୫୦ ହଜାର ଟଙ୍କାରେ ମା’ଙ୍କ ଆଜ୍ଞାଲଡୁ ନିଲାମ
ଅନୁଗୁଳ: ବିଦାୟ ନେଲେ ମା’ ଦଶଭୁଜା। ଶେଷ ହେଲା ଦଶହରା ପର୍ବ । ତେବେ ରବିବାର ମା’ଙ୍କ ଭସାଣି ପର୍ବ ଉପଲକ୍ଷେ ଅନୁଷ୍ଠିତ ହୋଇଥିଲା ମା’ଙ୍କ ଆଜ୍ଞାଲଡୁ ଓ ଆଜ୍ଞାମାଳ ନିଲାମ। ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଖୋଲୁଆ ଗ୍ରାମରେ ଗତ…
ଅନୁଗୁଳ: ବିଦାୟ ନେଲେ ମା’ ଦଶଭୁଜା। ଶେଷ ହେଲା ଦଶହରା ପର୍ବ । ତେବେ ରବିବାର ମା’ଙ୍କ ଭସାଣି ପର୍ବ ଉପଲକ୍ଷେ ଅନୁଷ୍ଠିତ ହୋଇଥିଲା ମା’ଙ୍କ ଆଜ୍ଞାଲଡୁ ଓ ଆଜ୍ଞାମାଳ ନିଲାମ। ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଖୋଲୁଆ ଗ୍ରାମରେ ଗତ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲ୍କୋରେ ଇନଚାର୍ଜ ଭାବେ କାର୍ଯ୍ୟରତ ୧୪ଜଣ ଅଧିକାରୀଙ୍କୁ ମହାପ୍ରବନ୍ଧକ ଭାବେ ପଦୋନ୍ନତି ମିଳିଛି । ନାଲ୍କୋ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ପଦୋନ୍ନତି ଦିଆଯାଇଛି। ଏଥିପାଇଁ ସମସ୍ତ ମହାପ୍ରବନ୍ଧକଙ୍କୁ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ଅଭିନନ୍ଦନ ଜଣାଇବା ସହ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକର ଅରାହାଟ ଖେଳ ପଡ଼ିଆ ଠାରେ ପଞ୍ଚୁନାଥ ମେମୋରିଆଲ କବାଡ଼ି ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ବଅଁରପାଳ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ଇଲାକା ବତିସୁଆଁ ଠାରେ ଥିବା ଏକ ଫାର୍ମ ହାଉସ୍ରୁ ଚୋରି ହୋଇଛି। ଗୁରୁବାର ରାତିରେ କିଛି ଦୁର୍ବୃତ୍ତ ଫାର୍ମହାଉସରୁ ୩୦ଟି ଛେଳି ଓ ୨୦ଟି ଦେଶୀ କୁକୁଡ଼ା ଚୋରି କରିଥିବା ଥାନାରେ ଅଭିଯୋଗ ହୋଇଛି…
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ରାଜା ହୃଦୟ ଚନ୍ଦ୍ର ଦେବ ସୁଟିଂ କମ୍ପ୍ଲେକ୍ସ ଠାରେ ଶନିବାର ତାଳଚେର ରାଇଫଲ କ୍ଲବ ପକ୍ଷରୁ ରାଜ୍ୟସ୍ତରୀୟ ୫୬ତମ ବନ୍ଧୁକ ଚାଳନା ପ୍ରତିଯୋଗିତା ଶନିବାର ଉଦଘାଟିତ ହୋଇଯାଇଛି ।ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ପ୍ରଦୀପ…
ଅନୁଗୁଳ: ରାଜ୍ୟରେ ପୁଣି ବଢ଼ିଲା ବସ୍ ଭଡ଼ା। ସାଧାରଣ ଓ ଏକ୍ସପ୍ରେସ ବସରେ ଭଡ଼ା କିଲୋମିଟର ପ୍ରତି ୩ ପଇସା ବୃଦ୍ଧି ହୋଇଛି । ସାଧାରଣ ବସରେ ଯାତ୍ରା କଲେ ଏଣିକି କିଲୋମିଟର ପ୍ରତି ୯୨ ପଇସା ଦେବାକୁ ହେବ ।…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡରେ କାର୍ଯ୍ୟ କରୁଥିବା ବିଏସ୍ଏନଏଲ୍ ବିଭାଗର କର୍ମଚାରୀମାନେ ବୁଧବାର ବଇଣ୍ଡା ଟେଲିଫୋନ ଏକ୍ସଚେଞ୍ଜ କାର୍ଯ୍ୟାଳୟ ପରିସରରେ ଦିନିକିଆ କାର୍ଯବନ୍ଦ ଆନ୍ଦୋଳନ କରିଥିଲେ। ବିଭାଗ ପକ୍ଷରୁ ସେମାନଙ୍କୁ ଦରମା ପ୍ରଦାନରେ ବିଳମ୍ବ କରାଯାଉଥିବା ବେଳେ କୌଣସି ସୁବିଧା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଏକ ବଡ଼ ଧରଣର ଡକାୟତି ପାଇଁ ଉଦ୍ୟମ ହେଉଥିବା ବେଳେ ୫ଜଣ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କଠାରୁ ମାରଣାସ୍ତ୍ର ଜବତ କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରେ ମଙ୍ଗଳବାର ସକାଳେ ଅଗ୍ନି ନିର୍ବାପନ ଅଭ୍ୟାସ କରାଯାଇଛି। ଜିଲ୍ଲା ଅଗ୍ନିଶମ ବିଭାଗ ଦ୍ବାରା ଏହା ଆୟୋଜିତ ହୋଇଥିଲା। ଜିଲ୍ଲା ଅଗ୍ନିଶମ ବିଭାଗ ଅଧିକାରୀଙ୍କ ନେତୃତ୍ବରେ ଚିକିତ୍ସାଳୟର ୫୦ରୁ ଊର୍ଦ୍ଧ୍ବ ଡାକ୍ତର, ନର୍ସ, କର୍ମଚାରୀ…
ଅନୁଗୁଳ: ଆଜି ମଣ୍ଡପରେ ମହାସପ୍ତମୀ ପୂଜା । ଗତକାଲି ଷଷ୍ଠୀରେ ମହାମାୟାଙ୍କୁ ବିଲ୍ୱବରଣ କରାଯାଇଥିଲା । ସପ୍ତମୀ ପୂଜା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଆଧ୍ୟାତ୍ମିକ ପରିବେଶ । ଆଜି ମାଙ୍କୁ ଚକ୍ଷୁଦାନ ଦିଆଯିବ । ବେଦ ମନ୍ତ୍ର, ଚଣ୍ଡୀ ପାଠରେ…