ଘରକୁ ଧରମ ଭାଇ ଆସିବାକୁ ନେଇ ତୁମୁଳକାଣ୍ଡ: ଖୁଣ୍ଟରେ ବାନ୍ଧି ପିଟିବା ସହ ଜରିମାନା ଆଦାୟ, ଦେଢ଼ଶୁର ଓ ପୁତୁରା ନାଁରେ ଏତଲା
ଅନୁଗୁଳ: ଘରକୁ ଧରମ ଭାଇ ଆସିବାକୁ ନେଇ ତୁମୁଳକାଣ୍ଡ। ଭାଇ ସହ ବୋହୂକୁ ଘରେ ତାଲା ପକାଇବା ସହ ଖୁଣ୍ଟରେ ବାନ୍ଧି ମାଡ଼ ମାରିବା ନେଇ ଅନୁଗୁଳ ସଦର ଥାନାରେ ଦେଢ଼ଶୁର ଓ ପୁତୁରା ନାଁରେ ଅଭିଯୋଗ। ସୂଚନା ମୁତାବକ, ଅନୁଗୁଳ…
