ଶ୍ରୀମନ୍ଦିରରେ ଆହୁରି କଡାକଡି ହେବ ଚେକିଂ ବ୍ୟବସ୍ଥା: ଆଇନମନ୍ତ୍ରୀ
ପୁରୀ: ବାରମ୍ବର ହିଡେନ୍ କ୍ୟାମେରା ଠାବ ହେବା ପରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଶ୍ରୀମନ୍ଦିରେ ଆହୁରି କଡାକଡି ହେବ ଚେକିଂ ବ୍ୟବସ୍ଥା। ବାରମ୍ବାର ହିଡେନ୍ କ୍ୟାମେରା…



