ଏମସିଏଲ୍ କାମକୁ ବିରୋଧ, ଥାନାରେ ମାମଲା

ଅନୁଗୁଳ (Jugal Kishore Sahoo): ଅନୁଗୁଳ ଜିଲ୍ଲା କଣିହାଁ ଖୋଲାମୁହଁ କୋଇଲା ଖଣିର ଜରଡ଼ା ଗ୍ରାମବାସୀଙ୍କ ଥଇଥାନ ପାଇଁ ପଥରମୁଣ୍ଡାଠାରେ ଚାଲିଥିବା ପୁନର୍ବାସ କଲୋନୀ ନାମକୁ ବିରୋଧ କରିବା ଅଭିଯୋଗରେ ଏମସିଏଲ୍ ପକ୍ଷରୁ ପଥରମୁଣ୍ଡା ଗ୍ରାମର ୨ ଜଣଙ୍କ ନାମରେ ଏତଲା…

Continue Readingଏମସିଏଲ୍ କାମକୁ ବିରୋଧ, ଥାନାରେ ମାମଲା

ଏନଟିପିସି ଦୀପଶିଖା ସବ୍‌ପୋଷ୍ଟମାଷ୍ଟର୍‌ଙ୍କୁ ବିଦାୟ ସମ୍ବର୍ଦ୍ଧନା

ଅନୁଗୁଳ(Jugal Kishore Sahoo): ଅନୁଗୁଳ ଜିଲ୍ଲା କଣିହାଁ ଏନଟିପିସି ଦୀପଶିଖା ସବ୍‌ପୋଷ୍ଟମାଷ୍ଟର ସୁପ୍ରିମା ପ୍ରଧାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏ ଉପଲକ୍ଷେ ଆୟୋଜିତ ସଭାରେ ଜିଡ଼ିଏସ୍ ଏମଡ଼ି ପ୍ରଶାନ୍ତ ଧର ଅଧ୍ୟକ୍ଷତା କରିଥିଲେ। ଶ୍ରୀମତୀ ପ୍ରଧାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା…

Continue Readingଏନଟିପିସି ଦୀପଶିଖା ସବ୍‌ପୋଷ୍ଟମାଷ୍ଟର୍‌ଙ୍କୁ ବିଦାୟ ସମ୍ବର୍ଦ୍ଧନା

ରେଳ ୱାଗନ୍‌ରେ ଚାପି ହୋଇ ଶ୍ରମିକ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଏମସିଏଲର ଭରତପୁର ଖଣି ସାଇଡିଂରେ ଟ୍ରେନ୍‌ ୱାଗନରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। କୋଇଲା ପରିବହନ କରି ଟ୍ରେନ୍ ତାଳଚେର ଷ୍ଟେସନ ଆଡ଼କୁ ଆସୁଥିବା ବେଳେ ଜଗନ୍ନାଥ ଖଣିର ୧ ନମ୍ବର ସାଇଡିଂରେ…

Continue Readingରେଳ ୱାଗନ୍‌ରେ ଚାପି ହୋଇ ଶ୍ରମିକ ମୃତ

ବିଏମଏସ୍ କାର୍ଯ୍ୟାଳୟ ଉଦ୍‌ଘାଟିତ

ଅନୁଗୁଳ(Jugal Kishore Sahoo): ଅନୁଗୁଳ ଜିଲ୍ଲା କଣିହାଁ ଖୋଲାମୁହଁ କୋଇଲାଖଣି କଣିହାଁ ଶାଖା ବିଏମଏସର ନୂତନ କାର୍ଯ୍ୟାଳୟ ଶୁକ୍ରବାର ପୂର୍ବାହ୍ନରେ ଉଦ୍‌ଘାଟିତ ହୋଇଯାଇଛି । ତାଳଚେର କୋଇଲା ଖଣି ମଜଦୂର ସଂଘ ସଭାପତି ଅରୁଣ କୁମାର ପ୍ରଧାନ ମୁଖ୍ୟଅତିଥ୍, ସମ୍ମାନିତ ଅତିଥି…

Continue Readingବିଏମଏସ୍ କାର୍ଯ୍ୟାଳୟ ଉଦ୍‌ଘାଟିତ

ବଧୂହତ୍ୟା ଅଭିଯୋଗ

ଅନୁଗୁଳ (Jugal Kishore Sahoo)  : ଯୌତୁକ ଜନିତ ବଧୂହତ୍ୟା ନେଇ ଗୁରୁବାର କଣିହାଁ ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ, ନିଶା ଥାନା ଅଧୀନ ବାଲିଚନ୍ଦ୍ରପୁର ଗ୍ରାମର କାନ ବେହେରା(୪୫)ଙ୍କ ଝିଅ ଆରତୀ (୩୦) ରଞ୍ଜନାଗୁଣ୍ଡୁରୀ ଗ୍ରାମର ବୁଦ୍ଧିଆଙ୍କ ପୁଅ…

Continue Readingବଧୂହତ୍ୟା ଅଭିଯୋଗ

ବ୍ୟବସାୟୀଙ୍କ ଘରେ ଜିଏସ୍‌ଟି ଚଢ଼ଉ

ଅନୁଗୁଳ: ଅନୁଗୁଳର ଜଣାଶୁଣା ବ୍ୟବସାୟୀ କ୍ଷୀରୋଦ ପଟ୍ଟନାୟକଙ୍କ ଘରେ ଜିଏସ୍‌ଟି ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଜିଏସ୍‌ଟିର ଏକ ଟିମ୍ ଗୁରୁବାର ଅପରାହ୍ନରେ ତାଙ୍କ ହେମସୁରପଡ଼ାସ୍ଥିତ ବାସଭବନ ସମେତ କାଣ୍ଡସରରେ ଥିବା ତାଙ୍କର ଗାଡ଼ି ସୋ ରୁମ୍ ଉପରେ ଚଢଉ କରିଥିଲେ।…

Continue Readingବ୍ୟବସାୟୀଙ୍କ ଘରେ ଜିଏସ୍‌ଟି ଚଢ଼ଉ

ନକଲି ଶିକ୍ଷକ ଧରାପଡ଼ିଲେ

ଅନୁଗୁଳ: ଜିଲ୍ଲା ଶିକ୍ଷା ବିଭାଗ ଆଖିରେ ଆଙ୍ଗୁଳି ଗେଞ୍ଜି ବର୍ଷେ କି ଦୁଇ ବର୍ଷ ନୁହଁ, ଦୀର୍ଘ ୧୦ ବର୍ଷ ହେଲା ଜଣେ ଯୁବକ କରିଆସୁଥିଲେ ଶିକ୍ଷକତା। ଯୋଗ୍ୟତା ନଥାଇ କେବଳ ପିଲାଙ୍କୁ ପଢ଼ାଇ ନଥିଲେ, ବରଂ ମାସକୁ ମାସ ଦରମା…

Continue Readingନକଲି ଶିକ୍ଷକ ଧରାପଡ଼ିଲେ

ଏଚଏମଏସ ପକ୍ଷରୁ ଏମସିଏଲ୍ ପ୍ରକଳ୍ପ ଅଫିସ ସମ୍ମୁଖରେ

ଅନୁଗୁଳୁ (Jugal Kishore Sahoo): ଅନୁଗୁଳୁ ଜିଲ୍ଲା କଣିହାଁ ଏମସିଏଲ୍ ପ୍ରକଳ୍ପ ଅଫିସ ସମ୍ମୁଖରେ କ୍ୱାର୍ଟର ବଣ୍ଟନରେ ଅନିୟମିତତା ଅଭିଯୋଗ ଆଣି ଗୁରୁବାର  ଏଚଏମଏସ୍ କର୍ମଚାରୀ ସଂଘ ପକ୍ଷରୁ ଧାରଣା ଦିଆଯାଇଥିଥିଲା । ତେବେ ଏମସିଏଲୄ ଅଧିକାରୀ ଓ ଏଚଏମଏସ୍ ସଂଘ…

Continue Readingଏଚଏମଏସ ପକ୍ଷରୁ ଏମସିଏଲ୍ ପ୍ରକଳ୍ପ ଅଫିସ ସମ୍ମୁଖରେ

ଦେବାଳୟ ଖୋଲିବା ପାଇଁ ପ୍ରଶାସନର ନିର୍ଦ୍ଦେଶନାମା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କୋଭିଡର ସାମ୍ପ୍ରତିକ ପରିସ୍ଥିତିକୁ ଅନୁଧ୍ୟାନ କରି ଜିଲ୍ଲାରେ ଥିବା ସମସ୍ତ ମନ୍ଦିର, ମସଜିଦ୍ ଓ ଗିର୍ଜାଗୁଡିକୁ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶନାମା ଜାରୀ କରିଛି। ୩ ତାରିଖରୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ କୋଭିଡ ନିୟମାବଳୀ ଆଧାରରେ…

Continue Readingଦେବାଳୟ ଖୋଲିବା ପାଇଁ ପ୍ରଶାସନର ନିର୍ଦ୍ଦେଶନାମା

ଏଟିଏମ୍ ଲୁଟେରା ଗିରଫ

ଅନୁଗୁଳ: ଅନୁଗୁଳ ସହରରେ ଥିବା ୨ଟି ଏଟିଏମ୍ ଲୁଟ୍ କରିଥିବା ଲୁଟେରାକୁ ଗୁରୁବାର ପୁଲିସ ଗିରଫ କରିଛି। ସୂଚନା ଅନୁସାରେ, ଗତ ୩୧ ତାରିଖରେ ହନୁମାନ ବଜାରରେ ଥିବା ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ଓ କାନାରା ବ୍ୟାଙ୍କର ଏଟିମ୍ ରୁ ତାଡିଲୁଟ୍…

Continue Readingଏଟିଏମ୍ ଲୁଟେରା ଗିରଫ