ଗଡ଼ିଲା “କୌଶଳ ରଥ”, ଦକ୍ଷତା ବିକାଶ ନେଇ ପ୍ରଶିକ୍ଷଣ ନେଲେ ଛାତ୍ରଛାତ୍ରୀ

ଅନୁଗୁଳ: ଶନିବାର ପୂର୍ବାହ୍ନରେ ତାଳଚେର ସ୍ଥିତ ସରକାରୀ ଆଇଟିଆଇ ଠାରେ "କୌଶଳ ରଥ" ଗଡ଼ିଛି। ଏହି ରଥକୁ ଜିଲ୍ଲା ନିୟୋଜନ ଅଧିକାରୀ ଦେବାଶିଷ ସାହୁ ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ତାଳଚେର ସରକାରୀ ଆଇଟିଆଇର ଅଧ୍ୟକ୍ଷା ଶୁଭାଙ୍ଗୀ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ।…

Continue Readingଗଡ଼ିଲା “କୌଶଳ ରଥ”, ଦକ୍ଷତା ବିକାଶ ନେଇ ପ୍ରଶିକ୍ଷଣ ନେଲେ ଛାତ୍ରଛାତ୍ରୀ

ତୁଳସୀପାଳ,ଲଙ୍ଗୁଳିଆବେଡା ବିକାଶ ପରିଷଦ ଆନ୍ଦୋଳନ ସ୍ଥଗିତ

ବଅଁରପାଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଆଲୁମିନିୟମ ପାର୍କ ପ୍ରକଳ୍ପରେ କାର୍ଯ୍ୟରତ ଲୁମିନିୟସ କମ୍ପାନୀର ଦାଦାଗିରି ଓ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ପ୍ରତି କଟୁ ମନ୍ତବ୍ୟର ପ୍ରତିବାଦରେ ତୁଳସୀପାଳ ଓ ଲଙ୍ଗୁଳିଆବେଡା ବିକାଶ ପରିଷଦ ପକ୍ଷରୁ ଗତ ୪ ଦିନ…

Continue Readingତୁଳସୀପାଳ,ଲଙ୍ଗୁଳିଆବେଡା ବିକାଶ ପରିଷଦ ଆନ୍ଦୋଳନ ସ୍ଥଗିତ

ନାଲକୋ ପରିଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ

ଅନୁଗୁଳ: କେନ୍ଦ୍ର କୋଇଲା ଓ ଖଣି ରାଜ୍ୟ ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ଦିନିକିଆ ଗସ୍ତରେ ଆସି ଶନିବାର ନାଲକୋ ସିପିପି ଓ ସ୍ମେଲଟର ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି। ଅପରାହ୍ନରେ ଶ୍ୱେତନିବାସ ଅତିଥି ଭବନ ଠାରେ ମନ୍ତ୍ରୀ ଶ୍ରୀ ଦୁବେଙ୍କୁ ଅନୁଗୁଳ…

Continue Readingନାଲକୋ ପରିଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ

କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେଙ୍କୁ ଭେଟି ସମସ୍ୟା ଜଣାଇଲା ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ ପକ୍ଷରୁ କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେଙ୍କୁ ନାଲକୋ ଗେଷ୍ଟ ହାଉସରେ ସ୍ୱାଗତ କରାଯାଇଛି। ସଂଘର ଉପସଭାପତି ଅମରେଶ ଚନ୍ଦ୍ର ସ୍ୱାଇଁ ଓ କୋଷାଧ୍ୟକ୍ଷ ରଜତ…

Continue Readingକେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେଙ୍କୁ ଭେଟି ସମସ୍ୟା ଜଣାଇଲା ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ

ମମତାଙ୍କୁ ଭେଟିଲେ ମୋହନ, ଆଳୁ ଯୋଗାଣ ସମସ୍ୟା ନେଇ କଲେ ଆଲୋଚନା

ଭୁବନେଶ୍ୱର: ମମତାଙ୍କୁ ଭେଟିଲେ ମୋହନ। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରି ଆଳୁ ଯୋଗାଣ ସମସ୍ୟାର ସମାଧାନ ନେଇ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ ଯେ ଉଭୟ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ବୈଠକରେ…

Continue Readingମମତାଙ୍କୁ ଭେଟିଲେ ମୋହନ, ଆଳୁ ଯୋଗାଣ ସମସ୍ୟା ନେଇ କଲେ ଆଲୋଚନା

ଓସିଏରୁ ଆସିଲା ଖୁସି ଖବର: ରାଜ୍ୟ ସିନିୟର ଟିମ୍‌ରେ ଖେଳିବେ ଶ୍ରେୟାଂଶ ଓ‌ ଟୁକୁନା

ଅନୁଗୁଳ: ଓସିଏର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁବ୍ରତ କୁମାର ବେହେରା ଜଣାଇଛନ୍ତି କି ବିଗତ ଟୁର୍ଣ୍ଣାମେଣ୍ଟରେ ପ୍ରଦର୍ଶନ କୁ ନେଇ ଅନୁଗୁଳ ଜିଲ୍ଲାର ଟୁକୁନା ସାହୁ ସିନିୟର ଟିମ୍‌ ୨୦-୨୦ ମ୍ୟାଚ୍‌ ଏବଂ ଅନ୍ୟ ମ୍ୟାଚ୍‌ ଗୁଡ଼ିକ ପାଇଁ ଶ୍ରେୟାଂଶ ଭରଦ୍ୱାଜ ଖେଳିବେ।…

Continue Readingଓସିଏରୁ ଆସିଲା ଖୁସି ଖବର: ରାଜ୍ୟ ସିନିୟର ଟିମ୍‌ରେ ଖେଳିବେ ଶ୍ରେୟାଂଶ ଓ‌ ଟୁକୁନା

ବନ୍ତଳା ପାଇଁ ବିଧାନସଭାରେ ବିଧାୟକଙ୍କ ଦାବି: ଦମକଳ କେନ୍ଦ୍ର ଓ ହିଡ଼ସିଙ୍ଗ ଜଳପ୍ରକଳ୍ପ ନିର୍ମାଣ ଉପରେ ଗୁରୁତ୍ୱ

ଅନୁଗୁଳ: ଅନୁଗୁଳ ବ୍ଲକ ବନ୍ତଳା ଅଞ୍ଚଳର ବହୁ ଦିନରୁ ଦାବି ହେଉଥିବା ଦମକଳ କେନ୍ଦ୍ର ଓ ହିଡ଼ସିଙ୍ଗ ଜଳପ୍ରକଳ୍ପ ଉପରେ ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ। ବନ୍ତଳା ଅଞ୍ଚଳରେ ଜଳ ସେଚନ ସୁବିଧା ନଥିବାରୁ ଚାଷୀମାନେ…

Continue Readingବନ୍ତଳା ପାଇଁ ବିଧାନସଭାରେ ବିଧାୟକଙ୍କ ଦାବି: ଦମକଳ କେନ୍ଦ୍ର ଓ ହିଡ଼ସିଙ୍ଗ ଜଳପ୍ରକଳ୍ପ ନିର୍ମାଣ ଉପରେ ଗୁରୁତ୍ୱ

ବାରମ୍ବାର ସରକାରୀ କର୍ମଚାରୀଙ୍କୁ ଆକ୍ରମଣକୁ କୋଲ ମାଇନ୍ସ ଅଫିସର ଆସୋସିଏସନର ନିନ୍ଦା, କଠୋର କାର୍ଯ୍ୟାନୁଷ୍ଠାନ ଦାବି

ଅନୁଗୁଳ: ଏମସିଲ, ଲଖନପୁର ଏରିଆର ବରିଷ୍ଠ ମହା ପ୍ରବନ୍ଧକ ସଞ୍ଜୟ ଝାଙ୍କୁ ଗତ ଜୁଲାଇ ୨୫ ତାରିଖରେ ନିଜ ଅଫିସ ଭିତରେ ପାର୍ବତୀ ବେହେରା ନାମଧାରୀ ମହିଳା ବ୍ୟକ୍ତିଗତ ଆକ୍ରମଣ ତଥା ଅସଭ୍ୟ ବ୍ୟବହାରକୁ କୋଲ ମାଇନ୍ସ ଅଫିସର ଆସୋସିଏସନ,ଏମସିଲ ଶାଖା…

Continue Readingବାରମ୍ବାର ସରକାରୀ କର୍ମଚାରୀଙ୍କୁ ଆକ୍ରମଣକୁ କୋଲ ମାଇନ୍ସ ଅଫିସର ଆସୋସିଏସନର ନିନ୍ଦା, କଠୋର କାର୍ଯ୍ୟାନୁଷ୍ଠାନ ଦାବି

ଚାଲାଣ ବେଳେ ୧୦ କେଜିରୁ ଊର୍ଦ୍ଧ୍ବ ଚୋରା ଗଞ୍ଜେଇ ଜବତ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ପୋଲିସକୁ ବଡ଼ ସଫଳତା। ଚୋରାଚାଲାଣ ହେଉଥିବା ୧୦. ୧୩୦କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଯୁବକ ଗିରଫ। ସୂଚନା ମୁତାବକ, ଶୁକ୍ରବାର ଦିନ ୧୧. ୩୦ରେ ଏକ ଅଟୋ ( ଓଡି ୧୯ଆର ୪୬୮୭) ରେ ଚୋରା…

Continue Readingଚାଲାଣ ବେଳେ ୧୦ କେଜିରୁ ଊର୍ଦ୍ଧ୍ବ ଚୋରା ଗଞ୍ଜେଇ ଜବତ, ଜଣେ ଗିରଫ

କାରଗିଲ ବିଜୟ ଦିବସର ୨୫ ବର୍ଷ ପୂର୍ତ୍ତି: ଅନୁଗୁଳ ଡିଫେନ୍ସ ଭେଟେରାନସ୍‌ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

ଅନୁଗୁଳ: ଆଜି କାରଗିଲ ବିଜୟ ଦିବସର ୨୫ ବର୍ଷ ପୂର୍ତ୍ତି ଅବସରରେ ଅନୁଗୁଳରେ ଡିଫେନ୍ସ ଭେଟେରାନସ୍‌ ଏବଂ ସହିଦ ମାନସ ରଞ୍ଜନ ସ୍ମୃତି ପରିଷଦ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସକାଳବେଳା ସେବାନିବୃତ‌ ସୈନିକ ଏବଂ ସ୍ମୃତି ପରିଷଦର ସଦସ୍ୟ…

Continue Readingକାରଗିଲ ବିଜୟ ଦିବସର ୨୫ ବର୍ଷ ପୂର୍ତ୍ତି: ଅନୁଗୁଳ ଡିଫେନ୍ସ ଭେଟେରାନସ୍‌ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ