ଆମ୍ବୁଲାନ୍ସ ଚାଳକର ଅମାନବିକତା: ସିଡ଼ିଏମ୍ଓଙ୍କ ତୁରନ୍ତ ଆକ୍ସନ

ଅନୁଗୋଳ: ଗତ ୭ ତାରିଖ ସନ୍ଧ୍ୟାରେ ଅନୁଗୁଳ ମେଡିକାଲ ଏମସିଏଚ କୋଠା ନିକଟରେ ଜନନୀ ସୁରକ୍ଷା ଏକ୍ସପ୍ରେସର ଜଣେ ଚାଳକ ଗାଡ଼ିରେ ମହିଳା ରୋଗୀ ଜଣେ ବାନ୍ତି କରିବାରୁ ତାକୁ ତାଗିଦ୍ କରି ଗାଡ଼ି ଧୁଆଇଥିଲେ। ଅସହାୟ ମହିଳା ରୋଗୀ ଜଣକ…

Continue Readingଆମ୍ବୁଲାନ୍ସ ଚାଳକର ଅମାନବିକତା: ସିଡ଼ିଏମ୍ଓଙ୍କ ତୁରନ୍ତ ଆକ୍ସନ

ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ଛାଟ: ଛତୁ ଫୁଟିଲା ଭଳି ଖୋଲୁଥିବାଘରୋଇ ସ୍କୁଲକୁ ନିୟନ୍ତ୍ରଣ କର

ଅନୁଗୁଳ: ଭଡ଼ା ଘର ଖଣ୍ଡେ ପାଇଲେ ଖୋଲିଲା ସ୍କୁଲ, ତାଲିମ ପ୍ରାପ୍ତ ଶିକ୍ଷକ ନାହିଁ, ଖେଳ ପଡିଆ ନାହିଁ, ନିରାପତ୍ତା ନାହିଁ, ବେପାର ପାଇଁ ପସରା ମେଲାଇଥିବା ପ୍ରାଥମିକ ଘରୋଇ ସ୍କୁଲ ମାନଙ୍କୁ ଛାଟ ଦେଇଛନ୍ତି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ। ଚିଠି…

Continue Readingପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ଛାଟ: ଛତୁ ଫୁଟିଲା ଭଳି ଖୋଲୁଥିବାଘରୋଇ ସ୍କୁଲକୁ ନିୟନ୍ତ୍ରଣ କର

ଦେଶୀ ବନ୍ଧୁକ ତିଆରି କାରଖାନା ଠାବ: ଜଣେ ଗିରଫ, ବନ୍ଧୁକ ତିଆରି ସାମଗ୍ରୀ ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ପୋଲିସ ଗୁରୁବାର ଏକ ଦେଶୀ ବନ୍ଧୁକ କାରଖାନା ଠାବ କରିଛି। କାରଖାନାରୁ ଗୋଟିଏ ଦେଶୀ ବନ୍ଧୁକ ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଛି ପୋଲିସ। ଏଥି ସହ ଜଣେ ଅଭିଯୁକ୍ତକୁ ଗିରଫ…

Continue Readingଦେଶୀ ବନ୍ଧୁକ ତିଆରି କାରଖାନା ଠାବ: ଜଣେ ଗିରଫ, ବନ୍ଧୁକ ତିଆରି ସାମଗ୍ରୀ ଜବତ

ଟାକ୍ସ ଫାଙ୍କିବାକୁ ସେଲସମ୍ୟାନଙ୍କ   ‘ଫୋନ-ପେ’ ମାଧ୍ୟମ

ଅନୁଗୁଳ: ଅନୁଗୁଳ ସହର ମଧ୍ୟରେ ଅନେକ ଗୁଡିଏ ଏପରି ବ୍ୟବସାୟିକ ଅନୁଷ୍ଠାନ ରହିଛି। ଯେଉଁମାନେ ବର୍ତ୍ତମାନ ନିଜର ଆୟକର ଫାଙ୍କିବା ପାଇଁ ନୁଆଁ ତରିକା ଆପଣେଇଛନ୍ତି।  ପ୍ରାୟତଃ ସବୁ ସ୍ଥାନରେ “ୟୁପିଆଇ” ମାଧ୍ୟମରେ ପେମେଂଟ କରିବାକୁ ଗ୍ରାହକ ମାନେ ପସନ୍ଦ କରୁଛନ୍ତି।…

Continue Readingଟାକ୍ସ ଫାଙ୍କିବାକୁ ସେଲସମ୍ୟାନଙ୍କ   ‘ଫୋନ-ପେ’ ମାଧ୍ୟମ

ସ୍ମାର୍ଟ ଚୋର! ନିଜକୁ ସିବିଆଇ ଅଧିକାରୀ କହି ୫୦ ଗ୍ରାମ ସୁନା ଅଳଙ୍କାର ଲୁଟ୍

ଅନୁଗୁଳ: ନିଜକୁ ସିବିଆଇ ଅଧିକାରୀ କହି ଲୁଟ। ସୁନା ଅଳଙ୍କାର ଠକି ନେଇଛନ୍ତି ଦୁର୍ବୃତ୍ତ। ଅନୁଗୁଳରୁ ସାମ୍ନାକୁ ଆସିଛି ଏଭଳି ଖବର।ସୂଚନା ମୁତାବକ, ହୁଲୁରିସିଂହାର କ୍ଷୀରୋଦ ପ୍ରଧାନ(୫୫) ଗୁରୁବାର ଦିନ ସାଢ଼େ ୧୧ଟା ବେଳକୁ ବଜାରରେ କାମ ସାରି ଘରକୁ ଫେରୁଥିବା…

Continue Readingସ୍ମାର୍ଟ ଚୋର! ନିଜକୁ ସିବିଆଇ ଅଧିକାରୀ କହି ୫୦ ଗ୍ରାମ ସୁନା ଅଳଙ୍କାର ଲୁଟ୍

ଆମ୍ବୁଲାନ୍ସ ଚାଳକର ଅମାନବିକତା: ବାନ୍ତି କଲା ବୋଲି ଗାଡ଼ି ସଫା କରେଇଲେ

ଅନୁଗୁଳ: ଜନନୀ ଏକ୍ସପ୍ରେସରେ ଆସିଥିବା ଜଣେ ମହିଳା ରୋଗୀଙ୍କୁ ବାନ୍ତି କଲେ ବୋଲି ଆମ୍ବୁଲାନ୍ସ ଚାଳକ ତାଙ୍କୁ ଆଡ଼ମିଶନ କରିବା ପରିବର୍ତ୍ତେ ଆଗ ବାନ୍ତି ସଫା କରିବାକୁ ନିର୍ଦ୍ଦେଶ ଦେବା ଭଳି ଏକ ସମ୍ବେଦନଶୀଳ ତଥା ଅମାନବୀୟ ଘଟଣା ଆଜି ସନ୍ଧ୍ୟାରେ…

Continue Readingଆମ୍ବୁଲାନ୍ସ ଚାଳକର ଅମାନବିକତା: ବାନ୍ତି କଲା ବୋଲି ଗାଡ଼ି ସଫା କରେଇଲେ

ଥଇଥାନ ଦାବିରେ ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ଜରଡ଼ା ଗ୍ରାମବାସୀ, ପ୍ରତିଶ୍ରୁତି ପରେ ଓହରିଲେ

ଅନୁଗୁଳ: ପୁଣି ଆନ୍ଦୋଳନ, ପୁଣି ପ୍ରତିବାଦ। ଥଇଥାନ ଦାବିରେ ଅନୁଗୁଳ ଜିଲ୍ଲା ଜରଡ଼ା ଗ୍ରାମବାସୀ ପୁଣି ଖଣି ବନ୍ଦ ଆନ୍ଦୋଳନ କରିଛନ୍ତି। ପ୍ରସ୍ତାବିତ ପଥରମୁଣ୍ଡା ରକବା ପୁନର୍ବସତି ସ୍ଥାନରେ ଥଇଥାନ କରିବା ପାଇଁ କୋଇଲା ଖଣି କ୍ଷତିଗ୍ରସ୍ତ ଜରଡା ଗ୍ରାମବାସୀ ବୁଧବାର…

Continue Readingଥଇଥାନ ଦାବିରେ ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ଜରଡ଼ା ଗ୍ରାମବାସୀ, ପ୍ରତିଶ୍ରୁତି ପରେ ଓହରିଲେ

ଜାତୀୟ ହ୍ୟାଣ୍ଡଲୁମ ଦିବସ: ଅନୁଗୁଳରେ ବେପାର ବଢ଼ିଛି ବୁଣାକାରଙ୍କୁ ଅଣଦେଖା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଗତ ଦୁଇ ଦଶନ୍ଧି ଭିତରେ ହାତବୁଣା ଲୁଗା ଓ ପୋଷାକର କାରବାର ବଢ଼ିଥିବା ବେଳେ ଅନୁଗୁଳର ବୁଣାକାର ମାନଙ୍କୁ ଅଣଦେଖା କରାଯାଉଛି। ଜିଲ୍ଲାରେ ଓଡ଼ିଶୀ, ବୟନିକା, ଉତ୍କଳିକା, ସମ୍ବଲପୁରୀ ବସ୍ତ୍ରାଳୟ ଆଦି ସଂସ୍ଥା ମାନେ ବୁଣାକାରଙ୍କ ଠାରୁ…

Continue Readingଜାତୀୟ ହ୍ୟାଣ୍ଡଲୁମ ଦିବସ: ଅନୁଗୁଳରେ ବେପାର ବଢ଼ିଛି ବୁଣାକାରଙ୍କୁ ଅଣଦେଖା

କାନ୍ଦୁଛି କୁରୁଡ଼ୁ, ଶୁଣୁନି ସରକାର: ୮ ମାସ ଗଲାନି ୮ ଲକ୍ଷ ଟଙ୍କାର ରାସ୍ତା, ଲୁଟି ଖାଇଗଲେ ସରକାରୀ ଅର୍ଥ

ଅନୁଗୁଳ: ସରକାର କା ମାଲ, ଦରିଆ ମେ ଡାଲ। ଅନୁଗୁଳ ବ୍ଲକ ମାଣିକିଯୋଡି ପଞ୍ଚାୟତ କୁରୁଡୁ ଗାଁ ରାସ୍ତା ଦେଖିଲେ ସେମିତି କିଛି ଅନୁମେୟ ହୁଏ। ଗାଁ ଲୋକଙ୍କ ଗମନାଗମନ ପାଇଁ ୮ ଲକ୍ଷ ଟଙ୍କା ବ୍ୟୟରେ ଏଠାରେ ରାସ୍ତା ତିଆରି…

Continue Readingକାନ୍ଦୁଛି କୁରୁଡ଼ୁ, ଶୁଣୁନି ସରକାର: ୮ ମାସ ଗଲାନି ୮ ଲକ୍ଷ ଟଙ୍କାର ରାସ୍ତା, ଲୁଟି ଖାଇଗଲେ ସରକାରୀ ଅର୍ଥ

ବାରମଞ୍ଚା ଗଣ ଦୁଷ୍କର୍ମ ମାମଲା: ଜଣେ ଅଭିଯୁକ୍ତ ଗିରଫ

ଅନୁଗୁଳ: ଛେଣ୍ଡିପଦା ଥାନା ଅନ୍ତର୍ଗତ ବାରମଞ୍ଚା ଗଣ ଦୁଷ୍କର୍ମ ମାମଲାରେ ପୋଲିସ ଜଣେ ଅଭିଯୁକ୍ତ ଗିରଫ କରି ପଚରାଉଚରା କରୁଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଗତ ୩ ତାରିଖରେ ପୀଡ଼ିତା ଜଣକ ନିଜ ଭଣଜାଙ୍କ ସହ ଛେଣ୍ଡିପଦା ଯାଇ…

Continue Readingବାରମଞ୍ଚା ଗଣ ଦୁଷ୍କର୍ମ ମାମଲା: ଜଣେ ଅଭିଯୁକ୍ତ ଗିରଫ