ଅବହେଳିତ ଶିଶୁଙ୍କର ଆଧାର ପଞ୍ଜୀକରଣ ଓ ଜନ୍ମ ପ୍ରମାଣ ପତ୍ର ବଣ୍ଟନ
ଅନୁଗୁଳ: ଆଇନସେବା ପ୍ରାଧୀକରଣ ନିର୍ଦ୍ଦେଶ କ୍ରମେ ଅନୁଗୁଳ ଜିଲ୍ଲା ସାଥୀ ୟୁନିଟ୍ ତରଫରୁ ଶନିବାର ପାଳଲହଡ଼ା ତାଲୁକ୍ ଆଇନ୍ ସେବା କାର୍ଯ୍ୟାଳୟରେ ଅବହେଳିତ ଶିଶୁମାନଙ୍କର ଆଧାର ପଞ୍ଜୀକରଣ ଓ ଜନ୍ମ ପ୍ରମାଣ ପତ୍ର ବଣ୍ଟନ ହୋଇଛି। କାର୍ଯ୍ୟକ୍ରମରେ ଜଣେ ଶିଶୁର ଆଧାର…