ଅନୁଗୁଳରେ ପହଞ୍ଚିଲା ୨୫୦୦ ଟିକା

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ପହଞ୍ଚିଛି ଆଉ ୨୫୦୦ ଟିକା। ପୁନଶ୍ଚ ଜିଲ୍ଲାରେ ଟିକାକରଣ ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଗତ ସୋମବାର ଦିନ ଜିଲ୍ଲାରେ ଟିକା ଶେଷ ହୋଇଥିଲା। ଫଳରେ ମଙ୍ଗଳବାର ଓ ବୁଧବାର ଜିଲ୍ଲାର…

Continue Readingଅନୁଗୁଳରେ ପହଞ୍ଚିଲା ୨୫୦୦ ଟିକା

ଚାକରାଣୀଙ୍କୁ ଗଣବଳାତ୍କାର, ଘର ମାଲିକ ଗିରଫ

ଅନୁଗୁଳ: ତାଳଚେର ବିକ୍ରମପୁର ଥାନା ଅଞ୍ଚଳରେ ଚାକରାଣୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୁଲିସ ଗୃହକର୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ଗୃହକର୍ତାଙ୍କ ଦୁଇ ସହଯୋଗୀ ଫେରାର୍ ଥିବା ଜଣାପଡ଼ିଛି। ଏହି ଘଟଣା ଏଫ୍‌ସିଆଇ ବିକ୍ରମପୁର ଅଞ୍ଚଳରେ…

Continue Readingଚାକରାଣୀଙ୍କୁ ଗଣବଳାତ୍କାର, ଘର ମାଲିକ ଗିରଫ

ସିଲ୍ ହେଲା ମୋଦି କଲେକ୍ସନ

ଅନୁଗୁଳ: କୋଭିଡ ନିୟମ ପାଳନ ନ କରିବା ଅଭିଯୋଗରେ  ଅନୁଗୁଳ ବଜାରରେ ଥିବା ମୋଦି କଲେକ୍ସନକୁ ସିଲ୍ କରିଛି ପୁଲିସ | ସୋମବାର ଏହି ଦୋକାନରେ ପ୍ରବଳ ଭିଡ ହୋଇଥିଲାବେଳେ ଲୋକମାନେ ମାସ୍କ ପିନ୍ଧି ନଥିଲେ। ସେହିପରି ସାମାଜିକ ଦୂରତା ରକ୍ଷା…

Continue Readingସିଲ୍ ହେଲା ମୋଦି କଲେକ୍ସନ

ଥର୍ମାଲ ଯୋଗୁଁ ସନ୍ଥପଡ଼ା ମୌଜାରେ ଫସଲ ହାନି ପ୍ରସଙ୍ଗ

ଅନୁଗୁଳ : ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ପକ୍ଷରୁ ଚାଷ ଜମିର କ୍ଷତିପୂରଣ ବାବଦରେ ୯୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ତାଳଚେର ବ୍ଲକ୍ ସନ୍ଥପଡ଼ା ମୌଜାର ୭୨ ଏକର ଚାଷ ଜମି ଥର୍ମାଲ୍ ଯୋଗୁଁ ସମ୍ପୂର୍ଣ୍ଣ ଭାବେ ନଷ୍ଟ…

Continue Readingଥର୍ମାଲ ଯୋଗୁଁ ସନ୍ଥପଡ଼ା ମୌଜାରେ ଫସଲ ହାନି ପ୍ରସଙ୍ଗ

ସଦର ମହକୁମା ଛାଡ଼ିପାରିବେନି ସ୍ବାସ୍ଥ୍ୟକର୍ମୀ, ଅଧିକାରୀ

ଅନୁଗୁଳ: ଜିଲ୍ଲାରେ କୋଭିଡ୍ ସ୍ଥିତି ଓ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ନେଇ ରବିବାର ଅପରାହ୍ନରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ସମୀକ୍ଷା କରିଛନ୍ତି। କୋଭିଡ ହସପିଟାଲର ସଠିକ୍ ପରିଚାଳନା ନିମନ୍ତେ ଆକ୍ରାନ୍ତମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସେମାନଙ୍କ ପାଖରେ ଖାଦ୍ୟ ଓ…

Continue Readingସଦର ମହକୁମା ଛାଡ଼ିପାରିବେନି ସ୍ବାସ୍ଥ୍ୟକର୍ମୀ, ଅଧିକାରୀ

ପ୍ରାକ୍ତନ ପ୍ରଧାନଶିକ୍ଷୟିତ୍ରୀଙ୍କ ପରଲୋକ

ଅନୁଗୁଳ : ଅନୁଗୁଳ ବ୍ଲକ୍ ବଡକେରା ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷୟିତ୍ରୀ ଅବନ୍ତୀ ସାହୁଙ୍କର ଗତ ୨୯ ତାରିଖ ସନ୍ଧ୍ୟାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। ଅନୁଗୁଳ ବଜାରପଡ଼ାସ୍ଥିତ ବାସଭବନରେ ସପରିବାର ରହୁଥିବା ବେଳେ…

Continue Readingପ୍ରାକ୍ତନ ପ୍ରଧାନଶିକ୍ଷୟିତ୍ରୀଙ୍କ ପରଲୋକ

ବୁଧବାରଠୁ ୧୪ ଦିନିଆ ଲକଡାଉନ୍

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ଆସନ୍ତା ୫ ତାରିଖରୁ(ବୁଧବାର) ଠାରୁ ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଘୋଷଣା ହୋଇଛି। ୫ ତାରିଖ ସକାଳ ୫ଟାରୁ ତାଲାବନ୍ଦ । ୧୯ ତାରିଖ ସକାଳ ଯାଏ ଲକ୍‌ଡାଉନ୍‌ ଘୋଷଣା…

Continue Readingବୁଧବାରଠୁ ୧୪ ଦିନିଆ ଲକଡାଉନ୍

ଅନୁଗୁଳ ବଣିକ ସଂଘର ନିଷ୍ପତ୍ତି,ସକାଳ ୭ରୁ ଅପରାହ୍ନ ୩ ଯାଏଁ ଦୋକାନ ଖୋଲା

ଅନୁଗୁଳ: ଶିଳ୍ପଜିଲ୍ଲା ଅନୁଗୁଳରେ ଅଣାୟତ୍ତ ହୋଇଛି କରୋନା ସଂକ୍ରମଣ। ଗାଁ’ଠୁ ସହର, ସବୁଠି ଏହାର ଆତଙ୍କ ପରିଲକ୍ଷିତ ହେଉଛି । ଜିଲ୍ଲାରେ କରୋନା ସ୍ଥିତି ଦିନକୁ ଦିନ ଅଧିକ ବିଗୁଡୁଥିବା ବେଳେ ଏଥିରୁ ବର୍ତ୍ତି ବାର ଏକମାତ୍ର ପ୍ରତିଷେଧକ ହେଉଛି ସତର୍କତା।…

Continue Readingଅନୁଗୁଳ ବଣିକ ସଂଘର ନିଷ୍ପତ୍ତି,ସକାଳ ୭ରୁ ଅପରାହ୍ନ ୩ ଯାଏଁ ଦୋକାନ ଖୋଲା

ଘର ସାମ୍ନାରୁ ବାଇକ୍ ଚୋରି

ଅନୁଗୁଳ: କରୋନା କାଳରେ ଶିଳ୍ପନଗରୀ ଅନୁଗୁଳରେ ବାଇକ୍ ଚୋରଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ନିତି ଜିଲ୍ଲାର ବିଭିନ୍ନ ଥାନା ଇଲାକାରୁ ବାଇକ୍‌ ଚୋରି ହେଉଥିବା ଅଭିଯୋଗ ସାମ୍ନାକୁ ଆସୁଛି। ମଙ୍ଗଳବାର ଦିନ ଉଭୟ ନାଲ୍‌କୋନଗର ଓ ବଅଁରପାଳ ଥାନା ଇଲାକାରୁ ୨ଟି…

Continue Readingଘର ସାମ୍ନାରୁ ବାଇକ୍ ଚୋରି

ବାହାଘରରେ କୋଭିଡ୍ ନିୟମ ଉଲଂଘନ

ଅନୁଗୁଳ: ଏମ୍‌ସିଏଲ୍‌ର ଅନନ୍ତ ବିହାର କଲୋନୀ ଅଞ୍ଚଳରେ ବୁଧବାର ଏକ ବାହାଘରରେ କୋଭିଡ୍ ନିୟମ ଉଲଂଘନ ମହଙ୍ଗା ପଡ଼ିଛି। ପୁଲିସ ଟିମ୍ ଚଢ଼ଉ କରି ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ପ୍ରକାଶ ଯେ, ଅନନ୍ତ ବିହାର କଲୋନୀରେ ଜଣେ…

Continue Readingବାହାଘରରେ କୋଭିଡ୍ ନିୟମ ଉଲଂଘନ