ଫେରାର ଅଭିଯୁକ୍ତ ଗିରଫ
ଅନୁଗୁଳ(Jugal Kishore Sahoo): କଣିହାଁ ଥାନା ପୁଲିସ ସୋମବାର ଜଣେ ଫେରାର ଅଭିଯୁକ୍ତ ଡେରେଙ୍ଗ ଗ୍ରାମର ବବଲୁ ନାଏକ(୨୩)କୁ ଗିରଫ କରି କୋର୍ଚ୍ଚାଲାଣ କରିଛି। ପ୍ରକାଶ ଯେ, ଗତ ଜୁଲାଇ ୩୦ ତାରିଖରେ ବବଲୁ ନାଏକ ଏବଂ ତା’ର ସହଯୋଗୀ ଚୋରି…
ଅନୁଗୁଳ(Jugal Kishore Sahoo): କଣିହାଁ ଥାନା ପୁଲିସ ସୋମବାର ଜଣେ ଫେରାର ଅଭିଯୁକ୍ତ ଡେରେଙ୍ଗ ଗ୍ରାମର ବବଲୁ ନାଏକ(୨୩)କୁ ଗିରଫ କରି କୋର୍ଚ୍ଚାଲାଣ କରିଛି। ପ୍ରକାଶ ଯେ, ଗତ ଜୁଲାଇ ୩୦ ତାରିଖରେ ବବଲୁ ନାଏକ ଏବଂ ତା’ର ସହଯୋଗୀ ଚୋରି…
ଅନୁଗୁଳ : ରବିବାର ସନ୍ଧ୍ୟାରେ ଅନୁଗୁଳ ଅମଲ।ପଡା ପୂଜା କମିଟିର ସାଧାରଣ ସଭା ଏବଂ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅମଲ।ପଡା ପଡିଆ ପରିସରରେ ଏକ ବିବାହ ମଣ୍ଡପ, ପ୍ରସ୍ତାବିତ ହୋଟେଲ ନିର୍ମାଣ ଏବଂ ଅଭିଯୋଗ ପରେ ପ୍ରଶାସନ…
ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ସୋମବାର ସକାଳୁ ପ୍ରବଳ ବର୍ଷା ଲାଗିରହିଛି। କୋହଲା ପବନ ସାଙ୍ଗକୁ ଅସରାଅସରା ବର୍ଷରେ ସାଧାରଣ ଜୀବନଯାତ୍ରାରେ ବାଧା ସୃଷ୍ଟି ହୋଇଛି। ସହରାଞ୍ଚଳରେ ଥିବା ଖାଲୁଆ ଅଞ୍ଚଳରେ ପାଣି ଜମିରହିଛି। ଅନେକ ବସ୍ତି ଅଞ୍ଚଳରେ ଘରେ ପାଣି…
ଅନୁଗୁଳ: ଅନୁଗୁଳ ଜିଲ୍ଲା କୋଲିୟରୀ ଥାନା ଇଲାକା ଏନ୍ଟିପିସି/ଟିଟିପିଏସ୍ର ସେକ୍ଟର-୩ରେ ରହୁଥିବା ଜଣେ ବ୍ୟକ୍ତି ଅଦୃଶ୍ୟ ଲୁଟେରାଙ୍କ ଦ୍ୱାରା ଠକେଇ ଶିକାର ହୋଇଛନ୍ତି। କ୍ରେଡିଟ୍ କାର୍ଡ୍ ଯାଞ୍ଚ୍ ଆଳରେ ଅନଲାଇନ୍ ଅପରାଧୀ ତାଙ୍କ ଆକାଉଣ୍ଟର ସମସ୍ତ ଏକ ଲକ୍ଷ ଟଙ୍କା ଲୁଟି…
ଅନୁଗୁଳ: ସୋମବାର ଅନୁଗୁଳ ଜିଲ୍ଲାରେ କୋଭିଡ ଟିକାକରଣ ହେବନାହିଁ। ଟିକା ଶେଷ ହୋଇ ଯାଇଥିବାରୁ ଟିକାକରଣ ବନ୍ଦ ରହିବ। ଟିକା ଆସିଲା ପରେ ପୁଣି ଟିକାକରଣ ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ରବିବାର ପାଇଁ ଗତକାଲି ଟିକାକରଣ ବନ୍ଦ…
ଅନୁଗୁଳ : ଅନୁଗୁଳ ରୋଟାରୀ ପବ୍ଲିକ ସ୍କୁଲରେ ଗ୍ରାଣ୍ଡ ପ୍ୟାରେଣ୍ଟସ୍ ଡେ ରବିବାର ପାଳିତ ହୋଇଯାଇଛି। ସ୍ଥାନୀୟ ରୋଟାରୀ ପଵ୍ଲିକ ସ୍କୁଲ ପରିସରରେ କୋଭିଡ ନିତୀନିୟମ ସହ ଗ୍ରାଣ୍ଡ ପ୍ୟାରେଣ୍ଟସ୍ ଡେ 'ଅଭିନନ୍ଦନମ -୨୦୨୧' ପାଳିତ ହୋଇଥିଲା। ଉତ୍ସଵରେ ମୂଖ୍ୟ ଅତିଥି…
ଅନୁଗୁଳ : ଅନୁଗୁଳ ବ୍ଲକ ଅନ୍ତର୍ଗତ ଖଲାରୀ ବିଶ୍ୱାଳ ସାହି ମା' ହିଙ୍ଗୁଳା କ୍ଲବ ଠାରେ ଅନୁଗୁଳ ନିର୍ବାଚନ ମଣ୍ଡଳୀ ଓଡିଶା ମୋ-ପରିବାର ଓ ମା' ହିଙ୍ଗୁଳା କ୍ଲବ ମିଳିତ ସହଯୋଗରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି।…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ମଧୁପୁର ଗାଁରେ ଜଣେ ମହିମା ଧର୍ମାବଲମ୍ବି ମାତାଙ୍କୁ ଦୁଷ୍କର୍ମକରି ବାବା ଗିରଫ ହୋଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ମଧୁପୁର ହରିଜନ ସାହି କୋଠଘରେ ହରିହର ନାଏକ(୬୫) ନାମକ ଜଣେ ବାବା ରହୁଥିଲେ।…
ଅନୁଗୁଳ: ଶନିବାର ପୂର୍ବାହ୍ନରେ ନାଲ୍କୋ ନନ୍ଏକଜିକ୍ୟୁଟିଭ ଶ୍ରମିକ ସଙ୍ଗଠନ ଏମସ, ନେସ୍ ଏବଂ ନେପୁ ପକ୍ଷରୁ ପ୍ରତ୍ୟେକ କର୍ମଚାରୀଙ୍କୁ ଲାପ୍ଟପ୍ ଯୋଗାଣ ନେଇ ପ୍ରଶାସନିକ କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ କରାଯାଇଥିଲା। ତେବେ କର୍ମଚାରୀଙ୍କ ଦାବି ନେଇ ନାଲକୋ କର୍ପୋରେଟ୍ କାର୍ଯ୍ୟାଳୟରେ ଚଳିତ…
ଅନୁଗୁଳ (Jugal Kishore Sahoo): କଣିହାଁ ବ୍ଲକ ବିଜିଗୋଳ ପଂଚାୟତ ଲୋଧାବନ୍ଧ ଗ୍ରାମବାସୀ ତଥା ମନ୍ଦିର ପରିଚାଳନା କମିଟି ପକ୍ଷରୁ ନବ ନିର୍ମିତ ଦିବ୍ୟ ମା’ ତାରିଣୀ ଦେବୀଙ୍କ ବିଗ୍ରହ ଓ ମନ୍ଦିରର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହେଉଛି ।…