ଅଗ୍ନିକାଣ୍ଡରେ ୬ ବଖରା ଭସ୍ମୀଭୂତ

ଅନୁଗୁଳ : ବନ୍ତଳା ଥାନା ଇଲାକା ବଡହିଂସ ଗ୍ରାମରେ ରବିବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନି କାଣ୍ଡରେ ଗ୍ରାମର ଜିତେନ୍ଦ୍ର ବେହେରା ଓ ରଞ୍ଜନ ବେହେରାଙ୍କ ୬ ବଖରା ଘର ଜଳି ପାଉଁଶ ହୋଇଯାଇଛି । ସୂଚନା ମୁତାବକ, …

Continue Readingଅଗ୍ନିକାଣ୍ଡରେ ୬ ବଖରା ଭସ୍ମୀଭୂତ

ଠିକାସଂସ୍ଥା ସୁପରଭାଇଜର୍‌ଙ୍କୁ ଧମକ୍

ଅନୁଗୁଳ: ‘ଗେଲ୍’ ଇଣ୍ଡିଆ ପାଇପ୍‌ଲାଇନ୍‌ ବିଛାଇବା କାର୍ଯ୍ୟରେ ନିୟୋଜିତ ଏକ ଠିକାସଂସ୍କାର ସୁପରଭାଇଜରଙ୍କୁ ଧମକଚମକ ଦେବା ନେଇ ରେଙ୍ଗାଳି ଥାନାରେ ଅଭିଯୋଗ ହୋଇଛି । ଦାଦା ବଟି ମାଗି ରେଙ୍ଗାଳି ଥାନା ସୁନ୍ଦରପଦା ଗ୍ରାମର କିଛି ଯୁବକ କାମ ବନ୍ଦ କରିବା…

Continue Readingଠିକାସଂସ୍ଥା ସୁପରଭାଇଜର୍‌ଙ୍କୁ ଧମକ୍

ଫୁଲ ଦୋକାନି ଠକେଇର ଶିକାର

ଅନୁଗୁଳ: ଫୁଲ ଦେବେ ବୋଲି ଜବାବ ହେଲା। ଫୁଲ ବାବଦକୁ ହଜାରେ କି ଦୁଇ ହଜାର ନୁହଁ, ପୂରା ୫୦ ହଜାର ଟଙ୍କା ନେଲେ। ହେଲେ ଫୁଲ ଦେବାର ନାଁ ଧରିଲେନି । ଏମିତିକି ନେଇଥିବା ୫୦ ହଜାର ଟଙ୍କା ଫେରାଇବାକୁ…

Continue Readingଫୁଲ ଦୋକାନି ଠକେଇର ଶିକାର

ଜଳିଗଲା କଣ୍ଟେନର୍

ଅନୁଗୁଳ: ୪୯ ନମ୍ବର ଜାତୀୟ ରାଜପଥରେ ପାଳଲହଡ଼ା ଟାଉନ ଉପକଣ୍ଠ ଶିବମନ୍ଦିର ଛକରେ ଛିଡ଼ା ହୋଇଥିବା ଏକ ମାଲ୍ ବୋଝେଇ କଣ୍ଟେନର୍ (ଏଚ୍ଆର୬୧ଡି- ୦୩୫୩) ଶୁକ୍ରବାର ରାତି ପ୍ରାୟ ୭ଟାବେଳେ ଜଳିଯାଇଛି । ମୋବିଲ୍ ଓ ଗାଡ଼ିଯନ୍ତ୍ରାଂଶ ବୋଝେଇ ହୋଇଥିବା ଏହି…

Continue Readingଜଳିଗଲା କଣ୍ଟେନର୍

ଟଙ୍କା ପାଇଁ ଧମକଚମକ, ପୁଲିସ୍ କବଜାରେ ଅଭିଯୁକ୍ତ ବାପି

ଅନୁଗୁଳ: ଗତବର୍ଷ ନିଜ ପାଖରେ ତିନି ତିନିଟା ଚୋରା ବନ୍ଧୁକ ଓ ଗୁଳି ରଖି ବନ୍ଧା ହୋଇଥିବା ଲିଙ୍ଗରାଯୋଡ଼ି ଗ୍ରାମର ସତ୍ୟଜିତ୍ ପ୍ରଧାନ ଓରଫ୍ ବାପି ପୁଣି ଥରେ ପୁଲିସ୍ ସ୍କାନରକୁ ଆସିଛି। ଜଣେ ବ୍ୟକ୍ତିଙ୍କୁ ଟଙ୍କା ପାଇଁ ଧମକଚମକ ଦେବା…

Continue Readingଟଙ୍କା ପାଇଁ ଧମକଚମକ, ପୁଲିସ୍ କବଜାରେ ଅଭିଯୁକ୍ତ ବାପି

ବୋହୂକୁ ନିର୍ଯାତନା: ଶାଶୂ, ଶ୍ୱଶୁର ଗିରଫ

ଅନୁଗୁଳ: ବୋହୂକୁ ନିର୍ଯାତନା ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି ଶାଶୂ ଓ ଶ୍ବଶୁର। ଏହି ଦଂପତି ହେଲେ ଅନୁଗୁଳ ଥାନା ଅନ୍ତର୍ଗତ ଆଙ୍କୁଲା ଗାଁର ସୁଜନ ନାଏକ ଓ ତାଙ୍କ ପତ୍ନୀ ସଜନୀ ନାଏକ। ପୁଲିସ ସୂଚନା ଅନୁସାରେ, ଆଙ୍କୁଲାର ସାନୁ…

Continue Readingବୋହୂକୁ ନିର୍ଯାତନା: ଶାଶୂ, ଶ୍ୱଶୁର ଗିରଫ

ଶିକ୍ଷୟିତ୍ରୀଙ୍କ ବେକରୁ ସୁନାଚେନ୍ ଲୁଟ୍

ଅନୁଗୁଳ: ଅନୁଗୁଳ ସଦର ଥାନା ମୂଷାପାପୁଲି ନିକଟରେ ଗୁରୁବାର ସକାଳେ ଜଣେ ଶିକ୍ଷୟିତ୍ରୀଙ୍କ ବେକରୁ ସୁନା ଚେନ୍ ଲୁଟ୍ ହୋଇଛି। ଶିକ୍ଷୟିତ୍ରୀ ବିଦ୍ୟୁତପ୍ରଭା ସୁବୁଦ୍ଧି ସକାଳେ ଜାତୀୟ ରାଜପଥ-୫୫ରେ ପ୍ରାତଃ ଭ୍ରମଣ କରୁଥିବା ସମୟରେ ଦୁଇଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କ…

Continue Readingଶିକ୍ଷୟିତ୍ରୀଙ୍କ ବେକରୁ ସୁନାଚେନ୍ ଲୁଟ୍

ପୋଖରୀରେ ବୁଡ଼ି ଶିଶୁ ମୃତ୍ୟୁ

ଅନୁଗୁଳ: ଛେଣ୍ଡିପଦା ବ୍ଲକ୍ ବରସାହି ପଞ୍ଚାୟତ ଖମାର ରଙ୍ଗମାଟିଆ ସାହିରେ ଗୁରୁବାର ଏକ ଅଘଟଣରେ ଜଣେ ତିନି ବର୍ଷର ଶିଶୁର ଅକାଳ ମୃତ୍ୟୁ ଘଟିଛି । ଗାଧଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ିଯିବାରୁ ଶିଶୁଟି ମୃତ୍ୟୁ ମୁଖରେ ପଡ଼ିଥିଲା। ସୂଚନାଯୋଗ୍ୟ, ଖମାର…

Continue Readingପୋଖରୀରେ ବୁଡ଼ି ଶିଶୁ ମୃତ୍ୟୁ

ନାବାଳିକାକୁ ଦୁର୍ବ୍ୟବହାର, ଥାନାରେ ଏତଲା

ଅନୁଗୁଳ: ଅନୁଗୁଳ ଥାନା ଇଲାକା ଘୁଞ୍ଚାପାଳ ଅଞ୍ଚଳରେ ଜଣେ ନାବାଳିକାକୁ ଦୁର୍ବ୍ୟବହାର ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଗତ ମଙ୍ଗଳବାର ଦିନ ନାବାଳିକା ଘର ପାଖରେ ଖେଳୁଥିଲେ। ଏହି ସମୟରେ ଗ୍ରାମର ଦୁଇ ଜଣ ଯୁବକ ତାଙ୍କୁ ଦୁର୍ବ୍ଯବହାର କରିଥିଲେ।…

Continue Readingନାବାଳିକାକୁ ଦୁର୍ବ୍ୟବହାର, ଥାନାରେ ଏତଲା

କଣିହାଁ ଓ ସମଲରେ ଥମୁନି କୋଇଲା ଚୋରି,ବନ୍ଧା ହେଲେ ୧୪ ଚାଲାଣକାରୀ

ଅନୁଗୁଳ : କଣିହାଁ ବ୍ଳକର ଉଭୟ କଣିହାଁ ଓ ସମଲ ଥାନା ଇଲାକାରେ ଥମିବାର ନାଁ ନେଉନି ଚୋରା କୋଇଲା କାରବାର। ବୁଧବାର ଉଭୟ ଥାନା ଇଲାକାରୁ ବିପୁଳ ପରିମାଣର ଚୋରା କାଇଲା ଜବତ ସହ ୧୪ ଜଣ ଅଭିଯୁକ୍ତଙ୍କୁ ଗିରଫ…

Continue Readingକଣିହାଁ ଓ ସମଲରେ ଥମୁନି କୋଇଲା ଚୋରି,ବନ୍ଧା ହେଲେ ୧୪ ଚାଲାଣକାରୀ