କେନାଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
ଅନୁଗୁଳ: ତାଳଚେର ଚାଳିଆକୁତା ଦେଇ ଯାଇଥିବା କେନାଲରୁ ଆଜି ଭାସମାନ ଅବସ୍ଥାର ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ତାଳଚେର ପୌରାଞ୍ଚଳ ୧୧ନଂ ୱାର୍ଡ ଚାଳିଆକୁତାର ୨୪ ବର୍ଷୀୟ ରାଜେଶ ନାଏକ ବୋଲି ଜଣାପଡିଛି। ସ୍ଥାନୀୟ ଲୋକେ ମୃତ…
ଅନୁଗୁଳ: ତାଳଚେର ଚାଳିଆକୁତା ଦେଇ ଯାଇଥିବା କେନାଲରୁ ଆଜି ଭାସମାନ ଅବସ୍ଥାର ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ତାଳଚେର ପୌରାଞ୍ଚଳ ୧୧ନଂ ୱାର୍ଡ ଚାଳିଆକୁତାର ୨୪ ବର୍ଷୀୟ ରାଜେଶ ନାଏକ ବୋଲି ଜଣାପଡିଛି। ସ୍ଥାନୀୟ ଲୋକେ ମୃତ…
ଅନୁଗୁଳ : ବଅଁରପାଳ ଥାନା ଅଞ୍ଚଳରେ ଏକ ନାବାଳିକାକୁ ଅପହରଣ ମାମଲାରେ ଜଣେ ଯୁବକକୁ ଗିରଫ କରି ପୋଲିସ ଶୁକ୍ରବାର କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ବଅଁରପାଳ ଥାନା ଅଞ୍ଚଳର ଜଣେ ୧୭ବର୍ଷୀୟ ନାବାଳିକା ବଉଳିଗଡ଼ ଗ୍ରାମ ପଞ୍ଚାୟତସ୍ଥିତ ସାଙ୍ଗ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଫୁଲପଡ଼ା ବ୍ରିଜ ନିକଟରେ ରାସ୍ତା କଡ଼ରେ ଥିବା ଖୁଣ୍ଟିକୁ ଧକ୍କା ଦେଲା ହାଇୱା। ସୂଚନାଯୋଗ୍ୟ ଯେ, ଫୁଲପଡ଼ା ବ୍ରିଜ ନିକଟରେ ରାସ୍ତା କଡ଼ରେ ଥିବା ଖୁଣ୍ଟିକୁ ବାଲି ବୋଝେଇ ହାଇୱା ଧକ୍କା ଦେଇଛି। ହାଇୱା ଅନୁଗୁଳ ଆଡ଼କୁ…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟ୍ଟା ଗ୍ରାମରେ ୨ ଜଣ ବ୍ୟକ୍ତି ମା' ଓ ପୁଅକୁ ମାଡ଼ ମାରିବା ନେଇ ମଙ୍ଗଳବାର ଛେଣ୍ଡିପଦା ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ବାଲିପଟ୍ଟାର ନର୍ମଦା ପ୍ରଧାନଙ୍କ ପୁଅ ସନାକର ପ୍ରଧାନ…
ତାଳଚେର: ଆଜି ତାଳଚେର ଲିଙ୍ଗରାଜ ଖଣିରେ ହୋଲପେକ୍ ପାଣି ଟ୍ୟାଙ୍କର ତଳେ ଚାପି ହୋଇ ଚାଳକର ମୃତ୍ୟୁ ଘଟିଛି। ମୃତ ଚାଳକ ହେଉଛନ୍ତି ତାଳଚେର ବଲଣ୍ଡା ଅଞ୍ଚଳର ସୁଶାନ୍ତ ପ୍ରଧାନ। ସୂଚନାଯୋଗ୍ୟ ଯେ ଲିଙ୍ଗରାଜ କୋଇଲା ଖଣିରୁ ପାଣି ଟାଙ୍କର ଧରି…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ତେନ୍ତୁଲୋଇ ଗାଁ ଦେଇ ଯାଇଥିବା ରାସ୍ତାର ଦଣ୍ଡବାଙ୍କ ଛକ ଠାରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ସୁରକ୍ଷା ବାଡ଼ରେ ପିଟି ହୋଇ ବାଇକ ଆରୋହୀ ଗୁରୁତର ହୋଇଛନ୍ତି l ଗୁରୁତର ଜଣଙ୍କ ହେଲେ ବାଲିପଟାର…
ଅନୁଗୁଳ : ସ୍ଥାନୀୟ ବଣିଆବାହାଳ ୯ ନମ୍ଵର ୱାର୍ଡ ରାସ୍ତା କଡ଼ରେ ଥିବା ଏକ ନିମ ଗଛରୁ ହଠାତ ନିଆଁ ବାହାରୁଥିବା ଦେଖିବାକୁ ମିଳିଛି। ଏହି ନିଆଁ ଦେଖିବାକୁ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଛି। ସୂଚନାଯୋଗ୍ୟ ଯେ ଗତକାଲି ରାତି ୯…
ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଅଞ୍ଚଳସ୍ଥିତ ନିର୍ମାଣାଧୀନ ପାଣି ଟାଙ୍କି ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ହେଲେ ପାଳଲହଡ଼ା ଥାନା ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମ ଗୋଛାୟତ ସାହିର ଜିତୁ ଗୋଛାୟତ (୨୨)। ଆଜି ସକାଳୁ ସ୍ଥାନୀୟ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ ଜନୈକା ନାବାଳିକା ଅପହରଣ ଅଭିଯୋଗରେ ପୁଲିସ ଶୁକ୍ରବାର ୨ ଜଣ ଯୁବକଙ୍କୁ ଗିରଫ କରିଛି । ସୂଚନା ଯେ, ଗତ ମଙ୍ଗଳବାର ସକାଳେ ନାବାଳିକା ସ୍କୁଲ୍ ଯାଇଥିଲା।ହେଲେ ରାସ୍ତାରୁ ଷଣ୍ଢପାଳ ଗାଁର…
ଅନୁଗୁଳ: ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ସନ୍ତ୍ରୀ ଗାଁରେ ସାପ କାମୁଡ଼ାରେ ଜଣେ ନାବାଳକର ମୃତ୍ୟୁ ଘଟିଛି। ମୃତକ ହେଲେ ଦେବାନନ୍ଦ ନାଏକଙ୍କ ପୁଅ ମିଥିଳେଶ ନାଏକ (୬)। ମିଥିଳେଶଙ୍କୁ ସାପ କାମୁଡ଼ିଥିବା ବିଷୟରେ ଘର ଲୋକ ଜାଣିବା ପରେ ଜିଲ୍ଲା ମୁଖ୍ୟ…