ଦୁର୍ନୀତି ଅଭିଯୋଗରେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଵାଗଡିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଣିଆନଟି ସାହିରେ ୫ଲକ୍ଷ ଟଙ୍କାରେ ଏକ କେନାଲର ନିର୍ମାଣ କାର୍ଯ୍ୟକୁ ବିରୋଧ କରିଛନ୍ତି ବଣିଆନଟି ଗ୍ରାମବସୀ। ଫଳରେ ଶନିବାର ଗାଁ ଲୋକମାନେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲାପକାଇ ଦେଇଥିଲେ। ସୂଚନା…

Continue Readingଦୁର୍ନୀତି ଅଭିଯୋଗରେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣକୁ ବିରୋଧ

ଅନୁଗୁଳ: ଶାରଦୀୟ ଦୁର୍ଗାପୂଜା ବେଳେ ପଡୋଶୀ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣକୁ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଘୋର୍ ବିରୋଧ କରାଯାଇଛି। ଭାରତ ସରକାର ଏ ଦିଗରେ ହସ୍ତକ୍ଷେପ କରି ବାଂଲାଦେଶରେ ହିନ୍ଦୁଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଦାବି ହୋଇଛି। ଅନୁଗୁଳ ଜିଲ୍ଲା…

Continue Readingବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣକୁ ବିରୋଧ

ଖଣି ଅଞ୍ଚଳରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଭୁବନେଶ୍ଵରୀ କୋଇଲା ଖଣିରେ କାର୍ଯ୍ୟରତ ଡ୍ରାଇଭରମାନେ ଶୁକ୍ରବାରଠାରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଚଳାଇଛନ୍ତି। ଡ୍ରାଇଭରମାନଙ୍କୁ ବୋନସ୍ ଏବଂ ବର୍ଦ୍ଧିତ ଦେୟ ପ୍ୟାକେଜ କିମ୍ବା ଗିଫ୍‌ଟ ଆକାରରେ ଦେବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଦଶହରା ପରେ ମଧ୍ୟ…

Continue Readingଖଣି ଅଞ୍ଚଳରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

ଲକ୍ଷ୍ମୀପୂଜା ଭସାଣିରେ ଅଘଟଣ ବାଜାବାଲାଙ୍କ ଉପରେ ଟ୍ରାକ୍ଟର ଚଢ଼ିଗଲା,୪ ଆହତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଗଣ୍ଡମାଳା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଲକ୍ଷ୍ମୀପୂଜା ଭସାଣିରେ ଟ୍ରାକ୍ଟର ଧକ୍କାରେ ୪ ଜଣ ଆହତ ହୋଇଥିବା ଜଣାଯାଇଛି ସେମାନଙ୍କୁ ଗୁରୁତର ଅବସ୍ଥାରେ ଖମାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଜିଲ୍ଲା…

Continue Readingଲକ୍ଷ୍ମୀପୂଜା ଭସାଣିରେ ଅଘଟଣ ବାଜାବାଲାଙ୍କ ଉପରେ ଟ୍ରାକ୍ଟର ଚଢ଼ିଗଲା,୪ ଆହତ

ହିଡିସିଂ ଜଳସେଚନ ପ୍ରକଳ୍ପର ସମୀକ୍ଷା କଲେ ଉପବାଚସ୍ପତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ନନ୍ଦପୁର ପଞ୍ଚାୟତ କରଡାସିଙ୍ଗଠାରେ ପ୍ରସ୍ତାବିତ ହିଡିସିଂ ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ କାର୍ଯ୍ୟ ଆଗେଇଛି। ଏହି ପ୍ରକଳ୍ପ ଯୋଗୁଁ ପାଣିରେ ବୁଡୁଥିବା କରତପଟା-ପମ୍ପାସର ପୂର୍ଭବିଭାଗ ରାସ୍ତା ନିମନ୍ତେ ଡାହାଣପାର୍ଶ୍ଵ ପାହାଡ଼ ଉପରେ ଏକ ବିକଳ୍ପ ରାସ୍ତା…

Continue Readingହିଡିସିଂ ଜଳସେଚନ ପ୍ରକଳ୍ପର ସମୀକ୍ଷା କଲେ ଉପବାଚସ୍ପତି

ସୁରେଶ୍ବରୀ ଜଳସେଚନ ଯୋଜନା କାର୍ଯ୍ୟକାରୀ ଦାବି

ଅନୁଗୁଳ : ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍ ସୁରେଶ୍ଵରୀ ଜଳସେଚନ ଯୋଜନା କାର୍ଯ୍ୟକାରୀ ଦାବିରେ ଜୀବନ ଜୀବିକା ଓ କୃଷିଜମି ସୁରକ୍ଷା କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ୨୫ ଅକ୍ଟୋବରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ…

Continue Readingସୁରେଶ୍ବରୀ ଜଳସେଚନ ଯୋଜନା କାର୍ଯ୍ୟକାରୀ ଦାବି

ଶିବ ମନ୍ଦିରରୁ ଚୋରି ଉଦ୍ୟମ ଘଟଣା, ଫେରାର୍ ଅଭିଯୁକ୍ତ ଗିରଫ

ଅନୁଗୁଳ: ମା’ ବୁଢୀ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ଥିବା ଶିବ ମନ୍ଦିରରୁ ଚୋରି ଉଦ୍ୟମ ଘଟଣାରେ ପୁଲିସ୍ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା, ଦେବାଶିଷ ବେହେରା(୨୮)। ତା’ର ଘର ଢେଙ୍କାନାଳ ଜିଲ୍ଲା ଟାଉନ୍ ଥାନା ଇଲାକା…

Continue Readingଶିବ ମନ୍ଦିରରୁ ଚୋରି ଉଦ୍ୟମ ଘଟଣା, ଫେରାର୍ ଅଭିଯୁକ୍ତ ଗିରଫ

ରାଣୀଗୋଡାରେ ଗ୍ରାମେଶ୍ଵରୀ ମା’ ବଗାଧରଙ୍କ ପୂଜା

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ରାଣୀଗୋଡା ଗାଁରେ ବୁଧବାର ଗ୍ରାମେଶ୍ଵରୀ ମା' ବଗାଧରଙ୍କ ପୂଜା ଓ କୁମାର ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି। ଗ୍ରାମବାସୀଙ୍କ ମିଳିତ ସହଯୋଗରେ କୋଭିଡ କଟକଣାକୁ ନଜରରେ ରଖି ନିରାଡମ୍ବର ଭାବରେ ଗ୍ରାମେଶ୍ଵରୀଙ୍କ…

Continue Readingରାଣୀଗୋଡାରେ ଗ୍ରାମେଶ୍ଵରୀ ମା’ ବଗାଧରଙ୍କ ପୂଜା

ମର୍ଣିଂ ୱାକ ବେଳେ ଦଳିଦେଲା ଦନ୍ତା

ଅନୁଗୁଳ: ଅନୁଗୁଳ ଜିଲ୍ଲା ସମଲ୍ ଥାନା ଇଲାକା ଏକଘରିଆ ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଏକଘରିଆ ଗାଁର ଯୋଗେଶ୍ୱର ଦେବତା । ଯୋଗେଶ୍ୱର ସବୁଦିନ ଭଳି ଆଜି ଭୋର୍ ବେଳେ ପ୍ରାତଃ…

Continue Readingମର୍ଣିଂ ୱାକ ବେଳେ ଦଳିଦେଲା ଦନ୍ତା

ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ବିଜେପିର ବିକ୍ଷୋଭ ଓ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତଳିକା ଦାହ

ଅନୁଗୁଳ : କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ସହ ଏଥିରେ ସଂପୃକ୍ତି ଥିବା ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ତୁରନ୍ତ ଇସ୍ତଫା ସହ ଗିରଫ କରିବା…

Continue Readingଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ବିଜେପିର ବିକ୍ଷୋଭ ଓ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତଳିକା ଦାହ