ଶିକ୍ଷକ ଅଭାବ ହେତୁ ବିଦ୍ୟାଳୟରେ ଝୁଲୁଛି ତାଲା

ଅନୁଗୁଳ : ଅନୁଗୁଳ ବ୍ଲକ୍ ଅନ୍ତର୍ଗତ ବଲଙ୍ଗ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ଗ୍ରାମବାସୀ ବିଦ୍ୟାଳୟରେ ତାଲା ଝୁଲାଇଛନ୍ତି। ଏଥିସହ ସୋମବାର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ସେମାନଙ୍କ ଦିବି ଉପସ୍ଥାପନ କରିଛନ୍ତି। ବିଦ୍ୟାଳୟର ୪ ଜଣ ଶିକ୍ଷକ ଅନ୍ୟତ୍ର…

Continue Readingଶିକ୍ଷକ ଅଭାବ ହେତୁ ବିଦ୍ୟାଳୟରେ ଝୁଲୁଛି ତାଲା

କେନ୍ଦ୍ର କୋଇଲା ସଚିବଙ୍କ ଏମସିଏଲ ପରିଦର୍ଶନ

ଅନୁଗୁଳ: ଭାରତ ସରକାରଙ୍କ କୋଇଲା ମନ୍ତ୍ରଣାଳୟର ସଚିବ ଡ. ଅନିଲ କୁମାର ଜୈନ ରବିବାର ଏମସିଏଲର ତାଳଚେର ଠାରେ ବାର୍ଷିକ ୨୦ମିଲିୟନ ଟନ୍‌(ଏମଟିପିୱାଇ) କ୍ଷମତା ବିଶିଷ୍ଟ ଫାଷ୍ଟ ମାଇଲ କନେକ୍ଟିଭିଟି ପ୍ରୋଜେକ୍ଟ/ରାପିଡ ଲୋଡ଼ିଂ ସିଷ୍ଟମର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଭାରତ…

Continue Readingକେନ୍ଦ୍ର କୋଇଲା ସଚିବଙ୍କ ଏମସିଏଲ ପରିଦର୍ଶନ

ହୋଣ୍ଡା ସିବି-୨୦୦ଏକ୍ସର ବାଇକର ବଜାର ପ୍ରବେଶ

ଅନୁଗୁଳ: ଅନୁଗୁଳ ହୋଣ୍ଡା ମୋଟରସାଇକେଲ ଓ ସ୍କୁଟର ଇଣ୍ଡିଆର ଅଧିକୃତ ବିକ୍ରେତା ଲକ୍ଷ୍ମୀହୋଣ୍ଡାଠାରେ ବହୁ ପ୍ରତୀକ୍ଷିତ ମୋଟରସାଇକେଲ ହୋଣ୍ଡା ସିବି ୨୦୦ ଏକ୍ସର ବଜାର ପ୍ରବେଶ ହୋଇଛି। ଏହି କାର୍ଯ୍ୟକ୍ରମରେ ହୋଣ୍ଡା କମ୍ପାନୀର ଜୋନାଲ ମ୍ୟାନେଜର (ସେଲ୍ସ) ଅଜିତ ପଣ୍ଡା, ଜୋନାଲ…

Continue Readingହୋଣ୍ଡା ସିବି-୨୦୦ଏକ୍ସର ବାଇକର ବଜାର ପ୍ରବେଶ

ଜିଲ୍ଲା ଆଇନସେବା ପ୍ରାଧିକରଣର ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ୭୭ଟି ପ୍ରାକ ମୋକଦ୍ଦମା ଜନିତ ମାମଲାର ଫଇସଲା କରାଯାଇଥିଲା। ସେଥିମଧ୍ୟରୁ ୭୪ଟି ବ୍ୟାଙ୍କ ସମ୍ପର୍କିତ ମାମଲାର ଫଇସଲା କରାଯାଇ…

Continue Readingଜିଲ୍ଲା ଆଇନସେବା ପ୍ରାଧିକରଣର ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ୍ ରାଣାପ୍ରତାଙ୍କ ଶେଷକୃତ୍ୟ ସଂପନ୍ନ

ଅନୁଗୁଳ: ତାମିଲନାଡ଼ୁର କୁନ୍ନୁର ଠାରେ ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ବିପିନ ରାୱତଙ୍କ ସହ ସହିଦ ହୋଇଥିବା ଓଡ଼ିଆ ଯବାନ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ଲୀନ ହୋଇଛି। ଶନିବାର ସହିଦ ଯବାନଙ୍କ ପାର୍ଥିବ ଶରୀରକୁ ଜନ୍ମମାଟିରେ ଅନ୍ତିମ ସଂସ୍କାର କରାଯାଇଛି।…

Continue Readingରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ୍ ରାଣାପ୍ରତାଙ୍କ ଶେଷକୃତ୍ୟ ସଂପନ୍ନ

ରାଜ୍ୟ ସରକାରଙ୍କ ବଡ ଘୋଷଣା: ମାର୍ଚ୍ଚ ୨୦୨୨ ଯାଏଁ ମିଳିବ ମାଗଣା ଚାଉଳ

ଅନୁଗୁଳ: ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଆଉ ୪ ମାସ ମାଗଣାରେ ମିଳିବ ଚାଉଳ । ମାଗଣାରେ ଅତିରିକ୍ତ ୫ କିଲୋ ଚାଉଳ ବଣ୍ଟନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…

Continue Readingରାଜ୍ୟ ସରକାରଙ୍କ ବଡ ଘୋଷଣା: ମାର୍ଚ୍ଚ ୨୦୨୨ ଯାଏଁ ମିଳିବ ମାଗଣା ଚାଉଳ

ବୀର ଯବାନ ରାଣାପ୍ରତାପଙ୍କ ପୈତୃକ ଗ୍ରାମରେ ଶେଷକୃତ୍ୟ ପାଇଁ ପ୍ରସ୍ତୁତି

ଅନୁଗୁଳ: ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ସହିଦ ବୀର ଯବାନ ରାଣାପ୍ରତାପ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ପାଇଁ ଜନ୍ମମାଟି କୃଷ୍ଣଚନ୍ଦ୍ରପୁର ଗ୍ରାମରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଶୋକାଅଭିଭୂତ ଗ୍ରାମବାସୀ ବୀର ଯବାନଙ୍କ ପାର୍ଥିବ ଶରୀରର ପ୍ରତୀକ୍ଷାରେ ଚାହିଁ ରହିଛନ୍ତି ।…

Continue Readingବୀର ଯବାନ ରାଣାପ୍ରତାପଙ୍କ ପୈତୃକ ଗ୍ରାମରେ ଶେଷକୃତ୍ୟ ପାଇଁ ପ୍ରସ୍ତୁତି

ନିଖୋଜ ନାବାଳିକା ଉଦ୍ଧାର

ଅନୁଗୁଳ: ଅନୁଗୁଳ ସହରର ଏକ ମଲ୍‌ରେ କାମ କରିବା ପାଇଁ ଆସିଥିବା ଜଣେ ୧୭ ବର୍ଷୀୟ ନାବାଳିକା ନିଖୋଜ ହୋଇଥିବା ଲିଖିତ ଅଭିଯୋଗ ଗତ ନଭେମ୍ବର ମାସ ୨୧ ତାରିଖରେ ଅନୁଗୁଳ ଥାନାରେ ହୋଇଥିଲା। ନିଖୋଜ ଏହି ୧୭ ବର୍ଷୀୟା ନାବାଳିକାକୁ…

Continue Readingନିଖୋଜ ନାବାଳିକା ଉଦ୍ଧାର

ପୂର୍ବତନ କଂଗ୍ରେସ ନେତାଙ୍କ ପରଲୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅଠମଲ୍ଲିକ ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ନେତା ତଥା ଅନୁଗୁଳ ଜିଲ୍ଲା ଟ୍ରକମାଲିକ ସଂଘର ପୂର୍ବତନ କର୍ମକର୍ତ୍ତା ସନ୍ତୋଷ ପ୍ରଧାନଙ୍କ ଗୁରୁବାର ସକାଳେ ପରଲୋକ ହୋଇଛି। ତାଙ୍କୁ ୬୫ ବର୍ଷ ହୋଇଥିଲା। ଅନ୍ତିମ ଶଯ୍ୟା ନିକଟରେ ତାଙ୍କର…

Continue Readingପୂର୍ବତନ କଂଗ୍ରେସ ନେତାଙ୍କ ପରଲୋକ

ଭାଲୁ ଆକ୍ରମଣରେ ୨ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ରେଞ୍ଜର ବଘୁଆକଟା ଗ୍ରାମ ଓ କମଳପୁର ଗ୍ରାମରେ ଶୁକ୍ରବାର ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ଛେଳି ଚରାଇବାକୁ ଯାଇଥିବା ସମୟରେ ବଘୁଆକଟା ଗ୍ରାମର ମୁରାରୀ ବେହେରାଙ୍କୁ ଭାଲୁ ଆକ୍ରମଣ କରିଥିବା ବେଳେ କମଳପୁର ଗ୍ରାମର…

Continue Readingଭାଲୁ ଆକ୍ରମଣରେ ୨ ଗୁରୁତର