ମା’ ବାସନ୍ତୀ ଦୁର୍ଗା ପୂଜା ପଡ଼ିଆରେ ପ୍ରଭୁ ସ୍ମୃତିର ସ୍ୱର୍ଣୀମ ସନ୍ଧ୍ୟା
ଅନୁଗୁଳ: ଆଜି ଅମଲାପଡ଼ା ମା' ବାସନ୍ତୀ ଦୁର୍ଗାପୂଜା ପଡ଼ିଆରେ ଦେବୀଙ୍କ ବିଲ୍ଵବରଣ ଅନୁଷ୍ଠିତ ହୋଇଥିଲା। ଆସନ୍ତା କାଲି ମହାସପ୍ତମୀ ପୂଜା ଅନୁଷ୍ଠିତ ହେବ। ସନ୍ଧ୍ୟାରେ ସାଂସ୍କୃତିକ ମଣ୍ଡପରେ ଅନୁଗୁଳ ସ୍ମୃତି ଅନୁ ହୁତି ଧାମ ପକ୍ଷରୁ ପ୍ରଭୁ ସ୍ମୃତିର ସ୍ୱର୍ଣୀମ ସନ୍ଧ୍ୟା…
