ପରିତ୍ୟକ୍ତ କୂଅରୁ ମା’ ଓ ଛୁଆ ହାତୀ ଉଦ୍ଧାର: ୫ ଘଣ୍ଟା ପରିଶ୍ରମ ପରେ ଜେସିବି ସାହାଯ୍ୟରେ ବାହାର କଲା ବନ କର୍ମଚାରୀ
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡ଼ା ବନାଞ୍ଚଳର ଲେମ୍ବୁତଇଳାର ପରିତ୍ୟକ୍ତ କୂଅରୁ ୫ ଘଣ୍ଟା ପରିଶ୍ରମ ପରେ ମା' ଓ ଛୁଆ ହାତୀକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ବନ ବିଭାଗ। ସୂଚନାଯୋଗ୍ୟ ଯେ ଲେମ୍ବୁତଇଳା ବିଟ ଅଧୀନସ୍ଥ ଜରପଡ଼ା ବନାଞ୍ଚଳର…
