ଘରୋଇ ଶିକ୍ଷାନୁଷ୍ଠାନର ହଷ୍ଟେଲରେ ଜୀବନ ହାରିଲେ ଛାତ୍ରୀ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
ଅନୁଗୁଳ: ଅନୁଗୁଳର ଏକ ଘରୋଇ ଶିକ୍ଷାନୁଷ୍ଠାନର ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ରୀ ହେଲେ ତାଳଚେରସ୍ଥିତ ଭାଲୁଗାଡ଼ିଆ ଗୋପାଳପ୍ରସାଦ ଅଞ୍ଚଳର ସନ୍ତୋଷ ସାହୁଙ୍କ ଝିଅ ଜସ୍ମିନୀ ସାହୁ। ସେ ତାମ୍ରିତ କଲୋନୀରେ ଥିବା ଏକ ଘରୋଇ…
