୍ରକ୍ ମାଲିକ ସଂଘର ସଭାପତି ଗିରଫ

ଅନୁଗୁଳ: ତାଳଚେର ଟ୍ରକ୍ ମାଲିକ ସଂଘର ସଭାପତି ଦିଲ୍ଲୀପ କୁମାର ପାଣିଙ୍କୁ ଗିରଫ କରିଛି ଏସ୍‌ଟିଏଫ୍ (ସ୍ଵତନ୍ତ୍ର ଟାସ୍କ୍ ଫୋର୍ସ)। ଗୁରୁବାର ସନ୍ଧ୍ୟାରେ ଶ୍ରୀ ପାଣିଙ୍କୁ କୋର୍ଟଚାଲାଣ କରାଯାଇଛି।ପ୍ରକାଶ ଯେ, ଏସ୍‌ଟିଏଫ୍ ୨୦୧୯ ମସିହାରେ କୋଇଲା ଚୋରି ରୋକିବାକୁ ତାଳଚେର ଖଣି…

Continue Readingଏସ୍‌ଟିଏଫ୍ ଦ୍ଵାରା ତାଳଚେର ଟ୍ରକ୍ ମାଲିକ ସଂଘର ସଭାପତି ଗିରଫ

ଇଞ୍ଜିନିୟରିଂ ଆଡମିସନ ସମୟସୀମା ବଢିଲା

ଅନୁଗୁଳ : ଡିସେମ୍ବର ୩୧ ଯାଏ ଇଞ୍ଜିନିୟରିଂ ଆଡମିସନ୍ ସମୟସୀମା ବଢିଲା । ରାଜ୍ୟର ଇଞ୍ଜିନିୟରିଂ କଲେଜ ଗୁଡିକରେ ନାମଲେଖା ସମୟସୀମା ବୃଦ୍ଧି କରାଯାଇଛି । ନାମଲେଖାର ସମୟସୀମା ଚଳିତ ମାସ ୧୫ ତାରିଖ ଯାଏଁ ରାଜ୍ୟ ସରକାରଙ୍କ ଧାର୍ୟ୍ୟ କରିଥିଲେ…

Continue Readingଇଞ୍ଜିନିୟରିଂ ଆଡମିସନ ସମୟସୀମା ବଢିଲା

ପ୍ରସୂତିଙ୍କ ଟଙ୍କା, ସୁନା ମୁଦି ଚୋରି

ଅନୁଗୁଳ: ଚର୍ଚ୍ଚାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ରୋଗୀଙ୍କ ମୂଲ୍ୟବାନ ସାମଗ୍ରୀ ଚୋରି ସାଧାରଣ ଘଟଣାରେ ପରିଣତ ହୋଇଛି। ମେଡିକାଲ୍‌ର ଦାମୀ ଉପକରଣ ସବୁ ନିୟମିତ ଚୋରି ହେଉଛି । ସିସିଟିଭି ଓ ମାଳ ମାଳ ସୁରକ୍ଷାକର୍ମୀ ସତ୍ତ୍ବେ ଏଥିରେ ରୋକ୍ ଲାଗୁ…

Continue Readingପ୍ରସୂତିଙ୍କ ଟଙ୍କା, ସୁନା ମୁଦି ଚୋରି

ନିମ୍ନମାନର ରାସ୍ତା କାର୍ଯ୍ୟ ନେଇ ଜନ ଅସନ୍ତୋଷ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍‌ରେ ଲକ୍ଷାଧ୍ୟକ ଟଙ୍କାର ଗ୍ରାମ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ନେଇ ଜନଅସନ୍ତୋଷ ବୃଦ୍ଧି ପାଇଛି। ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ରେ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଗୁରୁଜାଙ୍ଗ ପଞ୍ଚାୟତ…

Continue Readingନିମ୍ନମାନର ରାସ୍ତା କାର୍ଯ୍ୟ ନେଇ ଜନ ଅସନ୍ତୋଷ