ଡେରଜାଙ୍ଗ ଡ୍ୟାମରେ ପ୍ରହସନ ପାଲଟିଛି ଆଲୋକୀକରଣ: ୨ ବର୍ଷ ହେଲାଣି ଅଚଳ ପଡ଼ିଛି ଲାଇଟ, ବଢ଼ୁଛି ଅସାମାଜିକ ତତ୍ତ୍ୱଙ୍କ ରାଜୁତି

ଅନୁଗୁଳ: ଅନୁଗୁଳରେ ସୌନ୍ଦର୍ଯ୍ୟକରଣ ନାମକୁ ମାତ୍ର ହୋଇଛି। ସରକାର ସହରକୁ ସୁନ୍ଦର କରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ରଙ୍ଗ ବେରଙ୍ଗର ଆଲୋକ ଲଗାଇଥିଲେ। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଏସବୁ ଆଲୋକ ଏବେ ଖରାପ ହୋଇ ପଡ଼ିଛି। ଡେରଜାଙ୍ଗ ଡ୍ୟାମର…

Continue Readingଡେରଜାଙ୍ଗ ଡ୍ୟାମରେ ପ୍ରହସନ ପାଲଟିଛି ଆଲୋକୀକରଣ: ୨ ବର୍ଷ ହେଲାଣି ଅଚଳ ପଡ଼ିଛି ଲାଇଟ, ବଢ଼ୁଛି ଅସାମାଜିକ ତତ୍ତ୍ୱଙ୍କ ରାଜୁତି

ପିଇବା ପାଣି ପାଇଁ ରାସ୍ତାରୋକ: ପାଇପ୍ ସଂଯୋଗ ପରେ ଆନ୍ଦୋଳନରୁ ଓହରିଲେ ମହିଳା

ଅନୁଗୁଳ: ପିଇବା ପାଣି ପାଇଁ ରାସ୍ତାରୋକ। ଖରାଦିନ ଆରମ୍ଭ ନ ହେଉଣୁ ପାନୀୟ ଜଳ ପାଇଁ ଲୋକେ ରାସ୍ତାରେ ବସିଛନ୍ତି। ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ଝାର ବଇଣ୍ଡା ଗ୍ରାମରେ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି, ଯାହା ପ୍ରଶାସନର ଅପାରଗତାକୁ ପଦାରେ…

Continue Readingପିଇବା ପାଣି ପାଇଁ ରାସ୍ତାରୋକ: ପାଇପ୍ ସଂଯୋଗ ପରେ ଆନ୍ଦୋଳନରୁ ଓହରିଲେ ମହିଳା

ଆସନ୍ତାକାଲି ଅନୁଗୁଳ ଆସୁଛନ୍ତି ଖାଉଟି କଲ୍ୟାଣ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ, ବଜେଟ୍ ନେଇ କରିବେ ଆଲୋଚନା

ଅନୁଗୁଳ : ଆସନ୍ତାକାଲି ଅନୁଗୁଳ ଜିଲ୍ଲା ଗସ୍ତରେ ଆସୁଛନ୍ତି ଖାଉଟି କଲ୍ୟାଣ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଶନିବାର ସକାଳେ ସେ ଟ୍ରେନ ଯୋଗେ ସମ୍ବଲପୁରରୁ ଅନୁଗୁଳ ଷ୍ଟେସନରେ ପହଞ୍ଚବା ପରେ ନାଲକୋ ଯିବେ। ସେଠାରେ ଜିଲ୍ଲା ପ୍ରଶାସନ…

Continue Readingଆସନ୍ତାକାଲି ଅନୁଗୁଳ ଆସୁଛନ୍ତି ଖାଉଟି କଲ୍ୟାଣ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ, ବଜେଟ୍ ନେଇ କରିବେ ଆଲୋଚନା

ନାବାଳିକାକୁ ଜବରଦସ୍ତ ଦୁଷ୍କର୍ମ: ଦୁଷ୍କର୍ମକାରୀକୁ ୭ ବର୍ଷ ସଶ୍ରମ କାରାଦଣ୍ଡ

ଅନୁଗୁଳ: ଅନୁଗୁଳ ଅତିରିକ୍ତ ଦୌରାଜଜ ତଥା ସ୍ୱତନ୍ତ୍ର ଜଜ ପୋକସୋ ଆଜି ଜଣେ ଦୁଷ୍କର୍ମକାରୀକୁ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ମୁତାବକ, ଗତ ୩୧. ୧. ୨୦୨୧ ଦିନ ସକାଳେ ଏନଟିପିସି ଥାନା ଅନ୍ତର୍ଗତ କଳାହାଣ୍ଡି ହଟିଙ୍ଗର…

Continue Readingନାବାଳିକାକୁ ଜବରଦସ୍ତ ଦୁଷ୍କର୍ମ: ଦୁଷ୍କର୍ମକାରୀକୁ ୭ ବର୍ଷ ସଶ୍ରମ କାରାଦଣ୍ଡ

ଆସନ୍ତା ୩ରେ ଉପଜିଲ୍ଲାପାଳ ଅଫିସ ସାମ୍ନାରେ ଧାରଣା ଦେବ ତାଳଚେର ସଚେତନ ନାଗରିକ ମଞ୍ଚ, ବିଭିନ୍ନ ସମସ୍ୟାର ସମାଧାନ ଦାବି

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ଲାଗି ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆସନ୍ତା ମାର୍ଚ୍ଚ ୩ ରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଥିବା ସହିଦ ସ୍ମୃତି ସ୍ତମ୍ଭ ସମ୍ମୁଖରେ ଧାରଣା ଦେବ ସଚେତନ ନାଗରିକ ମଞ୍ଚ। ସକାଳ ୧୦ଟାରୁ ୧୨…

Continue Readingଆସନ୍ତା ୩ରେ ଉପଜିଲ୍ଲାପାଳ ଅଫିସ ସାମ୍ନାରେ ଧାରଣା ଦେବ ତାଳଚେର ସଚେତନ ନାଗରିକ ମଞ୍ଚ, ବିଭିନ୍ନ ସମସ୍ୟାର ସମାଧାନ ଦାବି

ଚିର ନିଦ୍ରାରେ ବର୍ଷିଆନ ଅଭିନେତା ଉତ୍ତମ ମହାନ୍ତି

ଭୁବନେଶ୍ୱର: ଆଉ ନାହାନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି । ଦିଲ୍ଲୀସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତିରେ ତାଙ୍କର ପରଲୋକ ଘଟିଛି । କିଛିଦିନ ହେଲା ସେ ଲିଭର ସିରୋସିସ୍ ରୋଗରେ ପୀଡିତ ଥିଲେ।…

Continue Readingଚିର ନିଦ୍ରାରେ ବର୍ଷିଆନ ଅଭିନେତା ଉତ୍ତମ ମହାନ୍ତି

ମାର୍ଚ୍ଚ ୧ରୁ ଅନୁଗୁଳ କପ୍: ଭାଗ ନେବେ ୬ ଆନ୍ତଃରାଜ୍ୟ ଟିମ୍

ଅନୁଗୁଳ: ବାସନ୍ତୀ ଭଲିବଲ ଟ୍ରଷ୍ଟ ପକ୍ଷରୁ ଅନୁଗୁଳ କପ୍ ୨୦୨୫ ଆସନ୍ତା ମାର୍ଚ୍ଚ ୧ ତାରିଖଠାରୁ ଆରମ୍ଭ ହୋଇ ୨ ତାରିଖ ଯାଏଁ। ଏହି ଜାତୀୟସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ରାଜ୍ୟର କିଟ ଭଲିବଲ, ସୂର୍ଯ୍ୟଶିଖା ଭଲିବଲ, ସ୍ପୋର୍ଟସ ହଷ୍ଟେଲ ଭୁବନେଶ୍ୱର, ବାସନ୍ତୀ ଭଲିବଲ…

Continue Readingମାର୍ଚ୍ଚ ୧ରୁ ଅନୁଗୁଳ କପ୍: ଭାଗ ନେବେ ୬ ଆନ୍ତଃରାଜ୍ୟ ଟିମ୍

ମହାଶିବରାତ୍ରିରେ ହାତୀ ଆକ୍ରମଣ: ସକାଳୁ ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତ ଦେହ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ତରଭା ଗାଁର ଅନୀଲ ଭୋଇ। ସୂଚନା ଅନୁଯାୟୀ, ଗତକାଲି ସଂଧ୍ୟାରେ ଅନିଲ କାମ ସାରି ନିଜ ଗାଁ ତରଭା ଆଡ଼କୁ…

Continue Readingମହାଶିବରାତ୍ରିରେ ହାତୀ ଆକ୍ରମଣ: ସକାଳୁ ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତ ଦେହ

ପ୍ରତି ପଞ୍ଚାୟତରେ ପୁସ୍ତକାଳୟ ସ୍ଥାପନ ନିମନ୍ତେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାବି ପତ୍ର

ଅନୁଗୁଳ: ପ୍ରତି ପଞ୍ଚାୟତରେ ପୁସ୍ତକାଳୟ ସ୍ଥାପନ ନିମନ୍ତେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଗସ୍ତରେ ଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ ଗୋପାଳ ନାଏକ ତାଙ୍କୁ ଦେଶର ପ୍ରତି ପଞ୍ଚାୟତରେ ଏକ…

Continue Readingପ୍ରତି ପଞ୍ଚାୟତରେ ପୁସ୍ତକାଳୟ ସ୍ଥାପନ ନିମନ୍ତେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାବି ପତ୍ର

ମହାଦେବଙ୍କ ନାମ କୀର୍ତ୍ତନରେ ଗୁଞ୍ଜରିତ ହେଲା ଗଗନ ପବନ: ଶିବ ଭକ୍ତିରେ ତଲ୍ଲୀନ ଅନୁଗୁଳର ସମସ୍ତ ଶୈବ ପୀଠ

ଅନୁଗୁଳ: ମହାଶିବରାତ୍ରି ଅବସରରେ ଚାରି ଆଡ଼ ଶିବମୟ। ଘରଠୁ ମନ୍ଦିର ଯାଏଁ ସବୁଆଡ଼େ ଶୁଭୁଛି ଓଁ ନମଃ ଶିବାୟ ଧ୍ୱନି। ମହାଦେବଙ୍କ ନାଁରେ ଗୁଞ୍ଜରିତ ହେଉଛି ଗଗନ ପବନ। ଅନୁଗୁଳରେ ମଧ୍ୟ ଭୋଲେନାଥଙ୍କ ଭକ୍ତିରେ ତଲ୍ଲୀନ ହୋଇଛନ୍ତି ଆବାଳ ବୃଦ୍ଧ ବନିତା।…

Continue Readingମହାଦେବଙ୍କ ନାମ କୀର୍ତ୍ତନରେ ଗୁଞ୍ଜରିତ ହେଲା ଗଗନ ପବନ: ଶିବ ଭକ୍ତିରେ ତଲ୍ଲୀନ ଅନୁଗୁଳର ସମସ୍ତ ଶୈବ ପୀଠ