ପାଳଲହଡ଼ାରେ ଜଙ୍ଗଲୀ ଜନ୍ତୁ ଶିକାର ବେଳେ ଜଣେ ଗିରଫ

ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ଅନ୍ତର୍ଗତ ପେଚାମୁଣ୍ଡି ପଂଚାୟତର ଲଷ୍ମୀପ୍ରିୟାପୂର ଗାଁ ନିକଟ ସାରବେଡା ଜଙ୍ଗଲରେ ଜଙ୍ଗଲୀ ଜନ୍ତୁ ଶିକାର କରୁଥିବା ବେଳେ ବନ ବିଭାଗ ଜଣେ ଶିକାରୀକୁ ଗିରଫ କରିଛି। ସୂଚନା ଅନୁସାରେ, ବନ ବିଭାଗ ଓ ବିଦ୍ୟୁତ…

Continue Readingପାଳଲହଡ଼ାରେ ଜଙ୍ଗଲୀ ଜନ୍ତୁ ଶିକାର ବେଳେ ଜଣେ ଗିରଫ

ଘର ଜାଗା ବିବାଦରେ ମରଣାନ୍ତକ ଆକ୍ରମଣ, ଜଣେ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାଗଡିଆ ଥାନା ଅଧୀନ ସରପାଳ ଗାଁରେ ଘର ଜାଗା ବିବାଦକୁ ନେଇ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ନରେଶ ନାଏକକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣା ଅନୁସାରେ, ଗୁଦୁରା ନାଏକଙ୍କୁ ଇନ୍ଦିରା…

Continue Readingଘର ଜାଗା ବିବାଦରେ ମରଣାନ୍ତକ ଆକ୍ରମଣ, ଜଣେ ଗିରଫ

ବଜରଙ୍ଗୀ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ

ପାଲଲହଡ଼ା: ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡର ପେଚାମୁଣ୍ଡି ଗ୍ରାମ ପଞ୍ଚାୟତର ଶିମିଳିପାଳ ଗ୍ରାମରେ ବଜରଙ୍ଗୀ ଯୁବକ ସଂଘ ଆନୁକୂଲ୍ୟରେ ଷଷ୍ଠ ବାର୍ଷିକ ଅନ୍ତଃଜିଲା ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ ହୋଇଛି। ଷୋହଳଟି ଦଳ ଅଂଶଗ୍ରହଣ କରିଥିବା ଏହି ଟୁର୍ନାମେଣ୍ଟ ତିନି ଦିନ ଧରି…

Continue Readingବଜରଙ୍ଗୀ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ

ସାର ପାଇଁ ଅଧ କିଲୋମିଟର ଲମ୍ବା ଲାଇନ, ବନ୍ତଳା ଅଞ୍ଚଳରେ ଚାଷୀ ଅସନ୍ତୋଷ

ଅନୁଗୁଳ: ସାର ପାଇଁ ମହାଭାରତ। ଆବଶ୍ୟକ ମାତ୍ରାରେ ସାର ଯୋଗାଇବାରେ ସରକାର ବିଫଳ। ସାର ଅଭାବ ଯୋଗୁଁ ଅନୁଗୁଳ ଜିଲ୍ଲା ଚାଷୀଙ୍କ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଶୁକ୍ରବାର ସାର ପାଇଁ ବନ୍ତଳା ଅଞ୍ଚଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଆଜି କେବଳ…

Continue Readingସାର ପାଇଁ ଅଧ କିଲୋମିଟର ଲମ୍ବା ଲାଇନ, ବନ୍ତଳା ଅଞ୍ଚଳରେ ଚାଷୀ ଅସନ୍ତୋଷ

ଦୁଇ ପୁଅଙ୍କୁ ବିଷ ପିଆଇଲା ବାପା, ଗୁରୁତର ଅବସ୍ଥାରେ ନାବାଳକ

ଜରପଡ଼ା: ପାରିବାରିକ କଳହରୁ ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ତୁବେ ଗାଁର କାଳୀ ଚରଣ ପ୍ରଧାନ ତାଙ୍କ ଦୁଇ ପୁଅ ବଡ ୧୨ ବର୍ଷ ଓ ଛୋଟ ୮ ବର୍ଷଙ୍କୁ ବିଷ ପିଆଇ ଦେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ,…

Continue Readingଦୁଇ ପୁଅଙ୍କୁ ବିଷ ପିଆଇଲା ବାପା, ଗୁରୁତର ଅବସ୍ଥାରେ ନାବାଳକ

ବନବିଭାଗର ତ୍ରିଦିବସୀୟ ଜୋନାଲ ସ୍ପୋର୍ଟସ ମିଟ

ଅନୁଗୁଳ: ଅନୁଗୁଳ ବନାରାଜିକ ମହାବିଦ୍ୟାଳୟ ପରିସରରେ ଶୁକ୍ରବାରଠାରୁ ବନବିଭାଗର ତ୍ରିଦିବସୀୟ ଜୋନାଲ ସ୍ପୋର୍ଟସ ମିଟ ଆରମ୍ଭ ହୋଇଛି। ୨୧ ତାରିଖରେ ଏହାର ଉଦଯାପନ ହେବ। ଉଦଘାଟନ ସମାରୋହରେ ମୁଖ୍ୟ ଅତିଥି ଭାବେ ଉତ୍ତରାଞ୍ଚଳ କେନ୍ଦ୍ରାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ଓ ସମ୍ମାନିତ…

Continue Readingବନବିଭାଗର ତ୍ରିଦିବସୀୟ ଜୋନାଲ ସ୍ପୋର୍ଟସ ମିଟ

ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ

ଅନୁଗୁଳ: ଜିଲ୍ଲା ସଡକ ସୁରକ୍ଷା କମିଟିର ଏକ ବୈଠକ ଆଜିଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ପ୍ରାରମ୍ଭରେ ଅଗଷ୍ଟ ମାସରେ ହୋଇଥ‌ିବା ଦୁର୍ଘଟଣା, ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଓ ବିଭିନ୍ନ…

Continue Readingଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ

ଅନୁଗୁଳ ବିଧାୟକଙ୍କୁ ଭେଟି ଆଶୁ ଆରୋଗ୍ୟ କାମନା କଲେ ବିଜେପି ଜିଲ୍ଲା ସଭାପତି

ଅନୁଗୁଳ: ଅନୁଗୁଳର ଲୋକପ୍ରିୟ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଏ ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ,…

Continue Readingଅନୁଗୁଳ ବିଧାୟକଙ୍କୁ ଭେଟି ଆଶୁ ଆରୋଗ୍ୟ କାମନା କଲେ ବିଜେପି ଜିଲ୍ଲା ସଭାପତି

ବନ୍ତଳାରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ବୃକ୍ଷରୋପଣ

ବନ୍ତଳା: ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅବସରରେ ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଗୁରୁବାର ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଅନୁଗୋଳ ବ୍ଲକ ବଡ଼କେରା ପଞ୍ଚାୟତ ଚମ୍ପତିମୁଣ୍ଡାସ୍ଥିତ ପିଏମ ଶ୍ରୀ ନବୋଦୟ ବିଦ୍ୟାଳୟ ପରିସର ଓ ମହିଧରପୁର…

Continue Readingବନ୍ତଳାରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ବୃକ୍ଷରୋପଣ

ଛେଣ୍ଡିପଦାରେ ଛାତ୍ରୀଙ୍କୁ ଅସଦାଚରଣ: ବିଦ୍ୟାଳୟରେ ତାଲା, ଗଛ ମୂଳେ ଧାରଣା

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ପାତ୍ରପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଲିପନ କୁମାର ବେହେରାଙ୍କ ବିରୋଧରେ ମଦ୍ୟପାନ ଅବସ୍ଥାରେ ଦୁଇ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ପରେ ଅଭିଭାବକମାନେ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ…

Continue Readingଛେଣ୍ଡିପଦାରେ ଛାତ୍ରୀଙ୍କୁ ଅସଦାଚରଣ: ବିଦ୍ୟାଳୟରେ ତାଲା, ଗଛ ମୂଳେ ଧାରଣା