ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଦୁଷ୍କର୍ମ, ଯୁବକ ଗିରଫ

ଅନୁଗୁଳ: କଣିହାଁ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ଲୋଭ ଦେଖାଇ ଦୁଷ୍କର୍ମ କରିବା ଅଭିଯୋଗରେ ଏହି ଥାନା ଅନ୍ତର୍ଗତ ଚିତ୍ତଲପୁର ଗାଁର ହେମନ୍ତ ଗୋଚ୍ଛାୟତ(୨୨)ଙ୍କୁ ପୁଲିସ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ଏହି ଥାନା ଅଞ୍ଚଳର ଜଣେ ୨୧…

Continue Readingବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଦୁଷ୍କର୍ମ, ଯୁବକ ଗିରଫ

ଅବସରପ୍ରାପ୍ତ ଅଧ୍ୟାପକଙ୍କ ଘରୁ ଚୋରି

ଅନୁଗୁଳ: ଅଭିନବ ଉପାୟରେ ଚୋରି । ଝରକାର ଜାଲି କାଟି ଆଙ୍କୁଡ଼ା ପୂରାଇ ଲୁଟିନେଲା ଟଙ୍କା । କେବଳ ଟଙ୍କା ଲୁଟିଲାନି, ମଶାରି କାଟି ବୃଦ୍ଧାଙ୍କ ଗୋଡ଼ରୁ ପାଉଁଜି ଫିଟାଇଲା । ଅନୁଗୁଳ ସହର ମିଶ୍ରପଡ଼ାରେ ଅବସରପ୍ରାପ୍ତ ଅଧ୍ୟାପକ ଜଗଦାନନ୍ଦ ପତିଙ୍କ…

Continue Readingଅବସରପ୍ରାପ୍ତ ଅଧ୍ୟାପକଙ୍କ ଘରୁ ଚୋରି

ଡାକ୍ତରଙ୍କୁ ମାଡ଼ ଘଟଣା, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ବ୍ଲକ୍ ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗତ ମାସ ୨୯ ତାରିଖରେ ଡାକ୍ତରଙ୍କୁ ମାଡ଼ମାରିବା ଅଭିଯୋଗରେ ପୁଲିସ ଜାମୁଗାଡ଼ିଆର ଜୟନ୍ତ ସାହୁଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ସେଦିନ ଫିନାଇଲ୍ ପିଇ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିର ଚିକିତ୍ସା କରାଯିବା…

Continue Readingଡାକ୍ତରଙ୍କୁ ମାଡ଼ ଘଟଣା, ଜଣେ ଗିରଫ

ଝିଙ୍କ ମାଂସ ଜବତ, ଜଣେ ଗିରଫ

ବଇଣ୍ଡା: ହଣ୍ଡପା ରେଞ୍ଜ କୃଷ୍ଣପୁର ଗାଁର ରବି ପୋଢ଼ (୪୬)ଙ୍କଠାରୁ ଶୁକ୍ରବାର ସକାଳେ ଝିଙ୍କ ମାଂସ ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଛି। ହଣ୍ଡପା ରେଞ୍ଜର ଚୈତନ୍ୟ ବେହେରାଙ୍କ ସୂଚନା ଅନୁଯାୟୀ, ରବି ଗୁରୁବାର ରାତିରେ ନିଜ ବାଡ଼ିକୁ ପଶିଆସିଥିବା…

Continue Readingଝିଙ୍କ ମାଂସ ଜବତ, ଜଣେ ଗିରଫ

ହାଟ ସାମ୍ନାରୁ ବାଇକ୍ ଚୋରି

ଅନୁଗୁଳ:ଅନୁଗୁଳ ଜିଲ୍ଲାରେ ବାଇକ୍ ଚୋରି ଉଦ୍‌ବେଗଜନକ ଭାବେ ବଢ଼ିଚାଲିଛି । ଗୁରୁବାର ପୂର୍ବାହ୍ନରେ ଜରପଡ଼ା ଥାନା ଇଲାକା ତୁକୁଡା ହାଟ ସାମ୍ନାରୁ ଏକ ବାଇକ୍ ( ଓଡ଼ି୧୯ଏ୦୪୮୮) ଚୋରି ହୋଇଛି । ଏନେଇ ଗାଡ଼ି ମାଲିକ ଓଗି ଗ୍ରାମର ସନ୍ତୋଷ କୁମାର…

Continue Readingହାଟ ସାମ୍ନାରୁ ବାଇକ୍ ଚୋରି

ତଳମୂଳରେ ଚୋରା ଗଞ୍ଜେଇ କାରବାର, ୨୮ କେଜି ଗଞ୍ଜେଇ ଜବତ, ବୃଦ୍ଧ ଗିରଫ

ଅନୁଗୁଳ: ଅବକାରୀ ବିଭାଗକୁ ମିଳିଛି ଆଉ ଏକ ସଫଳତା । ଶୁକ୍ରବାର ବଅଁରପାଳ ଥାନା ଇଲାକା ତଳମୂଳ ଗ୍ରାମରେ ଚଢ଼ାଉ କରି ୨୮ କିଲୋ ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଅଢ଼େଇ ଲକ୍ଷ ଟଙ୍କା ହେବ…

Continue Readingତଳମୂଳରେ ଚୋରା ଗଞ୍ଜେଇ କାରବାର, ୨୮ କେଜି ଗଞ୍ଜେଇ ଜବତ, ବୃଦ୍ଧ ଗିରଫ

ସର୍ଟ ସର୍କିଟରୁ ଜଳିଗଲା ୨ ବଖରା

ଅନୁଗୁଳ: ଅନୁଗୁଳ ବ୍ଳକ୍ ବନ୍ତଳା ଥାନା ଅନ୍ତର୍ଗତ କଂଜା ଗ୍ରାମରେ ଗତ ରାତି ପ୍ରାୟ ୧୧ଟା ସମୟରେ ବିଦ୍ୟୁତ୍ ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଭସ୍ମୀଭୂତ ହୋଇଯାଇଛି । କଂଜା ଗାଁର ସ୍ଵର୍ଗତ ରବି ଦେହୁରୀଙ୍କ ଘରେ ତାଙ୍କ ପତ୍ନୀ…

Continue Readingସର୍ଟ ସର୍କିଟରୁ ଜଳିଗଲା ୨ ବଖରା

ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ: ତାଳଚେର ଥର୍ମାଲ ଷ୍ଟେସନ ନିକଟସ୍ଥ ରେଳଧାରଣାରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି । ମୃତ ଯୁବକଙ୍କ ବୟସ ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ତାଙ୍କ ପରିଚୟ ମିଳିନଥିବା ବେଳେ ବେକରେ କଟାଦାଗ…

Continue Readingରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବାଲି ଚୋରା ଚାଲାଣ ବେଳେ ୨ ହାଇୱା ଜବତ

ଅନୁଗୁଳ: ବାଲି ଚୋରା ଚାଲାଣ କରୁଥିବା ୨ଟି ହାଇୱାକୁ ଅନୁଗୁଳ ଟାଉନ ପୁଲିସ ବୁଧବାର ସକାଳେ ପିଟିସ ହାଇସ୍କୁଲ ସମ୍ମୁଖରୁ ଜବତ କରିଛି। ଏହା ସହ ୨ ହାଇୱା ଚାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ପୁଲିସ…

Continue Readingବାଲି ଚୋରା ଚାଲାଣ ବେଳେ ୨ ହାଇୱା ଜବତ

ଆର୍ମି କ୍ୟାଣ୍ଟିନ୍ ସାମ୍ନାରୁ ବାଇକ୍ ଚୋରି

ଅନୁଗୁଳ: ଅନୁଗୁଳ ସହରରେ ଥମିବାର ନାଁ ନେଉନି ବାଇକ୍ ଚୋରି । ପୁଲିସର ନିଷ୍କ୍ରିୟତା ଯୋଗୁଁ ବାଇକ୍ ଚୋରଙ୍କ ଦୌରାତ୍ମ୍ୟ ବଢ଼ି ବଢ଼ି ଚାଲିଛି । ମଙ୍ଗଳବାର ପୂର୍ବାହ୍ନରେ ଅନୁଗୁଳ ମାଛ ମାର୍କଟ ନିକଟ ଆର୍ମି କ୍ୟାଣ୍ଟିନ୍ ସମ୍ମୁଖରୁ ଜଣେ ପୂର୍ବତନ…

Continue Readingଆର୍ମି କ୍ୟାଣ୍ଟିନ୍ ସାମ୍ନାରୁ ବାଇକ୍ ଚୋରି