ପାଳଲହଡ଼ା ଦନ୍ତା ହାତୀ ମୃତ୍ୟୁ ଘଟଣା, ୨ ଗିରଫ

ଅନୁଗୁଳ: ମଙ୍ଗଳବାର ପାଳଲହଡା ବନାଞ୍ଚଳ ଅନ୍ତର୍ଗତ ସଇଡା ଗ୍ରାମ ନିକଟରେ ଥିବା ଏକ ନାଳରୁ ଦନ୍ତା ହାତୀର ମୃତ ଦେହ ମିଳିବା ଘଟଣାରେ ଗୁରୁବାର ଦୁଇ ଜଣଙ୍କୁ ଗିରଫ କରିଛି ବନବିଭାଗ। ବନ ବିଭାଗର ସୂଚନା ମୁତାବକ, ଦନ୍ତା ହାତୀର ମୃତ୍ୟୁ…

Continue Readingପାଳଲହଡ଼ା ଦନ୍ତା ହାତୀ ମୃତ୍ୟୁ ଘଟଣା, ୨ ଗିରଫ

ରାଗରୁ ରକ୍ତପାତ! ପାଣି ପାଇଁ ଯୁବକଙ୍କୁ ଖଣ୍ଡାରେ ହାଣିଲେ ସଭାପତିଙ୍କ ପୁଅ

ଅନୁଗୁଳ: ପାଣି ନେବାକୁ କେନ୍ଦ୍ର କରି ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ। ଅନୁଗୁଳ ସଦର ଥାନା ଚନ୍ଦ୍ରବାହାଳ ଗାଁରେ ନକୁଳ ବେହେରା(୩୩)ଙ୍କୁ ପାଣି ପାଇଁ ଗାଁର ସଭାପତିଙ୍କ ପୁଅ ଖଣ୍ଡାରେ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହେଇଛି। ସୂଚନା ମୁତାବକ, ନକୁଳଙ୍କ…

Continue Readingରାଗରୁ ରକ୍ତପାତ! ପାଣି ପାଇଁ ଯୁବକଙ୍କୁ ଖଣ୍ଡାରେ ହାଣିଲେ ସଭାପତିଙ୍କ ପୁଅ

ଟଙ୍କା ବ୍ୟାଗ ଝାମ୍ପି ନେଲେ ଦୁର୍ବୁତ୍ତ

ନାଲକୋ: ଅନୁଗୁଳ ଜିଲ୍ଲା ନାଲକୋ ନଗର ଅଞ୍ଚଳରେ ଦିନ ଦ୍ଵିହିପ୍ରହରରେ ଟଙ୍କା ବ୍ୟାଗ ଲୁଟ ହୋଇ ଥିବା ନାଲକୋ ଥାନରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନ ସମୟରେ କନ୍ୟାବେଡା ଗାଁର ବିଶ୍ଵନାଥ ସାହୁ ଓ ତାଙ୍କ ଝିଅ ନାଲକୋ…

Continue Readingଟଙ୍କା ବ୍ୟାଗ ଝାମ୍ପି ନେଲେ ଦୁର୍ବୁତ୍ତ

ଆଗାମୀ ୨୪ ଘଣ୍ଟାରେ ୨୧ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଅନୁଗୁଳୁ: ଆଗାମୀ ୨୪ ଘଣ୍ଟାରେ ୨୧ ଜିଲ୍ଲାରେ ହାଲୁକା ଓ ମଧ୍ୟମଧରଣର ବର୍ଷା ସମ୍ଭାବନା ନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ୟେଲୋ ଆଲର୍ଟ ଜାରି କରିଛି । ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୪୦ ରୁ ୫୦ କିମି ବେଗରେ ପବନ…

Continue Readingଆଗାମୀ ୨୪ ଘଣ୍ଟାରେ ୨୧ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଂ ଜାରି

ନିଶାର୍ଦ୍ଧରେ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଚିହ୍ନଟ, ସ୍ପର୍ଶ କରିବାକୁ ବାରଣ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ବୁଧବାର ନିଶାର୍ଦ୍ଧରେ ଚିହ୍ନଟ ହୋଇଛି। ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳାଙ୍କ ପୀଠର ପଶ୍ଚିମ ଦିଗରେ ପ୍ରାୟ ଏକ କିଲୋମିଟର ଦୂରରେ ଅବସ୍ଥିତ ଗୋପାଳପ୍ରସାଦ ହାଇସ୍କୁଲର ପାଚେରୀ ନିକଟସ୍ଥ ତଥା…

Continue Readingନିଶାର୍ଦ୍ଧରେ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଚିହ୍ନଟ, ସ୍ପର୍ଶ କରିବାକୁ ବାରଣ

ଅଙ୍ଗାରବନ୍ଧ ଅଲେଖ ମହିମା ଧାମକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦାବି, କେନ୍ଦ୍ରମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

ଅନୁଗୁଳ : ଅନୁଗୁଳ ବ୍ଲକ ଅନ୍ତର୍ଗତ ଅଲେଖ ମହିମା ଧାମ, ଅଙ୍ଗାରବନ୍ଧକୁ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଁ ଦାବି ହୋଇଛି। ଏନେଇ ଶନିବାର ମହିମାଧାମ ପକ୍ଷରୁ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ କେନ୍ଦ୍ର…

Continue Readingଅଙ୍ଗାରବନ୍ଧ ଅଲେଖ ମହିମା ଧାମକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦାବି, କେନ୍ଦ୍ରମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

ଅନୁଗୁଳ ଉପଜିଲ୍ଲାପାଳଙ୍କୁ ଭେଟିଲା ଓକିଲ ସଂଘ, ବିଭିନ୍ନ ସମସ୍ୟା ନେଇ କଲେ ଆଲୋଚନା

ଅନୁଗୁଳ: ଅନୁଗୁଳ ଓକିଲ ସଂଘର ସଭାପତି ହିମାଂଶୁ ଭୂଷଣ ସାମଲଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଅନୁଗୁଳର ଉପଜିଲ୍ଲାପାଳ ତଥା ଉପଜିଲ୍ଲା ମାଜିଷ୍ଟ୍ରେଟ୍‌ ମାୟାଧର ବେହେରାଙ୍କୁ ସାକ୍ଷାତ୍ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଆଲୋଚନାରେ ଅନେକ ସମସ୍ୟାକୁ ଉତ୍‌ଥାପନ କରିଥିଲେ…

Continue Readingଅନୁଗୁଳ ଉପଜିଲ୍ଲାପାଳଙ୍କୁ ଭେଟିଲା ଓକିଲ ସଂଘ, ବିଭିନ୍ନ ସମସ୍ୟା ନେଇ କଲେ ଆଲୋଚନା

ତାଳଚେରରେ ଏନ୍‌କାଉଣ୍ଟର, କୁଖ୍ୟାତ ସୁଶାନ୍ତ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ଏନ୍‌କାଉଣ୍ଟର। କୁଖ୍ୟାତ ଅପରାଧୀ ସୁଶାନ୍ତ ନାୟକ ଗୁରୁତର। ସ୍କଟ୍ ଲ୍ୟାଣ୍ଡପୁର ଜଙ୍ଗଲରେ ଆଜି ଏନକାଉଣ୍ଟର ହୋଇଛି। ସୁଶାନ୍ତର ବାମ ଗୋଡ଼ରେ ବାଜିଛି ଗୁଳି। ଗୁରୁତର ଅବସ୍ଥାରେ ସୁଶାନ୍ତକୁ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି। ସୂଚନା…

Continue Readingତାଳଚେରରେ ଏନ୍‌କାଉଣ୍ଟର, କୁଖ୍ୟାତ ସୁଶାନ୍ତ ଗୁରୁତର

ଅନୁଗୁଳ ପୌରପାଳିକାରେ ଓଡ଼ିଆ ପକ୍ଷ

ଅନୁଗୁଳ: ରାଜ୍ୟ ସରକାର ଗତ ଏପ୍ରିଲ ପହିଲାରୁ ଏପ୍ରିଲ ୧୪ ତାରିଖ ଯାଏ ଓଡ଼ିଆ ପକ୍ଷ ପାଳିବାକୁ ନିର୍ଦେଶ ଦେଇଛନ୍ତି। ଓଡ଼ିଆର ଅସ୍ମିତା, କଳା, ସଂସ୍କୃତି, ବେଶ ଭୁଷା, ଭାଷା, ସଂଗୀତ,ନୃତ୍ୟ, ସ୍ଥାପତ୍ୟ ଆଦିର ପ୍ରଚାର ପ୍ରସାର ପାଇଁ ଏହି ଓଡ଼ିଆ…

Continue Readingଅନୁଗୁଳ ପୌରପାଳିକାରେ ଓଡ଼ିଆ ପକ୍ଷ

ଶପଥ ନେଲେ ଅନୁଗୁଳ ଓକିଲ ସଂଘର କର୍ମକର୍ତ୍ତା: ହିମାଂଶୁ ଭୂଷଣ ସାମଲ ହେଲେ ସଭାପତି

ଅନୁଗୁଳ: ଅନୁଗୁଳ ଓକିଲ ସଂଘର ନିର୍ବାଚିତ କର୍ମକର୍ତ୍ତାଙ୍କଶପଥ ଗ୍ରହଣ ସମାରୋହ ବୁଧବାର ଅପରାହ୍ନରେ ଅନୁଗୁଳ ଜଜ୍ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଛି। ସଂଘର ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ ଅନୁଗୁଳ ଅତିରିକ୍ତ ଜିଲ୍ଲା…

Continue Readingଶପଥ ନେଲେ ଅନୁଗୁଳ ଓକିଲ ସଂଘର କର୍ମକର୍ତ୍ତା: ହିମାଂଶୁ ଭୂଷଣ ସାମଲ ହେଲେ ସଭାପତି