ଅନୁଗୁଳରେ ଯକ୍ଷ୍ମା ରୋଗୀଙ୍କ ପାଇଁ ପୋଷଣ ଯୋଜନାର ଶୁଭାରମ୍ଭ
ଅନୁଗୁଳ: ବୁଧବାର ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସଭାଘର ଠାରେ ପ୍ରଧାନମନ୍ତ୍ରୀଙ୍କ ଯକ୍ଷ୍ମା ମୁକ୍ତ ଅଭିଯାନ ନାଲକୋ ସହାୟତାରେ ନିକ୍ଷୟ ପୋଷଣ ଯୋଜନାର ଶୁଭାରମ୍ଭ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଦ୍ବାରା ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଅଛି। ଯକ୍ଷ୍ମା ରୋଗୀ…



