ଶୋଇଥିବା ବେଳେ କାମୁଡ଼ିଲା ସାପ, ହସ୍ପିଟାଲରେ ନାବାଳକର ମୃତ୍ୟୁ
ଅନୁଗୁଳ: ସାପ କାମୁଡ଼ାରେ ନାବାଳକ ମୃତ। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ନାବାଳକର ମୃତ୍ୟୁ ହୋଇଛି। ସୂଚନା ମୁତାବକ, ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ବୁଢାପାଳ ଗାଁର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ପୁଅ ରାଜେଶ ପାତ୍ର (୧୩) ମାମୁଁ…
